Latest Odisha News

BREAKING NEWS

Yearly Archives

2024

ବଦଳି ଗଲେ କି ଟ୍ରମ୍ପ?, ଭାରତକୁ ଦେଲେ ଖୋଲା ଧମକ..

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏବେ ଧିରେ ଧିରେ ବଦଳୁଛି କି ଟ୍ରମ୍ପଙ୍କ ଅନ୍ଦାଜ୍ ? ଟ୍ରମ୍ପଙ୍କ ବିଜୟ ଯେଉଁଠି ଭାରତ ପାଇଁ ଅନେକ କିଛି ଶୁଭଙ୍କର ଆଣିଦେବ ବୋଲି ଆଶା କରାଯାଉଥିଲା ସେଠି ଟ୍ରମ୍ପଙ୍କ ନିଷ୍ପତ୍ତି ଏବେ ଭାରତର ଚିନ୍ତା ବଢାଇଲାଣି ।…

ଡାକ୍ତରଖାନାରୁ ଶିଶୁ ପୁତ୍ର ନିଖୋଜ ମାମଲା: ମିଛରେ କାନ୍ଦୁଥିଲେ ମହିଳା

ନୟାଗଡ: ଡାକ୍ତରଖାନାରୁ ନବଜାତ ଶିଶୁ ଗାଏବ ମାମଲାର ନୂଆ ମୋଡ। ଜଣାପଡିଲା ଏହି ମାମଲାର ସତ ଘଟଣା। ଦୁଇ ଦିନ ତଳେ ଡାକ୍ତରଖାନାରେ ଏକ ଶିଶୁପୁତ୍ର ଜନ୍ମ ଗ୍ରହଣ କରିଥିଲା। ହେଲେ ହଠାତ ଶିଶୁଟି ଗାଏବ ହେଲା ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ। ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ସୃଷ୍ଟି…

ଲାଗୁ ହେବ ଆୟୁଷ୍ମାନ ସୁବିଧା, ସାଢେ ୩ କୋଟିଙ୍କୁ ମିଳିବ ସ୍ବତନ୍ତ୍ର କାର୍ଡ

ଭୁବନେଶ୍ବର: ରାଜ୍ୟରେ ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଗୋପବନ୍ଧୁ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଯୋଜନାର ମିଳିତ ଏମ୍‌ଓୟୁ ହେବ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଚଳିତ ଆର୍ଥିକ ବର୍ଷ ଠାରୁ ଗୋପବନ୍ଧୁ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ…

ବ୍ଲାକ୍ ହୋଲ୍: ଏହା ପଛରେ ରହିଛି ଅନେକ ରହସ୍ୟ, ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ବ୍ଲାକ୍ ହୋଲ୍ ବିଷୟରେ ଆପଣ ଶୁଣିଥିବେ ତ ନିଶ୍ଚୟ? କିନ୍ତୁ ଏହା କଣ, ଏହାର ବୈଶିଷ୍ଟ୍ୟଗୁଡିକ କ’ଣ, ଏହା ପଛର ରହସ୍ୟ ଆଦି ବିଷୟରେ ଆପଣ ଜାଣନ୍ତି କି? ଆଜି ଆମେ ଆପଣଙ୍କୁ ଏହି ବ୍ଲାକ୍ ହୋଲ୍ ବିଷୟରେ କହିବୁ । ଏହା ବ୍ୟତୀତ, ଆମେ ଆପଣଙ୍କୁ ଏହା ସହିତ ଜଡିତ କିଛି ରହସ୍ୟ ବିଷୟରେ…

ଏନକାଉଣ୍ଟର: ୭ ମାଓବାଦୀ ନିହତ

ଚେନ୍ନାଇ: ପୁଣି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ତେଲେଙ୍ଗାନାରେ ଏନକାଉଣ୍ଟର । ୭ ମାଓବାଦୀ ନିହତ । ତେଲେଙ୍ଗାନା ଓ ଛତିଶଗଡ ସୀମା ମୁଲୁଗୁ ଜିଲ୍ଲା ଏତୁରଙ୍ଗାରମ ଜଙ୍ଗଲରେ ଏନକାଉଣ୍ଟର କରାଯାଇଛି । ଏନକାଉଣ୍ଟର ସ୍ଥଳରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ ହୋଇଛି । ତେଲେଙ୍ଗାନା ଯବାନଙ୍କ…

