Latest Odisha News

BREAKING NEWS

Yearly Archives

2023

ହମାସ-ଇସ୍ରାଏଲ ଯୁଦ୍ଧବିରତିର ୪ର୍ଥ ଦିନ: ହମାସର ୫ କମାଣ୍ଡରଙ୍କୁ ନିପାତ କଲା ଆଇଡିଏଫ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ବିରାମ ଚତୁର୍ଥ ଦିନରେ ପହଞ୍ଚିଛି । ଗତ ୩ ଦିନ ମଧ୍ୟରେ ହମାସ ୪୧ ଜଣ ବନ୍ଧକଙ୍କୁ ଛାଡି ଦେଇଛି । ପ୍ରଥମ ଦିନ ୧୩ ଜଣ, ୨ୟ ଦିନ ୧୪ ଜଣ ଏବଂ  ଦିନରେ ୧୩ ଜଣଙ୍କୁ ଛାଡିଛି । ତୃତୀୟ ଦିନ ଏହି ୧୩ ଇସ୍ରାଏଲିଙ୍କ ସମେତ ଥାଇଲାଣ୍ଡର ୩ ଜଣ  ଏବଂ ରୁଷର…

ବାକିଥିଲା ଟ୍ୱିଷ୍ଟ, ମୁମ୍ବାଇକୁ ଫେରିଲେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ: ଆଇପିଏଲ ୨୦୨୪ ପାଇଁ ରବିବାର ଫ୍ରାଂଚାଇଜର ସେମାନଙ୍କ ରିଟେନ ଓ ରିଲିଜ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାକୁ ଗୁଜରାଟ ଟାଏଟାନ୍ସ ରିଟେନ କରିବା ପରେ ସେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବେ ବୋଲି ଯେଉଁ ଚର୍ଚ୍ଚା ଧରିଥିଲା ସେଥିରେ ବିରାମ ଘଟିଥିବା ଅନୁମାନ…

ସରିଲା ଭୋଟ..ଲାଗିଲା ବାଜି: ହଟ ସିଟ ପାଇଁ ୧୦ ଲକ୍ଷ

ଭୋପାଳ:ସରିଲା ଭୋଟ । ଭୋଟିଂ ମେସିନରେ ସିଲ ହୋଇଛି ଭାଗ୍ୟ । ଏବେ ଖାଲି ହିସାବକିତାବ । କେତେ କଟା ହେବ.. କେତେ ଯୋଡା ହେବ କି କେତେ ଗୁଣାହରା ହେବ ? ଏହାକୁ ନେଇ ରାଜେନୖତିକ ଦଳମାନେ ଚଲାଇଛନ୍ତି କସରତ ।  ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ନଭେମ୍ବର ୧୭ ତାରିଖରୁ ଶେଷ ହୋଇଗଲାଣି ।…

ଭାରତର ଏହି ସ୍ଥାନରେ ମିଳେ ବିଶ୍ୱର ସବୁଠୁ ଦାମୀ ପଙ୍ଗସ୍: ହୀରାଠୁ ଦାମିକା, ଚୀନରେ ଅଧିକ ଚାହିଦା

ନୂଆଦିଲ୍ଲୀ: ବହୁ ଶତାବ୍ଦୀ ଧରି ଭାରତକୁ ଏକ ଔଷଧୀୟ ଦେଶ ଭାବେ ସାରା ବିଶ୍ୱ ଜାଣେ। ଅନେକ ଗମ୍ଭୀର ରୋଗକୁ ଦୂର କରେ ଭାରତୀୟ ଔଷଧ। ଏହାସହିତ ଆରୋଗ୍ୟ ମଧ୍ୟ ହୁଅନ୍ତି। ଏହି କାରଣରୁ ସମଗ୍ର ବିଶ୍ୱ ଆମର ଆୟୁର୍ବେଦ ଉପରେ ଗବେଷଣା କରୁଛି। ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ଦେଖୁଛି। କିନ୍ତୁ ଆପଣ…

ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ବର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କଳା ସାହିତ୍ୟ ଓ ଐତିହ୍ୟ ସଂରକ୍ଷଣ ନିମନ୍ତେ ସ୍ଥାପିତ ଶାଖା ସୋଆ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ ଅଫ ଆନସିଏଂଟ କଲଚର ଆଣ୍ଡ ହେରିଟେଜ ଅଫ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଆୟୋଜିତ ୩ ଦିନିଆ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ…

ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

ନୂଆଦିଲ୍ଲୀ/ଭୁବନେଶ୍ବର: ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଓ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଛି । ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘ ଦ୍ୱାରା ଆୟୋଜିତ ଏହି ମହୋତ୍ସବରେ ଦିଲ୍ଲୀ ଏବଂ ଜାତୀୟ…

କିଏ ସେ ହୈଦର? ହାଇଦ୍ରାବାଦର ନାଁ ହେବ ଭାଗ୍ୟନଗର: ଜି. କିଶାନ ରେଡ୍ଡୀ

ହାଇଦ୍ରାବାଦ: କିଏ ସେ ହୈଦର? ଆମେ ବଦଳେଇବୁ ହାଇଦ୍ରାବାଦର ନାଁ । ହାଇଦ୍ରାବାଦର ନାଁ ପରିବର୍ତ୍ତେ ଭାଗ୍ୟନଗର ରଖାଯିବ । ୟୁପି ସିଏମ ଆଦିତ୍ୟ ନାଥ ଯୋଗୀଙ୍କ ପରେ ସ୍ଥାନର ପୁନଃ ନାମକରଣ ନେଇ ଏମିତି କିଛି କହିଛନ୍ତି ବିଜେପି ସାଂସଦ ଜି. କିଶାନ ରେଡ୍ଡୀ । ରେଡ୍ଡୀ ଆଜି (ସୋମବାର)…

ବୋଇତ ବନ୍ଦାଣ ଉତ୍ସବରେ ମହାମହିମଙ୍କ ଯୋଗଦାନ; ଆଜିର ଯୁବପିଢ଼ିଙ୍କୁ ବାଣିଜ୍ୟ ବ୍ୟବସାୟ କରିବା ପାଇଁ କଲେ ଆହ୍ୱାନ

ପାରାଦୀପ: ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଆଜି ପାରାଦୀପ ଗସ୍ତ ବେଳେ ହେଲିକ୍ୟାପ୍ଟରରେ ଦିନ ୯ଟା ୩୦ମିନିଟରେ ଗୋପବନ୍ଧୁ ଷ୍ଟାଡିୟମ ପହଞ୍ଚିଥିଲେ। ସେଠାରୁ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବାକୁ କାରକେଟରେ ପାରାଦୀପ ନିଷିଦ୍ଧାଞ୍ଚଳକୁ…

ପୁଣି ଚର୍ଚ୍ଚାରେ ଏନସିପି ମୁଖ୍ୟ, ବର୍ଷାରେ ଭିଜି ଭାଷଣଦେଲେ ଶରଦ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଏନସିପି ମୁଖ୍ୟ ଶରଦ ପାୱାର । ରବିବାର ନାଭି ମୁମ୍ବାଇରେ ବର୍ଷାରେ ଭିଜି ଭାଷଣ ଦେଇଛନ୍ତି, ଯାହାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ତେବେ ଏହା ପ୍ରଥମ ନୁହେଁ ୨୦୧୯ ରେ ମହାରାଷ୍ଟ୍ର ନିର୍ବାଚନ ସମୟରେ ସତାରାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିବା ସମୟରେ…

ଡିସେମ୍ବର ପ୍ରଥମ ସପ୍ତାହରେ ଆସୁଛି ବାତ୍ୟା ! ଓଡ଼ିଶା-ଆନ୍ଧ୍ର ଉପକୂଳ ଦେଇ ମୁହାଁଇବ

ଭୁବନେଶ୍ୱର:ଦକ୍ଷିଣ ଆଣ୍ଡାମାନ ଓ ପାର୍ଶ୍ୱବର୍ତ୍ତୀ ଇଲାକାରେ ସୃଷ୍ଟି ଘୂର୍ଣ୍ଣିବଳୟ ବାତ୍ୟା ରୂପ ନେଇପାରେ । ଏମିତି ଆକଳନ କରିଛି ପାଣିପାଗ ବିଭାଗ । ଭାରତୀୟ ପାଣିପାଗ ବିଭାଗ ଆଇଏମଡି ପକ୍ଷରୁ ସୋମବାର ମିଳିଥିବା ସୂଚନା ଅନୁସାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଡିସେମ୍ବର ୧ ତାରିଖ ବେଳକୁ…