ସୁଶାନ୍ତ ସିଂହଙ୍କୁ ପୃ୍ଥ୍ୱୀରାଜଙ୍କ ତେରଛାବାଣ: କହିଲେ, ନବ ଦାସଙ୍କ ହତ୍ୟା ମାମଲା ସଂପୃ୍କ୍ତି ପାଇଁ ଦିଆଗଲାନି…
ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ତିନି ଜଣ ପର୍ଯ୍ୟବେକ୍ଷକଙ୍କ ସମେତ ୧୨ ଜଣ ବିରଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି । ହେଲେ ଏହା ଭିତରେ ଯେଉଁ ଚର୍ଚ୍ଚିତ ବରିଷ୍ଠ ନେତାଙ୍କ ମୁହଁ ଦିଶୁନି ସେ ହେଉଛନ୍ତି ସୁଶାନ୍ତ ସିଂ । ପଶ୍ଚିମ ଓଡ଼ିଶାର ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣର୍…