Latest Odisha News

BREAKING NEWS

Yearly Archives

2023

ଆସୁଛି ଲଘୁଚାପ: ୨୬ରେ ଘୂର୍ଣ୍ଣିବଳୟ, ୨୯ରେ ଅବପାତ

ଭୁବନେଶ୍ଵର: ଆସନ୍ତା ୨୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୭ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ବଙ୍ଗୋପସାଗରର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର…

ବଢିଲା ଅଭିନେତାଙ୍କ ଅଡୁଆ, ପୋଞ୍ଜି ସ୍କିମ୍ ଠକେଇ ମାମଲାରେ ପ୍ରକାଶ ରାଜଙ୍କୁ ଇଡି ସମନ

ନୂଆଦିଲ୍ଲୀ: ବଲିଉଡ ତଥା ଟଲିଉଡ଼ ଅଭିନେତା ପ୍ରକାଶ ରାଜଙ୍କ ଅଡୁଆ ବଢିବାରେ ଲାଗିଛି। ୧୦୦ କୋଟି ଟଙ୍କାର ଚିଟଫଣ୍ଡ ଠକେଇ ମାମଲାରେ ଅଭିନେତା ପ୍ରକାଶ ରାଜଙ୍କୁ ସମନ କରିଛି ଇଡି। ଏହାପରେ ବର୍ତ୍ତମାନ ପୋଞ୍ଜି ସ୍କିମ ପୁଣିଥରେ ଆଲୋଚନା ଘେରକୁ ଆସିଛି। ପୋଞ୍ଜି ସ୍କିମ୍ ମାମଲାରେ, ତାମିଲନାଡୁର…

ଖସୁଛି ପାରଦ, ବଢୁଛି ଶୀତ: ୯ ଡିଗ୍ରୀ ତଳକୁ ଖସିଲା ଦିଲ୍ଲୀର ତାପମାତ୍ରା

ନୂଆଦିଲ୍ଲୀ: ବଢିବାରେ ଲାଗିଛି ଶୀତର ପ୍ରଭାବ । ଦେଶର ରାଜଧାନୀକୁ ଛୁଇଁଛି ଶୀତର ପହିଲି ସ୍ପର୍ଶ । ଶୀତ ଲହର ଯୋଗୁଁ ଗତକାଲି ଦିଲ୍ଲୀରେ ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୨…

ବିଜେଡିର ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ବିଜେପିର ରଣ ହୁଙ୍କାର

ନୂଆପଡ଼ା: ଶାସକ ଦଳରେ ଚାଲିଥିବା ଦୁର୍ନୀତି ବିରୋଧରେ ବିଜେପି ରଣହୁଙ୍କାର ଦେଇଛି। ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ପିସି କାରବାରରେ ଲିପ୍ତ ଥିବା ନେଇ ଅଭିଯୋଗ କରି ସାରା ରାଜ୍ୟରେ ବିଜେପି ବ୍ଲକ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ନୂଆପଡା ଜିଲ୍ଲାରେ…

୧୦୦ ଯୁବତୀଙ୍କୁ ନକଲି ଇନଷ୍ଟା ଜାଲରେ ପକାଇ ଟଙ୍କା ଲୁଟୁଥିବା ଓଡ଼ିଆ ଶ୍ରମିକଙ୍କୁ ବାନ୍ଧିଲା ପୋଲିସ

କଟକ:ନାବାଳିକାଙ୍କ ଫଟୋକୁ ଏଡିଟ କରି ନକଲି ଇନଷ୍ଟା ଆକାଉଣ୍ଟରେ ଅପଲୋଡ କରୁଥିବା ଜଣେ ୨୪ ବର୍ଷୀୟ ଯୁବକଙ୍କୁ ସାଇବର ଏବଂ ଇକୋନମିକ ୱିଙ୍ଗ ପୋଲିସ ଗିରଫ କରିଛି । ଗିରଫ ଯୁବକଙ୍କ ନାମ ଦିନେଶ କୁମାର ସେଠି ଓରଫ ବାବୁ  ଏବଂ ତାଙ୍କର ଘର କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ।…

