Latest Odisha News

BREAKING NEWS

Yearly Archives

2024

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପରମ ମୁକ୍ତି କ୍ଷେତ୍ର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ନାମର ମାହାତ୍ମ୍ୟ ଯେତିକି, ସେତିକି ମହୀୟାନ ଏହି କ୍ଷେତ୍ର। ତେଣୁ ଏ କ୍ଷେତ୍ରର ନାମ ମଧ୍ୟ ପୁରୁଷୋତ୍ତମ କ୍ଷେତ୍ର । କେବଳ ସାଧୁ, ସନ୍ଥ, ଯୋଗୀ, ମୁନି, ବୈରାଗୀ ଅବା…

ମସ୍କୋ ଆତଙ୍କବାଦୀ ଆକ୍ରମଣରେ ଘଟଣା, ବଢୁଛି ମୃତ୍ୟୁ ସଂଖ୍ୟା, ସେପଟେ ନିଜକୁ ଦାୟୀ କଲା ଆଇଏସଆଇ

ନୂଆଦିଲ୍ଲୀ: ଋଷିଆ ରାଜଧାନୀ ମସ୍କୋ ସହରରେ ବଡ ଧରଣର ଆତଙ୍କୀ ହାମଲା । ବେଳକୁ ବେଳ ବଢୁଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ପର୍ଯ୍ୟନ୍ତ ୭୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଅନୁମାନ କରାଯାଉଛି । ସେପଟେ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି ଆତଙ୍କୀ…

କାହିଁକି ହେଲାନି ବିଜେଡି-ବିଜେପି ମେଣ୍ଟ?

ଭୁବନେଶ୍ୱର: ବିଜେଡି-ବିଜେପି ମେଣ୍ଟ ଆଲୋଚନା ଫେଲ୍ । କାହିଁକି ହେଲାନି ମେଣ୍ଟ ? ଶଙ୍ଖ-ପଦ୍ମ ଏକାଠି ନହେବା ପଛରେ କାରଣ କଣ ? ମେଣ୍ଟ ହଁକୁ ନା କରିବା ପଛରେ କିଏ ? ଏକାଠି ନୁହେଁ ଏକା ଏକା ଚବିଶ ନିର୍ବାଚନ ଲଢିବେ ବିଜେଡି ଓ ବିଜେପି । ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଲଗାଇଛନ୍ତି ରାଜ୍ୟ…

ଅସଦାଚରଣ ଅଭିଯୋଗରେ ମାଲକାନଗିରି ସ୍କୁଲର ପ୍ରଧାନ ଶିକ୍ଷକ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏମଭି୭୯ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପାଢ଼ୀଙ୍କୁ ପୁଲିସ ଗିରଫ କରିଛି। ଜଣେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ଅଭିଯୋଗ ଆସିବା ପରେ ଏହି ଗିରଫଦାରୀ ହୋଇଛି। ଛାତ୍ରୀ ଜଣଙ୍କ ଅଭିଯୋଗ କରିବା ପରେ ପ୍ରଶାନ୍ତ ପାଢ଼ୀଙ୍କ ବିରୋଧରେ…

ଈଶା ଫାଉଣ୍ଡେସନରୁ ୨୦୧୬ରୁ ୬ ନିଖୋଜ, ମାଡ୍ରାସ ହାଇକୋର୍ଟଙ୍କୁ ଜଣାଇଲା ତାମିଲନାଡୁ ପୋଲିସ

ଚେନ୍ନାଇ: ତାମିଲନାଡୁ ପୋଲିସର ସୂଚନା ଅନୁଯାୟୀ, ୨୦୧୬ ମସିହାରୁ କୋଏମ୍ବାଟୁରସ୍ଥିତ ସଦଗୁରୁ ଜଗୀ ବାସୁଦେବଙ୍କ ଈଶା ଫାଉଣ୍ଡେସନରୁ ୬ ଜଣ ନିଖୋଜ ଅଛନ୍ତି। ପୁଲିସ ଏ ନେଇ ମାଡ୍ରାସ ହାଇକୋର୍ଟକୁ ସୂଚନା ଦେଇଛି। ମସ୍ତିଷ୍କ ଅସ୍ତ୍ରୋପଚାର ପରେ ବିଶ୍ରାମ ନେଉଥିବା ସଦଗୁରୁଙ୍କ ଠାରୁ କିମ୍ବା…

