Latest Odisha News

BREAKING NEWS

Yearly Archives

2024

ଘୁଷୁରୀ କିଡନୀ ଲଗାଇବାର ୨ ମାସ ପରେ ରୋଗୀଙ୍କ ଘଟିଲା ମୃତ୍ୟୁ

ୱାଶିଂଟନ: ଆନୁବଂଶିକ ରୂପରେ ସଂଶୋଧିତ ଘୁଷୁରୀରେ କିଡନୀ ୨ ମାସ ତଳେ ଜଣେ ଅସୁସ୍ଥ ରୋଗୀଙ୍କ ଶରୀରରେ ଲଗା ଯାଇଥିଲା । ଅପରେଶନ ସଫଳ ହୋଇଥିଲା ଏବଂ ଚିକିତ୍ସା ଦୁନିଆରେ ଏହା ନୂତନ ଅଧ୍ୟାୟ ଯୋଡିବ ବୋଲି ଆଶା କରାଯାଇଥିଲା । ତେବେ ସବୁ କିଛି ଠିକଠାକ ଥିବା ସତ୍ୱେ ସମ୍ପୃକ୍ତ ରୋଗୀଜଣଙ୍କ ୨ ମାସ…

ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ  

ସୁନ୍ଦରଗଡ଼: ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ  । ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି । ଦଳ ବିରୋଧି କାର୍ଯ୍ୟ ପାଇଁ ବହିଷ୍କାର କଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ…

ନିର୍ବାଚନର ମାହୋଲ ଭିତରେ ଦିଲ୍ଲୀକୁ ଘାରିଛି ବୋମା ଭୟ, ପ୍ରଥମେ ବିଦ୍ୟାଳୟ ଏବେ ଡାକ୍ତରଖାନା

ନୂଆଦିଲ୍ଲୀ: ନିର୍ବାଚନର ମାହୋଲ ଭିତରେ ଦିଲ୍ଲୀକୁ ଘାରିଛି ବୋମା ଭୟ । କିଛି ଦିନ ତଳେ ଦିଲ୍ଲୀ କେତେକ ସ୍କୁଲକୁ ବୋମାରେ ଉଡେଇଦେବାର ଧମକ ମିଳିଥିବା ବେଳେ ବର୍ତ୍ତମାନ ଦିଲ୍ଲୀର ୨ଟି ବଡ ହସ୍ପିଟାଲକୁ ମିଳିଛି ବୋମାରେ ଉଡେଇ ଦେବାର ଧମକ । ଦିଲ୍ଲୀର ବୁରାଡୀ ସରକାରୀ ଡାକ୍ତରଖାନା ଏବଂ…

ଟି୨୦ ବିଶ୍ୱକପ: ରୋହିତ, ହାର୍ଦ୍ଦିକଙ୍କ ଫର୍ମ ସାଜିଛି ଚିନ୍ତାର କାରଣ

ମୁମ୍ବାଇ: ଟି୨୦ ବିଶ୍ୱକପ କ୍ରିକେଟ ଆରମ୍ଭ ହେବାକୁ ଆଉ ହାତ ଗଣତି ଦିନ ବାକି ରହିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା ହୋଇ ସାରିଛି । ଆଇପିଏଲ ଆରମ୍ଭରେ ରୋହିତ ଭଲ ଫର୍ମରେ ଥିବା ବେଳେ ଶେଷ ଆଡକୁ ତାଙ୍କ ପ୍ରଦର୍ଶନ ଟିମ ମ୍ୟାନେଜମେଂଟର ଚିନ୍ତାର କାରଣ ସାଜିଛି । ସେ ୧୩ଟି…

