Latest Odisha News

BREAKING NEWS

Yearly Archives

2023

ଡଙ୍ଗା ଆଣିବା ହେଲା କାଳ, ପୋଖରୀରେ ବୁଡି ନାବାଳିକା ମୃତ

ଭଦ୍ରକ: ପୋଖରୀରୁ ଡଙ୍ଗା କାଢିବାକୁ ଯାଇ ବୁଡ଼ିଗଲେ ନାବାଳିକା । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଧୀନ ପଣୁଆ ଗାଁରେ । ନାବାଳିକା ଜଣଙ୍କ ହେଲେ ରତ୍ନାକର ମହାଳିକଙ୍କ ୧୩ ବର୍ଷର ଝିଅ ଝାନ୍ସୀ ରାଣୀ ମହାଳିକ । ଖବର ଅନୁସାରେ, ଆଜି କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ…

କଫି ୱିଥ୍ କରଣ-୮: ଖାସ୍ ଅତିଥି ଖୋଲିବେ ମଜାଦାର ଗୁମର

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ କରଣ ଜୋହରଙ୍କ କଫି ଓ୍ବିଥ୍ କରଣ ଶୋ ସବୁଠାରୁ ପପୁଲାର ହୋଇଥିବାବେଳେ ଏହା ସବୁବେଳେ ବେଶ ଚର୍ଚ୍ଚାରେ ରହିଥାଏ । କାରଣ ଏହି ଶୋ ରେ ବଲିଉଡର ସବୁ ସେଲିବ୍ରେଟିଙ୍କ ପର୍ସନାଲ ଓ ପ୍ରଫେସନାଲ ବିଷୟରେ ମଜାଦାର ଓ ମସଲାଦାର କଥା ଜାଣିବାକୁ ମିଳିଥାଏ । ପୂର୍ବରୁ ଏହି ଶୋ…

କୃଷି ମେଳାର ଶେଷ ଦିନରେ ଯୋଗ ଦେଲେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା

ରାୟଗଡ଼ା: ଆଜି ଗୁଣୁପୁର ଚଇତି ମଣ୍ଡପରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷି ମେଳାର ଶେଷ ଦିନରେ ରାଜ୍ୟ ଆଇନ ଓ ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ କୃଷି ଯୋଜନା ସହ କୃଷିକୁ ଗୁରୁତ୍ୱ ଦେଉଥିବା ସୂଚନା ଦେଇଛନ୍ତି। ଅନ୍ୟ ଅତିଥି ଭାବେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ ଯୋଜନା…

କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ନୌକା ଚାଳନା ପ୍ରତିଯୋଗିତା, ଭାଗ ନେଲେ ୭୦ ପ୍ରତିଯୋଗୀ

ସୁବର୍ଣ୍ଣପୁର: ମହାନଦୀର ତେନ୍ତୁଳି ଘାଟରେ ଆଜକୁ ୬୦ବର୍ଷ ଧରି ଆୟୋଜିତ ହୋଇ ଆସୁଛି ନୌକା ଚାଳନା ପ୍ରତିଯୋଗୀତା। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ତିଥିର ଅପରାହ୍ନରେ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ସ୍ଥାନର ନାବିକମାନଙ୍କୁ ନେଇ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି। ସହରର ଭଗବତ…

ବାଲେଶ୍ୱରରେ ଏଟିଏମ୍ କାଟି ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ବାଲେଶ୍ୱର: ବାଲେଶ୍ବର ସୋର ଥାନା ଅଞ୍ଚଳରେ ଗ୍ୟାସ କଟରରେ କାଟି ଏଟିଏମ ଲୁଟି ନେଲେ ଦୁର୍ବୁତ୍ତ । ଏଟିଏମରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି । ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଖବରମୁତାବକ, ସୋର ଥାନା ଅନ୍ତର୍ଗତ ବାହାନଗା ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ…