‘ଜେଲରୁ ସରକାର ଚଳାଇବି, ବାପା ମାଙ୍କ ପାଖରେ ବସି କଥା ହେଉଥିବା ବେଳେ ଇଡି ଗିରଫ କରିଛି’

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜିଲ୍ଲା ଅଦାଲତ ୬ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତକୁ ପଠାଇ ଦେଇଛନ୍ତି। ଏହା ସତ୍ତ୍ୱେ କେଜ୍ରିୱାଲ ନିଜ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି ଏବଂ ଜେଲରୁ ସରକାର ଚଳାଇବାକୁ ପ୍ରସ୍ତୁତ ଅଛନ୍ତି…

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ଦିଲ୍ଲୀପ ରାୟ ନିର୍ବାଚନ ଲଢିବାକୁ କୋର୍ଟରେ କଲେ ଆବେଦନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ନିର୍ବାଚନ ଲଢିବାକୁ ଇଚ୍ଛା ରଖିଛନ୍ତି। କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଉପରେ ନିର୍ବାଚନ ନଲଢିବା ଉପରେ ରୋକ୍ ଲାଗିଛି। ଏହାପରେ ଦିଲ୍ଲୀ ହାଇକୋର୍ଟରେ ନିର୍ବାଚନ ଲଢିବା ପାଇଁ ଏକ ଆବେଦନ କରିଛନ୍ତି। ୧୯୯୯…

ଦିଲ୍ଲୀ ଅବକାରୀ ଦୁର୍ନୀତିରେ କେଜ୍ରିଓ୍ବାଲ ‘କିଙ୍ଗପିନ୍’, ୬ ଦିନିଆ ହେପାଜତରେ ନେଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ୬ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ ହେପାଜତରେ ନେଇଛି। ନିମ୍ନ ଅଦାଲତଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ମଦ ନୀତି ସହ ଜଡିତ ଏକ ମନି ଲଣ୍ଡରିଂ ମାମଲା ସହିତ ଜଡିତ। ଗୁରୁବାର…

ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ, କେଉଁ ନାରାରେ ମୈଦାନକୁ ଓହ୍ଲାଇବେ ଦୁଇ ଦଳ?

ଭୁବନେଶ୍ୱର: ମାସ ଆରମ୍ଭରୁ ରାଜ୍ୟରେ ବିଜେଡି ଓ ବିଜେପି ମେଣ୍ଟ ଚର୍ଚ୍ଚା ଚାଲିଥିଲା। ଏବେ କିନ୍ତୁ ମାସ ଶେଷ ହେବାର ସପ୍ତାହକ ପୂର୍ବରୁ ମେଣ୍ଟ ଚର୍ଚ୍ଚାରେ ବିରାମ ଲାଗିଛି। ତେଣୁ ଆସନ୍ତାକାଲିଠୁ ନିର୍ବାଚନ ବେଳେ ଯେଉଁଭଳି ଭାବେ ପ୍ରଚାର ସରଗରମ ହୁଏ ସେହିଭଳି ଓଡ଼ିଶାରେ ଦେଖିବାକୁ ମିିଳିବ।…

ନିର୍ବାଚନ ବେଳେ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ଖବର ସେୟାର କଲେ ତ୍ରାହି ନାହିଁ, ଗଠନ ହେଲା ସ୍ବତନ୍ତ୍ର ଟିମ୍

ଭୁବନେଶ୍ୱର: ଲୋକସଭା ନିର୍ବାଚନ ସମୟରେ ସୋଶିଆଲ ମିଡିଆରେ ଭୁଲ ତଥ୍ୟ ସେୟାର ହେବା ନେଇ ନିର୍ବାଚନ କମିଶନଙ୍କ ଚେତାବନୀର ଜବାବରେ ଓଡ଼ିଶା ପୁଲିସ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ନଜର ରଖିବା ପାଇଁ ଏକ ସ୍ୱତନ୍ତ୍ର ୟୁନିଟ୍ ଗଠନ କରିଛି। କ୍ରାଇମବ୍ରାଞ୍ଚର ଆଇଜି ଶେଫିନ ଅହମ୍ମଦଙ୍କୁ ଏହି…