Latest Odisha News
Yearly Archives

2023

ପୂର୍ବତନ ରାଜ୍ୟପାଳ ଏମ୍ଏମ୍ ରାଜେନ୍ଦ୍ରନଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌ଏମ୍ ରାଜେନ୍ଦ୍ରନଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ଚେନ୍ନାଇର ଆପୋଲ ସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ସ୍ୱର୍ଗତଃ ରାଜେନ୍ଦ୍ରନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା…

୪୦ ଦିନରେ ୧୯ ହଜାର କିମି ଯାତ୍ରା, ୧୮ଟି ଦେଶକୁ ପାର୍ କରି ସୁଦୁର କାନାଡାରୁ ଭାରତରେ ପହଞ୍ଚିଲେ ଯୁବକ

ପଞ୍ଜାବ: ମନରେ ଯୋଶ୍ ଆଉ କିଛି କରି ଦେଖେଇବାର ଆଶା ପ୍ରତ୍ୟକ ମଣିଷକୁ ଏକ ଅସାଧାରଣ ଦୁନିଆକୁ ଟାଣିନେଇଥାଏ । ସେହି ଯୁଦ୍ଧରେ ସେ କେବେ ହାରିନଥାଏ । ଜିତିବାର ଇଚ୍ଛା ତାକୁ ପାର କରିଦିଏ ସାତ ସିନ୍ଧୁ ତେର ନଇ । ଆଜି ଆମେ ଆପଣଙ୍କୁ ଜଣେ ଏଭଳି ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ ୪୦ଦିନରେ ୧୯,୦୦୦…

ସ୍ଥାୟୀ ନିଯୁକ୍ତି ଦାବୀରେ ଆର.ବି.ଏସ.କେ ଆୟୁଷ ଡାକ୍ତରଙ୍କ ଚେତାବନୀ, ଦାବୀ ପୁରଣ ନହେଲେ ସମୂହ ଛୁଟିରେ ଯିବାକୁ ସଂଘର…

ଭୁବନେଶ୍ବର: ବାରମ୍ବାର ପ୍ରତିଶୃତି, ଆଲୋଚନା ପାଇଁ ସମୟ ଧାର୍ଯ୍ୟ, ତା ପରେ ପୁଣି ବାତିଲ । ସାମୂହ ଛୁଟିରେ ଯିବାକୁ ଆର.ବି.ଏସ.କେ ଆୟୁଷ ଡାକ୍ତରଙ୍କ ଚେତାବନୀ । ଜାତୀୟ ସ୍ବାସ୍ଥ୍ୟ ମିଶନ ଭଳି କେନ୍ଦ୍ରୀୟ ଯୋଜନା ଭିତ୍ତିକ ନିଯୁକ୍ତି ଯୋଗୁଁ ବର୍ଷ ବର୍ଷ ଧରି ଜଟିଳ ଓ ସମ୍ବେଦନଶୀଳ ସେବା ବିଶେଷ…

ପରଲୋକରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ରନ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ରନଙ୍କର ଶନିବାର ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କିଛି ଦିନ ହେଲେ ଚେନ୍ନାଇ ଆପୋଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏମ ଏମ ରାଜେନ୍ଦ୍ରନ ୧୯୫୭ ବ୍ୟାଚ ଆଇଏଏସ ଟପ୍ପର ଥିଲେ ଏବଂ ପରେ ତାମିଲନାଡୁର ମୁଖ୍ୟ ଶାସନ…

ଅଭୁଲା ୨୦୨୩: ଡିଗିକୁ ନୂତନ ଜିଲ୍ଲା କରିଥିଲେ ଅଶୋକ ଗେହେଲୋଟ୍, ତଥାପି ମିଳିଲାନି ଜନତାଙ୍କ ସାଥ୍

ରାଜସ୍ଥାନ: ଅଗଷ୍ଟ ୨୦୨୩ ରାଜସ୍ଥାନରେ କଂଗ୍ରେସ କ୍ଷମତାରେ ଥିଲା ଏବଂ ଅଶୋକ ଗେହଲୋଟ୍ ମୁଖ୍ୟମନ୍ତ୍ରୀ ଥିଲେ। ଏହି ସମୟରେ ସେ ରାଜ୍ୟର ୧୯ ଟି ନୂତନ ଜିଲ୍ଲା ଘୋଷଣା କରିଥିଲେ। ସେହିପରି ଡିଗିକୁ ମଧ୍ୟ ଭରତପୁରରୁ ଅଲଗା କରାଯାଇ ଏକ ନୂତନ ଜିଲ୍ଲା କରାଯାଇଥିଲା । ଡିଗିକୁ ଜିଲ୍ଲାର ମାନ୍ୟତା…

