ଓଡ଼ିଶା ଆସି ନବୀନଙ୍କୁ ଭେଟିବେ ନୀତିଶ କୁମାର; ତୃତୀୟ ସାମ୍ମୁଖ୍ୟ ଗଠନକୁ ନେଇ ଚାଲିଛି କି ଅଙ୍କକଷା ?
ଭୁବନେଶ୍ୱର:ଆସନ୍ତା ୫ ତାରିଖରେ ଓଡ଼ିଶା ଆସିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରନ୍ତି ନୀତିଶ। ନୀତିଶ-ନବୀନ ଭେଟଘାଟକୁ ନେଇ ଖବର ସାମ୍ନାକୁ ଆସିବା ପରେ ଜୋର ଧରିଛି ରାଜନୈତିକ ଅଙ୍କକଷା ।
ଆସନ୍ତା…