Latest Odisha News

BREAKING NEWS

Yearly Archives

2024

ଖୋଲିଲା ପୁଟସିଲ ଇକୋ ରିଟ୍ରଟ୍, ଆକୃଷ୍ଟ ହେବେ ବିଦେଶୀ ପର୍ଯ୍ୟଟକ

ଜୟପୁର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କୋରାପୁଟ ଜିଲ୍ଲା । ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଞ୍ଚାୟତର ପୁଟସିଲ ଓ ଫୁଲବନ୍ଧ ମଧ୍ୟରେ ଥିବା ପର୍ବତ ଗିର୍ଲିମାଳୀ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଓଡ଼ିଶା ସରକାର ଗତ କିଛି ବର୍ଷ ପୂର୍ବେ ଏହାକୁ ପର୍ଯ୍ୟଟନସ୍ଥଳୀର…

୪୦ ଟଙ୍କା ପାର ହେଲା ଆଳୁ; ଟ୍ୱିନ୍‌ ସିଟିରେ ଯୋଗାଣ ବିଭାଗର ଚଢ଼ାଉ

ଭୁବନେଶ୍ବର: ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁ ଦେବାକୁ ମନା କରିଦେବାପରେ ଏବେଠୁ ରାଜ୍ୟରେ ପୁଣି ଆଳୁ ଚଢା ଦରରେ ବିକ୍ରି ହେବା ଆରମ୍ଭ ହୋଇଯାଇଛି । ୪୦ ଟଙ୍କା ଆଳୁ ଦର ଟପିବା ନେଇ ଅଭିଯୋଗ ହେବା ପରେ କଟକ-ଭୁବନେଶ୍ୱରରେ ଅନେକ ସ୍ଥାନରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ତେବେ…

ହ୍ବାଇଟ ହାଉସ ଛାଡିବା ପୂର୍ବରୁ ପୁଅକୁ କ୍ଷମା ଦେଲେ ବାଇଡେନ

ୱାଶିଂଟନ୍: ହ୍ବାଇଟ ହାଉସ ଛାଡିବା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ପୁଅ ହଣ୍ଟର୍ ବାଇଡେନଙ୍କୁ ଆଇନଗତ ଭାବେ କ୍ଷମା ପ୍ରଦାନ କରିଛନ୍ତି। ନିକଟରେ ତାଙ୍କୁ ବନ୍ଧୁକ ଅପରାଧ ଏବଂ ଟିକସ ସମ୍ବନ୍ଧୀୟ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏନେଇ ରାଷ୍ଟ୍ରପତି ଏକ ବିବୃତ୍ତିରେ…

୮ଘଣ୍ଟାର ନିଦ ଠାରୁ ପାଓ୍ବାରଫୁଲ ୧୦ ମନିଟର ‘ପାଓ୍ବାର ନାପ୍’

ନୂଆଦିଲ୍ଲୀ: ସକାଳୁ କ୍ରମାଗତ ଭାବେ କାମ କରିବା ମଧ୍ୟରେ ଯଦି କିଛି ସମୟ ପାଇଁ ଆରମ କରିବାକୁ ମଳିଯାଏ ତେବେ କେତେ ଭଲ ହୁଅନ୍ତା । କିନ୍ତୁ ଏହା ସମସ୍ଥଙ୍କ ଭାଗ୍ଯରେ ନଥାଏ । ଜାଣନ୍ତି କି ସକାଳୁ ବ୍ୟସ୍ତମୟ ଜୀବନର ଥକାକୁ ହଟାଇବା ଲାଗି ପାଓ୍ବାର ନାପ୍ କେତେ ଲାଭଦାୟକ । ଏହା ଶରୀରକୁ ତାଜା…

ଏପଟେ ଶଙ୍ଖ ଛାଡିଲେ, ସେପଟେ ପଦ୍ମ ଧରିଲେ ରଘୁପତି

ବଡମ୍ବା: ବଡମ୍ବାରେ ବିଜେଡି ଗଡକୁ ମିଳିଛି ବଡ ଝଟକା । ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ବଡମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି । ସକାଳୁ ସକାଳୁ ଶଙ୍ଖ ଦଳ ଛାଡିଥିଲେ ରଘୁପତି । ଆଉ ଘଣ୍ଟାଏ ନବିତୁଣୁ ନିଜର ପଟୁଆର ସହ ପଦ୍ମ ହାତରେ ହାତ ମିଶାଇଛନ୍ତି । ବଡ଼ମ୍ବା…

