ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ବାର, ବିନା ବାଧାରେ ଏକାକାର ହେଉଛନ୍ତି ମହାପ୍ରଭୁ ଓ ଭକ୍ତ
ପୁରୀ: ଦୀର୍ଘଦିନର ଅପେକ୍ଷାର ଘଟିଲା ଅନ୍ତ । ଖୋଲିଲା ମହାପ୍ରଭୁଙ୍କ ଚାରି ଦ୍ବାର । ସକାଳ ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିରରପୂର୍ବ ଦ୍ବାର(ସିଂହଦ୍ବାର),ଦକ୍ଷିଣ ଦ୍ବାର( ଅଶ୍ବଦ୍ବାର), ପଶ୍ଚିମ ଦ୍ବାର(ବ୍ୟାଘ୍ରଦ୍ବାର) ଏବଂ ଉତ୍ତର ଦ୍ବାର(ହସ୍ତିଦ୍ବାର) ଖୋଲିଛି । କାଲି ବିଜେପି ସରକାରର ପ୍ରଥମ…