ଆଜିଠୁ ଆରମ୍ଭ କଟକର ଐତିହାସିକ ବାଲିଯାତ୍ରା; ସଜାଗ ଅଗ୍ନିଶମ ବାହିନୀ

କଟକ: ଆଜିଠାରୁ ଐତିହାସିକ କଟକ ବାଲିଯାତ୍ରା ଓ ବୋଇତ ବନ୍ଦାଣ ଉତ୍ସବ ଆରମ୍ଭ। ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି ବାଲିଯାତ୍ରା। ଏହାକୁ ଦୃଷ୍ଟିରେ ରଖି ସଜାଗ ରହିଛି ଅଗ୍ନିଶମ ବାହିନୀ। ତଳ ଓ ଉପର ବାଲିଯାତ୍ରା ପଡିଆ ଏବଂ ମହାନଦୀର ବାଲୁକା ଶଯ୍ୟାରେ ଶତାଧିକ ସରକାରୀ, ବେସରକାରୀ ଅସ୍ଥାୟୀ…

ପାକିସ୍ତାନ ହାତରୁ ଯାଇପାରେ ୨୦୨୫ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ

କରାଚୀ: ଏସିଆ କପ ପରେ ପାକିସ୍ତାନ ପାଇଁ ଆଉ ଏକ ଖରାପ ଖବର । ୨୦୨୫ରେ ଏଠାରେ ହେବାକୁ ଥିବା ଚାମ୍ପିୟନ ଟ୍ରଫି ଆୟୋଜକ ଅଧିକାର ହାତରୁ ଯାଇପାରେ । ପାକିସ୍ତାନ କ୍ରିକେଟ ବୋର୍ଡ ଚାମ୍ପିୟନ୍ସ ଟ୍ରଫି ନେଇ ଆଇସିସି ସହ ଅଜବ ସର୍ତ ରଖିଛି । ଯଦି ସୁରକ୍ଷା ଆଳ ଦେଖାଇ ଭାରତ ଏଠାକୁ ଆସିବା ପାଇଁ ମନା…

ନେଦରଲାଣ୍ଡ ନେତା ଗୀର୍ଟ ୱିିଲ୍ଡର୍ସଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ ଦୌଡରେ ଆଗରେ ରହିଥିବା ଗୀର୍ଟ ୱିଲ୍ଡର୍ସଙ୍କ ବିବାଦୀୟ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । କୁରାନ ଉପରେ ଅଧିକ ବିଶ୍ୱାସ ରଖୁଥିବା ମୁସଲମାନ ତୁରନ୍ତ ନେଦରଲାଣ୍ଡ ଛାଡିବାକୁ ସେ କହିଛନ୍ତି । ଯେଉଁମାନେ ଧର୍ମନିରପେକ୍ଷତା ବଦଳରେ ଅତ୍ୟଧିକ ଧର୍ମ…

ଅନ୍ଦାଜ ୨ର ଶୁଟିଂ ପାଇଁ ସୁନୀଲ ପ୍ରସ୍ତୁତ

ମୁମ୍ବାଇ: ବଲିଉଡରେ ଏବେ ସୀକ୍ୱେଲର ଯୁଗ ଚାଲିଛି । ଗଦର ୨, ଓଏମଜି ୨, ଫୁକରେ ୩ ଓ ଡ୍ରିମ ଗର୍ଲ ୨ରେ ଏବେ ଅନ୍ଦାଜର ସୀକ୍ୱେଲ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଧର୍ମେଶ ଦର୍ଶନ ଧଡକନ ୨ ଏବଂ ତାଙ୍କ ଭାଇ ସୁନୀଲ ଦର୍ଶନ ଅନ୍ଦାଜର ସୀକ୍ୱେଲ ଆରମ୍ଭ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି । ୨୦୦୩ରେ…

ସିଂହଦ୍ୱାର ବ୍ୟାରିକେଡ ଭିତରକୁ ପଶି ଆସିଲା ଘୁଷୁରି

ପୁରୀ:କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ବଡ ଦାଣ୍ଡ ଲୋକାରଣ୍ୟ । ସିଂହଦ୍ୱାର ସମ୍ମୁଖରେ ଥିଲା ଭକ୍ତଙ୍କ ଭିଡ । ରାତି ତମାମ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ ଭକ୍ତ । ସିଂହଦ୍ୱାର ବ୍ୟରିକେଡ ଓ ସମ୍ମୁଖରେ ହଜାର ହଜାର ଭକ୍ତ ରୁଣ୍ଡ । ଏହି ସମୟରେ ହଠାତ ଦେଖିବାକୁ ମିଳିଥିଲା…