ନିରାକାରପୁରରେ ରହଣି କରିବ ପ୍ରଶାନ୍ତି ଏକ୍ସପ୍ରେସ

ଭୁବନେଶ୍ବର : ଯାତ୍ରୀଙ୍କ ସୁବିଧା ପାଇଁ ଏଣିକି ନିରାକାରପୁରଠାରେ ରହଣି କରିବ ପ୍ରଶାନ୍ତି ଏକ୍ସପ୍ରେସ୍ । ୧୮୪୬୩/୧୮୪୬୪ ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସର ରହଣି ପାଇଁ ରେଳ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବେଙ୍ଗାଲୁରୁରୁ ଡିସେମ୍ବର ୨୯ ତାରିଖରେ ଛାଡି…

ବାହା ହେଲେ ‘ଇସ୍‌ ପ୍ୟାର୍‌ କୋ କ୍ୟାୟ ନାମ ଦୁଁ ’ ଅଭିନେତ୍ରୀ

ମୁମ୍ବାଇ: ଇସ୍କବାଜ୍ ସିରିଏଲରେ ଗୌରୀ ଭୂମିକା ନିଭାଇଥିବା ଶ୍ରୀନୁ ପାରିଖଙ୍କୁ ଆପଣମାନେ ଖୁବ୍ ଭଲ ରେ ଜାଣିଥିବେ । ଟେଲିଭିଜନ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ସେ ହେଉଛନ୍ତି ଅନ୍ୟତମ। ଡିସେମ୍ବର ୨୧ ତାରିଖରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୀର୍ଘ ଦିନର…

କଳିଙ୍ଗ ହସ୍ପିଟାଲ୍ ସମ୍ପ୍ରସାରଣ ଅନାବରଣ ଉତ୍ସବ: ଉଲ୍ଲେଖନୀୟ ରୋଗୀ ସେବା ପ୍ରତି ପ୍ରତିବଦ୍ଧତା

ଭୁବନେଶ୍ୱର: ରୋଗୀ ସେବାରେ ଉତ୍କର୍ଷତା ପ୍ରଦାନ ପାଇଁ ଉତ୍ସର୍ଗୀକୃତ ଓଡ଼ିଶାର ଅଗ୍ରଣୀ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ କଳିଙ୍ଗ ହସ୍ପିଟାଲ ଲିମିଟେଡ୍, ଭୁବନେଶ୍ୱର ପକ୍ଷରୁ ହସ୍ପିଟାଲର ସମ୍ପ୍ରସାରଣ ଅନାବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାର ଅତ୍ୟାଧୁନିକ ସୁବିଧାଗୁଡ଼ିକର ଉନ୍ମୋଚନ ଏବଂ…

ଫେରିଲା କରୋନା, ଫେରିଲା ମାସ୍କ : ରାଜ୍ୟରେ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ

ଭୁବନେଶ୍ବର : କରୋନା କଡ ଲେଉଟାଇବା ପରେ ତତ୍ପର ହେଲା ସ୍ବାସ୍ଥ୍ୟ ବିଭାଗ  । ଆଜି ରାଜ୍ୟରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତତ୍ପରତା ପ୍ରକାଶ ପାଇଛି । କରୋନା ପାଇଁ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ବୟସ୍କ ଓ ବହୁବିଧ…

ଘର ଛାଡିବାକୁ କହିବାରୁ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ନିର୍ମାମ ହତ୍ୟା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ଗାଁ ଶଅର ସାହିରେ ହତ୍ୟା । ଘର ଛାଡିବାକୁ କହିବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା କଲା ମଦ୍ୟପ ଯୁବକ । ମୃତକ ଜଣଙ୍କ ହେଉଛନ୍ତି ବାଉଁଶପାଳ ଶଅରସାହିର ରୋହିତ ପ୍ରଧାନ । ସୂଚନା ଅନୁସାରେ, ରୋହିତ ଆଜକୁ ବର୍ଷେ ତଳେ…