Latest Odisha News

BREAKING NEWS

Yearly Archives

2023

ଅଳିଆ ସଫା କରି କୋଟିପତି ହୋଇଗଲେ ମହିଳା

ସାଧାରଣତଃ କୋଟିପତି ହେବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ଭଲ ଚାକିରି ବା ବ୍ୟବସାୟ କରିବାକୁ ପଡ଼ିଥାଏ । ଏଥିସହ ବହୁତ ପରିଶ୍ରମ ବି କରିବାକୁ ପଡ଼େ । ତଥାପି, କିଛି ଲୋକ ଅଛନ୍ତି, ଯେଉଁମାନେ ଭଲ ଚାକିରି କି ଭଲ ବ୍ୟବସାୟ ନ କରି ବି କୋଟିପତି ହୋଇଥାନ୍ତି । ସେମାନେ ସେମାନଙ୍କର କୌଶଳ ଆଧାରରେ ଧନୀ…

ଦାନ୍ତେୱାଡାରେ ସୁରକ୍ଷାବାହିନୀ ସହ ଏନକାଉଣ୍ଟର, ୩ ମାଓବାଦୀଙ୍କ ଗଡ଼ିଲା ମୁଣ୍ଡ

ରାୟପୁର: ଛତିଶଗଡର ଦାନ୍ତେଓ୍ଵାଡା ଜିଲ୍ଲାର ଏକ ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳି ବିନିମୟ ବେଳେ ବସ୍ତର ଯୋଦ୍ଧା ଏବଂ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି)ର ଯବାନଙ୍କ ଏକ ମିଳିତ ଟିମ୍ ନିୟୋଜିତ ହୋଇଥିଲେ। ମିଳିତ ଟିମ୍ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚଳାଇଥିବା ବେଳେ ଏକ ଏନକାଉଣ୍ଟର…

ପରୀକ୍ଷାରେ ଶିକ୍ଷକ ଖାତା ନେଇଯିବାରୁ ମାମଲା ଦାୟର କଲେ ଛାତ୍ର

ଦକ୍ଷିଣ କୋରିଆ: ପରୀକ୍ଷା କେନ୍ଦ୍ରରେ ଶିକ୍ଷକ ଖାତା ନେଇଯିବାରୁ ମାମଲା ଦାୟର କଲେ ଛାତ୍ର । କେବଳ ସେତିକି ନୁହେଁ ଲକ୍ଷ ଲକ୍ଷ ଟଙ୍କା କ୍ଷତିପୂରଣ ବି ଦାବି କରିଛନ୍ତି । କେବଳ ବିଦ୍ୟାଳୟ କିମ୍ବା କଲେଜ ସ୍ତରୀୟ ଶିକ୍ଷାର ମୂଲ୍ୟାଙ୍କନ ପାଇଁ ନୁହେଁ ବରଂ ଚାକିରି ପାଇଁ ମଧ୍ୟ କରାଯାଏ । ପରୀକ୍ଷା…

କଲେଜରେ ହିନ୍ଦୁ ଭାବନାକୁ ଅପମାନ ଅଭିଯୋଗ, ଓଡ଼ିଶା ସରକାରକୁ ଭିଏଚପିର କଡ଼ା ସମାଲୋଚନା

ଭଦ୍ରକ: ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଏକ ସରକାରୀ କଲେଜରେ ପରିବେଷିତ ନାଟକକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ଭଦ୍ରକ ଜିଲ୍ଲା ଅଗରପଡ଼ା ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଯୁବ ଓଡ଼ିଶା, ନବୀନ ଓଡ଼ିଶା' କାର୍ଯ୍ୟକ୍ରମ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ନାଟକ ଅନୁଷ୍ଠିତ…

‘ରୁମ ହିଟର’ ନେଲା ପୂରା ପରିବାରର ଜୀବନ

ରାଜସ୍ଥାନ: ‘ରୁମ ହିଟର’ ନେଲା ପୂରା ପରିବାରର ଜୀବନ । ରାଜସ୍ଥାନର ଅଲୱରରେ ରୁମ୍ ହିଟର ପାଇଁ ଏକ ପରିବାର ୩ଜଣକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବାପ ଓ ଝିଅ ରୁମ ଭିତରେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ବେଳେ ଡାକ୍ତରଖାନାରେ ମହିଳାଙ୍କ ମୃତ୍ୟୁ ହୋଇଛି । ରାଜସ୍ଥାନର ଶେଖପୁର ପୁଲିସ ଷ୍ଟେସନ…