‘ମୁଖ୍ୟମନ୍ତ୍ରୀଙ୍କୁ କଣ୍ଢେଇ ଭଳି ନଚାଉଛନ୍ତି’; ବୈଜୟନ୍ତ ପଣ୍ଡା

ଭୁବନେଶ୍ବର: ‘ମୁଖ୍ୟମନ୍ତ୍ରୀଙ୍କୁ କଣ୍ଢେଇ ଭଳି ନଚାଉଛନ୍ତି’, ‘ଏଆଇ ଭିଡିଓ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ଭିଡିଓ ଭିତରେ ଆକାଶ ପାତାଳ ଫରକ’ । ଏଭଳି କିଛି ନିଜର ଏକ୍ସ ଆକାଉଣ୍ଟରେ ରାଜ୍ୟବାସୀଙ୍କ ଆଗରେ ଅପିଲ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଲୋକସଭା…

କେଜ୍ରିୱାଲଙ୍କ ୧୦ ଗ୍ୟାରେଣ୍ଟି, କ୍ଷମତାକୁ ଆସିଲେ ମିଳିବ ମାଗଣା ବିଜୁଳି

ନୂଆଦିଲ୍ଲୀ: ଜେଲରୁ ବାହାରିବା ପରେ ଦେଶବାସୀଙ୍କୁ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ୧୦ ଗ୍ୟାରେଣ୍ଟି । ଦେଶବାସୀଙ୍କୁ ମାଗଣା ବିଜୁଳି ସହ ଉତ୍ତମ ଶିକ୍ଷା-ସ୍ବାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ ଦେଲେ ପ୍ରତିଶୃତି । କେଜ୍ରିୱାଲ କହିଛନ୍ତି ଯେ, କେଜ୍ରିୱାଲଙ୍କ ଗ୍ୟାରେଣ୍ଟି ଏକ ବ୍ରାଣ୍ଡ।…

ଭାରସାମ୍ୟ ହରାଇ ଓଲଟିଲା କାର:୨ ମୃତ

ଗଞ୍ଜାମ:ଭାରସାମ୍ୟ ହରାଇ ଓଲଟିଲା କାର । ଗଞ୍ଜାମ ଜିଲ୍ଲା ମୁଜାଗଡ଼ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣଙ୍କର ମୃର୍ତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ୨ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ ଚାରି ଜଣ ସାଙ୍ଗ…

ଆସନ୍ତା ୧୫ ତାରିଖରେ ଓଡିଶା ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିଛି କଂଗ୍ରେସ। ଭୋଟର ମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଯୋଜନା ଚଲାଇଛି କଂଗ୍ରେସ ।ଏହି ଅବସରରେ ପୁଣି ଥରେ  ଓଡିଶା ଆସିବେ ରାହୁଲ ଗାନ୍ଧି । ଆସନ୍ତା ୧୫ ତାରିଖରେ ବଲାଙ୍ଗିର ଆସିବେ ରାହୁଲ ।…

ଗର୍ଜିଲେ ମୋଦୀ, ପଶ୍ଚିମବଙ୍ଗରେ ଦେଲେ ୫ ଗ୍ୟାରେଣ୍ଟି

କୋଲକାତା: ପଶ୍ଚିମବଙ୍ଗର ବାରାକପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ତୃଣମୁଳ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ପ୍ରଧାନମନ୍ତ୍ରୀ ୫ଟି ଗ୍ୟାରେଣ୍ଟି ଦେଇଛନ୍ତି। ମୋଦୀ କହିଛନ୍ତି ଯେ, ସେମାନେ ସିଏଏ ଆଇନକୁ ରଦ୍ଦ କରିବା କଥା…

ଆସନ୍ତା ୧୪ ତାରିଖରେ ଓଡ଼ିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ବିଶ୍ୱ ଶର୍ମା

ଭୁବନେଶ୍ୱର: ବିଜେପି ଫୋକସରେ ଓଡିଶା । ନିର୍ବାଚନ ପାଇଁ ଘନ ଘନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ହେଭିଓ୍ବେଟ ନେତା । ଓଡିଶାରେ ଜନସାଧାରଣଙ୍କୁ ଭୋଟ ଭିକ୍ଷା କରିବେ କେନ୍ଦ୍ରୀୟ ନେତା । ଏହାରି ଭିତରେ ଓଡିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମା । ନିର୍ବାଚନ ପ୍ରଚାରକୁ…