୩ ବର୍ଷରେ ଲୁଟିନେଲେଣି ୧୨୫ କୋଟି ଟଙ୍କା

ଭୁବନେଶ୍ବର: ୩ ବର୍ଷରେ ଲୁଟିଲେଣି ୧୨୫ କୋଟି । ମାତ୍ର ୨ କୋଟି ୫୨ ଲକ୍ଷ ଟଙ୍କା ଫେରିପାଇଛନ୍ତି ଲୋକେ । ଏବେ ସାଇବର ଲୁଟେରାଙ୍କ ପାଦୁର୍ଭାବ ବଢିଥିବା ବେଳେ ଏନେଇ ଗୃହରେ କିଛି ଚମକାଇଲା ଭଳି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାଇବର ସୁରକ୍ଷା ନେଇ ବିଜେଡି ବିଧାୟକ…

ଆକ୍ସନରେ ରାଜ୍ୟ ସରକାର: ଛୁଟିରେ ଥିବା ୧୯୬ ଡାକ୍ତରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଏଣିକି ଛୁଟିରେ ଥିବା ଡାକ୍ତରଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ। ବର୍ତ୍ତମାନ ଆକ୍ସନ ମୋଡରେ ରାଜ୍ୟ ସରକାର। ୧୯୬ ଡାକ୍ତରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଦୀର୍ଘ ଦିନ ଛୁଟିରେ ଥିବାରୁ ଏହିସବୁ ଡାକ୍ତରଙ୍କୁ…

ପନ୍ନୁନ୍ ଧମକ ନେଇ ଗୁଗୁଲକୁ ଚିଠି: ତଥ୍ୟ ମାଗିଲା ଏସଟିଏଫ

ଭୁବନେଶ୍ବର: ଓଡିଆ ସାମ୍ବାଦିକଙ୍କୁ ଖଲିସ୍ତାନୀ ଉଗ୍ରବାଦୀ ପନ୍ନୁନର ଧମକପୂର୍ଣ୍ଣ ମେସେଜକୁ ନେଇ ଏବେ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । ଏନେଇ ଅଧିକ ତଥ୍ୟ ପାଇଁ ଆଜି ଗୁଗୁଲକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ ଏସଟିଏଫ । କେଉଁ ଆଇପି ଆଡ୍ରେସରୁ ପନ୍ନୁର ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ…

ରାଉରକେଲାରେ ଆଦାନୀ ଝଡ; ୬ରେ ଆରଏସଏସ୍ ଓ ଜିଏମଏସର ବିକ୍ଷୋଭ

ରାଉରକେଲା: ଏବେ ଆଦାନିର ଆଖି ରାଉରକେଲା ଇସ୍ପାତ କାରଖାନା ଉପରେ । ଟେନସାସ୍ଥିତ ତାଳଡିହି ଲୌହଖଣିକୁ ମେସର୍ସ ଆଦାନି ଏଣ୍ଟରପ୍ରାଇଜେସ୍ ଲିମିଟେଡ୍କୁ ଦିଆଯିବା ଲାଗି ଚୁକ୍ତିନାମା ହୋଇଛି । ମାତ୍ର କୌଣସି ପରୁସ୍ଥିତିରେ ଆଦାନିକୁ ତାଳଡିହି ମାଇନ୍ସରେ ପୁରାଇ ଦିଆଯିବ ନାହିଁ ବୋଲି କହି ରାଉରକେଲା…

୮ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ; ସମ୍ମାନିତ ହେଲେ ୧୦ ଲେଖକ

ଭୁବନେଶ୍ବର: ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୮ମ ଯୁବ ଲେଖକ ସମ୍ମାନ ପ୍ରଦାନ କରାଯାଇଛି । ଚଳିତ ବର୍ଷ ପାଇଁ ୧୦ ଜଣ ଲେଖକ ସେମାନଙ୍କ ଅପ୍ରକାଶିତ ପାଣ୍ଡୁଲିପି ନିମନ୍ତେ ଏହି ସମ୍ମାନ ଗ୍ରହଣ କରିଛନ୍ତି । କବିତା ପାଣ୍ଡୁଲିପି 'ମତେ ଖୋଜୁଛ କି ଈଶ୍ବର' ନିମନ୍ତେ ବରଗଡ଼ର…