ସ୍ଵର୍ଣ୍ଣ ମନ୍ଦିରରେ ବିକି କୌଶଲ, ସାଙ୍ଗରେ ନାହାନ୍ତି କ୍ୟାଟ୍…

ପଞ୍ଜାବ: ବଲିଉଡ ଅଭିନେତା ରଣବୀରର କପୁରଙ୍କ ଆଗାମୀ ଚଳଚ୍ଚିତ୍ର 'ଆନିମଲ୍' ଖୁବ୍ ଶିଘ୍ର ରିଲିଜ୍ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ର ସହିତ ବିକି କୌଶଲଙ୍କ ଆଗାମୀ ଚଳଚ୍ଚିତ୍ର 'ସାମ୍ ବାହାଦୂର' ମଧ୍ୟ ରିଲିଜ୍ ହେବ। ଏହି ଚଳଚ୍ଚିତ୍ର ରିଲିଜ୍ ହେବା ପୂର୍ବରୁ ବିକି ଅମୃତସର ଯାଇ ସ୍ଵର୍ଣ୍ଣ ମନ୍ଦିର…

ସୁବର୍ଣ୍ଣପୁରରେ ଜମୁଛି କଲାସି ଯାତ୍ରା : ତନ୍ତ୍ରମନ୍ତ୍ର ରୀତିନୀତିରେ ମାଆଙ୍କୁ କରାଯାଏ ଆବାହନ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଡବଳା ଗାଁରେ ବଡ ଧୂମଧାମ ସହକାରେ ଚାଲିଛି କଲାସି ଯାତ୍ରା । ସନ୍ଧ୍ୟା ହେଲେ ଶହ ଶହ ଭକ୍ତଙ୍କର ସମାଗମ ହେଉଛି  । ଡବଳାଠାରେ ଚାଲିଥିବା ଏହି  ଯାତ୍ରାର ରହିଛି ଭିନ୍ନ ଆକର୍ଷଣ  । କାର୍ତିକ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିଠାରୁ ଆରମ୍ଭ…

ନୂଆଦିଲ୍ଲୀରେ ଥିବା ଦୂତାବାସକୁ ସ୍ଥାୟୀ ଭାବେ ବନ୍ଦ କରିବାକୁ ଘୋଷଣା କଲା ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଶାସକ ତାଲିବାନ ନିଜର ଅସଲି ରୂପ ଦେଖାଇଛି। ଇସଲାମିକ୍ ରିପବ୍ଲିକ୍ ଅଫ୍ ଆଫଗାନିସ୍ତାନ ନୂଆଦିଲ୍ଲୀରେ ଥିବା ଦୂତାବାସକୁ ସ୍ଥାୟୀ ବନ୍ଦ କରିବାକୁ ଘୋଷଣା କରିଛି। ନୂଆଦିଲ୍ଲୀରେ ଏହାର କୂଟନୈତିକ ମିଶନ ବନ୍ଦ ସମ୍ପର୍କରେ ଏକ ସରକାରୀ ବିବୃତ୍ତି ଜାରି କରି ଆଫଗାନିସ୍ତାନ…

ଜଗା ଦର୍ଶନ ପରେ ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ

ପୁରୀ:ଜଗନ୍ନାଥ ଦର୍ଶନ ପରେ ଜଣେ ହବିଷ୍ୟାଳିଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି । ପବିତ୍ର ପଞ୍ଚୁକରେ ଏପରି ଘଟଣା ହବିଷ୍ୟାଳିଙ୍କ ମୃତ୍ୟୁ ସାରା ଶିବିରରେ ଶୋକର ଛାୟା ଖେଳାଇ ଦେଇଛି । ମିଳିଥିବା ସୂଚନା ଅନୁସାରେ, ମୃତା ହବିଷ୍ୟାଳିଙ୍କ ନାଁ ଫକିର ଧଉଳା । ତାଙ୍କର ଘର ନୟାଗଡ ଜିଲ୍ଲାରେ । ୭୩…