Latest Odisha News

BREAKING NEWS

Yearly Archives

2023

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ: ଅର୍ଜୁନ ମୁଣ୍ଡାଙ୍କୁ କୃଷି ମନ୍ତ୍ରାଳୟ, ଚନ୍ଦ୍ରଶେଖରଙ୍କୁ ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ କରିବା ସହ ଅର୍ଜୁନ ମୁଣ୍ଡାଙ୍କୁ କୃଷି ମନ୍ତ୍ରାଳୟର ଦାୟିତ୍ୱ ଦେଇଛନ୍ତି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଣ୍ଡା ଏବେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅଛନ୍ତି। ନିକଟରେ…

‘ସେମିଫାଇନାଲ’ ପରେ ‘ଫାଇନାଲ’ ବିଜୟର ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିରୋଧୀ ଏବେ ୨୦୨୪ ସାଧାରଣ ନିର୍ବାଚନ ବା ଫାଇନାଲ ମୁକାବିଲା ପୂର୍ବରୁ ସେମିଫାଇନାଲ ବା ହିନ୍ଦୀ ହାର୍ଟାଲ୍ଯାଣ୍ଡ ହାରିବାର କାରଣ ଖୋଜୁଥିବା ବେଳେ ଶାସକ ଦଳ ବିଜେପି ଏବେ କିଭଳି ନିଜର ଦବଦବା ଆଗାମୀ ଦିନରେ ଜାରି ରଖିବ ତାଉପରେ ଗୁରୁତ୍ବ ଦେଉଛି। ଗୁରୁବାର ସଂସଦୀୟ ଦଳ ବୈଠକରେ…

ସାରା ଦେଶରେ ସରକାର ଗଢ଼ିବା ପାଇଁ ବିଜେପିକୁ କାହିଁକି ଅଧିକ ଲୋକ ପସନ୍ଦ କରୁଛନ୍ତି?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ସଂସଦୀୟ ଦଳ ବୈଠକରେ ଉଦବୋଧନ ଦେଇ କହିଛନ୍ତି ଯେ, ସରକାର ଗଠନ ପାଇଁ ଦଳ ଲୋକଙ୍କର ସବୁଠାରୁ ପସନ୍ଦର ବିଜେପି ପାଲଟିଛି। ସେ ଦଶନ୍ଧି ଦଶନ୍ଧି ଧରି ହୋଇଥିବା ନିର୍ବାଚନ ତଥ୍ୟକୁ ଉଲ୍ଲେଖ କରି କଂଗ୍ରେସ ଏବଂ ଅନ୍ୟ ଦଳ ତୁଳନାରେ କ୍ଷମତା ବଜାୟ…

ବରଯାତ୍ରୀ ଗାଡିରେ ତେଲ ପକାଉଥିବା ବେଳେ ଅଗ୍ନିକାଣ୍ଡରୁ ଶିଶୁର ମୃତ୍ୟୁ, ଦୁଇ ଗୁରୁତର

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ଗୁରୁବାର ନିଆଁରେ ପୋଡି ହୋଇ ଜଣେ ୫ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତକ ଜଣକ ମାଟିଆ ଗ୍ରାମର ହୋଇଥିବା ବେଳେ ସେ ବଡପଦା ଠାରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ। ରତ୍ନାକର ମଲ୍ଲିକ ନାମକ ଜଣେ…

ସଂସଦରେ ବିଜେଡିର ଆଦିବାସୀ ପ୍ରୀତିକୁ ଦୋମୁହାଁ କହି ଘେରିଲେ ବିରୋଧୀ

ଭୁବନେଶ୍ୱର: ସଂସଦରେ ବିଜୁ ଜନତା ଦଳ ସାଂସଦ ସସ୍ମିତ ପାତ୍ରଙ୍କ ଆଦିବାସୀଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ନେଇ ଗୁରୁବାର ବିଜେପି ଓ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି। ଏହା ବିଜେଡିର ଦୋମୁହାଁ ନୀତି କହି କଡା ସମାଲୋଚନା କରିଛନ୍ତି। ନିକଟରେ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବିଜେପି ବିଜୟୀ…

