Latest Odisha News

BREAKING NEWS

Yearly Archives

2023

ଡିସେମ୍ବର ୪ରୁ ସଂସଦର ଶୀତକାଳୀନ ଅଧିବେଶନ, ଡକାଗଲା ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଶୀତକାଳୀନ ଅଧିବେଶନ ସମ୍ପର୍କରେ ଆଲୋଚନା କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଡିସେମ୍ବର ୨ ରେ ଏକ ସର୍ବଦଳୀୟ ବୈଠକ ଡାକଛନ୍ତି। ଅଧିବେଶନ ଆରମ୍ଭ ହେବାର ଗୋଟିଏ…

ଭିଜିଲାନ୍ସ ‘ଆଖି’ରେ ଚକ୍ଷୁ ଡାକ୍ତର

ସୁବର୍ଣ୍ଣପୁର : ଭିଜିଲାନ୍ସ ପଞ୍ଝାରେ ଚକ୍ଷୁ ଡାକ୍ତର  । ୫,୫୦୦ ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଂଜୀବ କୁମାର କର । ଯାଲୋଇ ଗାଁ ର ଲକ୍ଷ୍ମଣ ତ୍ରିପାଠୀ ଙ୍କ ଅପରେସନ ପାଇଁ ସେ ଏହି ଟଙ୍କା ନେଉଥିଲେ । ଏହି…

ସିଲିଣ୍ଡର ଫାଟି ଯିବାରୁ ହୋଟେଲରେ ନିଆଁ: ଅଳ୍ପକେ ବର୍ତ୍ତିଲେ ଗ୍ରାହକ ଓ କର୍ମଚାରୀ

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତହସିଲ ଅଫିସ ନିକଟସ୍ଥ ଶାନ୍ତି ହୋଟେଲରେ ଅଗ୍ନକାଣ୍ଡ । ହଠାତ ହୋଟେଲ ଭିତରେ ଥିବା ଗ୍ୟାସ ଟାଙ୍କିରେ ନିଆଁ ଲାଗି ଯାଇଥିଲା । ଫଳରେ  ଗ୍ରାହକ ଓ ହୋଟେଲ ଷ୍ଟାଫଙ୍କ ଭିତରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା । ଆଜି ସକାଳୁ ଏପରି ଦୃଶ୍ୟ…

କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ : ବୋଇତ ବନ୍ଦାଣ ସମୟରେ ପାଣିରେ ବୁଡିଗଲେ ଯୁବକ

ତାଳଚେର: କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ  । ବୋଇତ ବନ୍ଦାଣ ସମୟରେ ପାଣିରେ ବୁଡିଲେ ଯୁବକ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଗୁରୁଜାଙ୍ଗ ଗାଁରେ । ମୃତ ଯୁବକ ହେଉଛନ୍ତି ଆଶିଷ କୁମାର ସାହୁ ବୋଲି ଜଣାପଡିଛି  । ଆଶିଷ ଛୋଟ ବେଳୁ ତାଙ୍କ ମାମୁଁ ଙ୍କ…

ଉତ୍ତରାକାଶୀ ସୁଡଙ୍ଗ ଭୁଶୁଡିବା ଘଟଣା: ଉଦ୍ଧାର କାର୍ଯ୍ୟରେ ମେସିନ ଫେଲ, ହାତରେ ଖୋଳି ରାସ୍ତା ବାହାର କରିବେ ‘ରାଟ…

ଉତ୍ତରକାଶୀ:ଉତ୍ତରକାଶୀର ସିଲକ୍ୟାରା ସୁଡଙ୍ଗରେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟାସ ଜାରି ରହିଛି । ଉଦ୍ଧାର କାର୍ଯ୍ୟ  ଯେତେ ଆଗଉଛି, ସେତେ ନୂଆ ନୂଆ ପ୍ରତିବନ୍ଧକ ସାମ୍ନାକୁ ଆସୁଛି । ଏବେ ସୁଡ଼ଙ୍ଗ ଉପରେ ଭର୍ଟିକାଲ ଡ୍ରିଲିଂ ଆରମ୍ଭ…

ଶୀତଦିନେ ଖାଆନ୍ତୁ ଏହି ଜିନିଷ, ବଢିବ ଇମ୍ୟୁନିଟି

ନୂଆଦିଲ୍ଲୀ :  ଶୀତଦିନେ ସାଧାରଣତଃ ଲୋକ ନିଜ ଶରୀରକୁ ସୁସ୍ଥ ରଖିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି  । କିଏ ପ୍ରତିଦିନ ସକାଳୁ ବ୍ୟାୟମ କରେ ତ କିଏ ଜିମ୍ ଯାଏ  । ଆଉ କେହି କେହି ଖାଦ୍ୟ ଉପରେ ଧ୍ୟାନ ଦେଇଥାନ୍ତି  । କିଏ ସବୁଜ ପନିପରିବା ଖାଆନ୍ତି ତ ଆଉ କିଏ ସତେଜ ଫଳମୂଳ  । ତେବେ…

ଗୁଜୁରାଟରେ ପ୍ରକୃତିର ତାଣ୍ଡବ : ଅଦିନିଆ ବର୍ଷା, ବଜ୍ରପାତ ନେଲା ୧୪ ଜୀବନ

ନୂଆଦିଲ୍ଲୀ : ଗୁଜୁରାଟରେ ପ୍ରକୃତିର କରାଳ ତାଣ୍ଡବ  । ଅଦିନିଆ ବର୍ଷା ବିତ୍ପାତ୍ତ ଜନଜୀବନକୁ ଦୁର୍ବିଶୟ କରିପକାଇଛି । ପୁରା ଭୟଭୀତ ହୋଇପଡିଛି ଲୋକ । ବର୍ଷା ସାଙ୍ଗକୁ ବଜ୍ରାଘାତରେ ବିଭିନ୍ନ ସ୍ଥାନରେ ୧୪ଜଣଙ୍କ ଜୀବନ ଯାଇଛି । ଗୁଜୁରାଟର ଅମରେଲି, ସୁରେନ୍ଦ୍ର ନଗର , ମେହସାଣ, ବୋଟାଡ,…

କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ଯୋଗ ଦେଲେ ଭି କାର୍ତ୍ତିକେୟନ ପାଣ୍ଡିଆନ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିିତିରେ କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ଯୋଗ ଦେଲେ ଭି କାର୍ତ୍ତିକେୟନ ପାଣ୍ଡିଆନ୍ । ନିକଟରେ ଆଇଏଏସ ଚାକିରିରୁ ଭିଆରଏସ ନେଇଥିଲେ । ଅବସର ପରେ ସେ ବିଜେଡିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ…

“ଆ କା ମା ବୈ, ପାନ ଗୁଆ ଥୋଇ….” ଗୀତ ଗାଇ ଡଙ୍ଗା ଭସାଇଲେ ଲୋକ

ଭୁବନେଶ୍ବର/ କଟକ : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପଞ୍ଚୁକର ଶେଷ ଦିନ। ଆଜିର ଦିନରେ ଡଙ୍ଗା ଭସାଇବାର ପରମ୍ପରା ରହିଛି । ତେଣୁ ବଡି ଭୋରରୁ ବିଭିନ୍ନ ପୁଷ୍କରଣୀ ଓ ନଦୀ କୂଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଭୁବନେଶ୍ବର ବିନ୍ଦୁ ସାଗରଠୁ ଆରମ୍ଭ କରି କଟକର ଗଡଗଡିଆ ଘାଟ ସବୁଠି ଡଙ୍ଗା…