ବୃନ୍ଦାବନରେ ଅଘଟଣ, ପ୍ରବଳ ଭିଡ଼ ଯୋଗୁ ୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ମଥୁରା: ବୃନ୍ଦାବନର ପ୍ରସିଦ୍ଧ କୃଷ୍ଣ ମନ୍ଦିର ବାଙ୍କେ ବିହାରୀ ମନ୍ଦିରରେ ଅଘଟଣ । ଦର୍ଶନ କରିବାକୁ ଯାଇଥିବା ୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଏହି ମହିଳାମାନେ ବାଙ୍କେ ବିହାରୀଙ୍କ ଦର୍ଶନ ପାଇଁ ଧାଡ଼ିରେ ଠିଆ ହୋଇଥିଲେ । ପ୍ରବଳ ଭିଡ଼ ହେବାରୁ ଅଣନିଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ହୋଇଥିବା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସ୍କନ୍ଦ ପୁରାଣରେ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ସତ୍ୟ ଯୁଗରୁ ପ୍ରତିଷ୍ଠା ଲାଭ କରିଥିଲେ। ଏହାର ସମସ୍ତ ପ୍ରମାଣ ସ୍କନ୍ଦ ପୂରଣରେ ଦେଖିବାକୁ ମିଳେ । ଯଦି ଆମେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଶ୍ରୀଜଗନ୍ନାଥଙ୍କ ପ୍ରଥମ…

ଜାନୁଆରିରେ ସୁନ୍ଦରଗଡ଼ ଆସିବେ ଖଡ଼ଗେ,ରାହୁଲ ଓ ପ୍ରିୟଙ୍କା

ସୁନ୍ଦରଗଡ଼: ଆସନ୍ତା ଜାନୁଆରି ମାସରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ସୁନ୍ଦରଗଡ଼ ଆସିବେ । ଆଜି ସୁନ୍ଦରଗଡ଼ ଗସ୍ତରେ ଆସିଥିବା ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ନିକଟରେ ନୂଆଦିଲ୍ଲୀରେ ଓଡିଶା…

ପଦ୍ମପୁର ରେଞ୍ଜରେ ଗାଈକୁ ମାରି ଖାଇଲା ମହାବଳ ବାଘ, ଆତଙ୍କିତ ଲୋକେ

ରାୟଗଡ଼ା: ପୁଣି ରାୟଗଡାରେ ଆତଙ୍କ ଖେଳେଇଲା ମହାବଳ ବାଘ । ଜିଲ୍ଲାର ପଦ୍ମପୁର ରେଞ୍ଜ ର ଆମ୍ବଖୁଲା ଗ୍ରାମ ନିକଟରେ ଆଜି ଏକ ଗାଈକୁ ଘୋଷାଡି ଖାଇଛି ବାଘ କିନ୍ତୁ ବାଘକୁ ବର୍ତ୍ତମାନ ସୁଦ୍ଧା କାବୁ କରିବାରେ ଅସଫଳ ରହିଛି ବନ ବିଭାଗ । ସୂଚନା ମୁତାବକ, ଆମ୍ବଖୁଲା ଗ୍ରାମର ଜଣଙ୍କ ଗାଈ ଆଜି ସକାଳୁ…

ଟେଷ୍ଟରେ କେଏଲ ରାହୁଲ ୱିକେଟ କିପିଂ କରିବେ

ସେଂଚୁରିଆନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ଡିସେମ୍ବର ୨୬ରୁ ଖେଳାଯିବ । ମୁକାବିଲା ପୂର୍ବରୁ କେଏଲ ରାହୁଲ ୱିକେଟ କିପିଂ କରିବେ ବୋଲି କୋଚ ରାହୁଲ ଡ୍ରାଭିଡ ସ୍ପଷ୍ଟ କରିଛନ୍ତି । ଏଠାକାର ପିଚରେ ବଲ ବେଶୀ ଟର୍ଣ୍ଣ କରୁ ନ ଥିବାରୁ ରାହୁଲଙ୍କୁ ବିଶେଷ ଅସୁିବିଧା ହେବ…