୮ ବର୍ଷ ପରେ ଶେଷରେ ଦାଢ଼ି କାଟିବାକୁ ନିଷ୍ପତ୍ତି ନେଇଛନ୍ତି ଏହି ମନ୍ତ୍ରୀ; ଜାଣନ୍ତୁ କାରଣ

ହାଇଦ୍ରାବାଦ: ତେଲେଙ୍ଗାନା କଂଗ୍ରେସ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ଏନ୍ ଉତ୍ତମ କୁମାର ରେଡ୍ଡୀ ୮ ବର୍ଷ ପରେ ଶେଷରେ ନିଜର ଦାଢ଼ି କାଟିବାକୁ ଯାଉଛନ୍ତି। ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ ନହେବା ଯାଏଁ ସେ ଦାଢି କାଟିବେ ନାହିଁ ବୋଲି ଶପଥ ନେଇଥିଲେ। ୨୦୧୬ ରେ ରେଡ୍ଡୀ ଏହି ଶପଥ ନେଇଥିଲେ।…

ପୁରୁଷ ଜୁନିୟର ହକି ବିଶ୍ୱକପ : ସ୍ପେନ ନିକଟରୁ ଭାରତ ପରାସ୍ତ

କୁଆଲାଲମ୍ପୁର: ଚଳିତ ପୁରୁଷ ଜୁନିୟର ହକି ବିଶ୍ୱକପରେ ଗୁରୁବାର ସ୍ପେନ ନିକଟରୁ ଭାରତ ୧-୪ ଗୋଲରେ ପରାସ୍ତ ହୋଇଛି । ପ୍ରଥମ ମ୍ୟାଚରେ କୋରିଆକୁ ହରାଇଥିବା ଭାରତୀୟ ଦଳ ଏହି ପରାଜୟ ଯୋଗୁ ପୁଲ ସିରେ ତୃତୀୟ ସ୍ଥାନରେ ରହିଛି । ଭାରତ ତାର ଶେଷ ଲିଗ ମ୍ୟାଚରେ କାନାଡାକୁ ଭେଟିବ । ସ୍ପେନ ପକ୍ଷରୁ…

କ୍ରିକେଟ୍ ରୁ ଟ୍ରାଜେଡି: ମ୍ୟାଚ ପରେ ଯବାନଙ୍କ ଉପରେ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭୁବନେଶ୍ୱର: କ୍ରିକେଟ ମ୍ୟାଚରେ ବିଜୟୀ ହେଇ ଘରକୁ ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ଏବେ ସମସ୍ତେ ହତବାକ। ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଭାରତୀୟ ସେନାର ଯବାନ ଦିଲେଶ୍ୱରଙ୍କ…

କିଏ ହେବେ ଓଡ଼ିଶା କଂଗ୍ରେସର ‘ରେବନ୍ତ ରେଡ୍ଡୀ’?

ଭୁବନେଶ୍ୱର: ତେଲେଙ୍ଗାନାରେ ଆରମ୍ଭ ହୋଇଛି କଂଗ୍ରେସ ସରକାରର ରାଜ୍ । ଆଉ ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି ଯୁବ କଂଗ୍ରେସ ନେତା ରେବନ୍ତ ରେଡ୍ଡୀ । ବିଜେପି ଛାଡି କଂଗ୍ରେସର ଯୋଗ ଦେଇଥିବା ଏହି ନେତା ଆଜି ଶପଥ ନେବା ବେଳେ ଫିଲ୍ମ Bharat Ane Nenu Bharathର ହିରୋ ମହେଶ ବାବୁଙ୍କ…

କାନାଡାରେ ହିନ୍ଦୀ ଫିଲ୍ମ ପ୍ରଦର୍ଶିତ ବେଳେ ବିଷାକ୍ତ ଗ୍ୟାସ୍ ସ୍ପ୍ରେ କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: କାନାଡାରେ ଭାରତୀୟ ସିନେମା ପ୍ରଦର୍ଶିତ ହେଉଥିବା ବେଳେ ଅଘଟଣ। କିଛି ଦୁର୍ବୃତ୍ତ ମୁହଁରେ ମାସ୍କ ଲଗାଇ ସିନେମା ହଲରେ ସ୍ପ୍ରେ କଲେ ବିଷାକ୍ତ ଗ୍ୟାସ୍। ଗ୍ରେଟର ଟରଣ୍ଟୋରେ ଥିବା ୩ଟି ସିନେମା ହଲରେ କିଛି ଦୁର୍ବୃତ୍ତ ହଠାତ୍ ପଶିଯାଇ ଗ୍ୟାସ୍ ସ୍ପ୍ରେ କରିଥିଲେ। ପୋଲିସ ପହଞ୍ଚି…