ଏଫବିଆଇର ନୂଆ ନିର୍ଦ୍ଦେଶକ ପ୍ରବାସୀ ଭାରତୀୟ କାଶ ପଟେଲ

ନୂଆଦିଲ୍ଲୀ: ଏଫବିଆଇର ନୂଆ ନିର୍ଦ୍ଦେଶକ ହେବେ ଭାରତର ପୁଅ କାଶ ପଟେଲ । ଟ୍ରମ୍ପଙ୍କ ନିକଟତମ ସହଯୋଗୀ ତଥା ପୂର୍ବତନ ଜାତୀୟ ସୁରକ୍ଷା ସହାୟକ କାଶ ପଟେଲଙ୍କୁ ପରବର୍ତ୍ତୀ ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫବିଆଇ) ନିର୍ଦ୍ଦେଶକ ଭାବରେ ବାଛିଛନ୍ତି ଟ୍ରମ୍ପ । ବର୍ତ୍ତମାନ ଖ୍ରୀଷ୍ଟୋଫର…

ନୌସେନା ଦିବସ ପାଇଁ ଗଜପତି ମହାରାଜଙ୍କୁ ନିମନ୍ତ୍ରଣ, ସାମିଲ ହେବେ ରାଷ୍ଟ୍ରପତି

ପୁରୀ: ଯୁଦ୍ଧ ଜାହାଜ, ଟାଙ୍କ ଓ ହେଲିକ୍ୟାପଟର ଗର୍ଜରେ କମ୍ପୁଛି ପୁରୀ ବେଳାଭୂମି। ସତେ ଯେପରି ଲାଗୁଛି ପୁରୀ ବେଳାଭୂମିରେ ଯୁଦ୍ଧଭୂମିର କ୍ଷେତ୍ର। ଡିସେମ୍ବର ୪ ତାରିଖରେ ପୁରୀ ବେଳାଭୂମିରେ ନୌସେନା ଦିବସ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି। ନୌସେନା ଦିବସ ପାଇଁ ଗଜପତି ମହାରାଜଙ୍କୁ…

ମାସ ଆରମ୍ଭରୁ ମହଙ୍ଗା ମାଡ, ୧୮ ଟଙ୍କା ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ: ଶେଷ ହୋଇ ଆସିଲାଣି ବର୍ଷ ୨୦୨୪ । ଆଜିଠୁ ବର୍ଷର ଶେଷ ମାସ ତଥା ଡିସେମ୍ବର ଆରମ୍ଭ ହୋଇଛି । ଆଉ ମାସ ଆରମ୍ଭ ହେଉ ହେଉ ଲୋକଙ୍କୁ ଲାଗିଛି ଝଟକା । ମାସ ଆରମ୍ଭରୁ ଆଜି ପୁଣି ବଢିଛି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର । ଡିସେମ୍ବର ୧ ତାରିଖରୁ ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି…

୬ ତାରିଖ ଯାଏଁ କୋହଲା ପାଗ, ଆଉ ଦୁଇ ଦିନ ହାଲୁକା ବର୍ଷିବ

ଭୁବନେଶ୍ବର: ତାମିଲନାଡୁ ମୁହାଁଇଥିବା ବାତ୍ୟା ଫେଙ୍ଗଲର ପ୍ରଭାବରେ ଏବେ ରାଜ୍ୟରେ କୋହଲା ପାଗ ଅନୁଭୂତ ହେଉଛି । ବଙ୍ଗୋପସାଗରରୁ ରାଜ୍ୟକୁ ପବନ ବହୁଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ମଧ୍ୟ ଦେଖିବାକୁ ମିଳିଛି । ଆଜି ମଧ୍ୟ ସମାନ ସ୍ଥିତି ବଜାୟ ରହିବ ।…

ଦୁର୍ବଳ ହେଉଛି ‘ଫେଙ୍ଗଲ’: ସରିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ପୁଡୁଚେରୀ: ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଫେଙ୍ଗଲ । ଆଉ କିଛି ସମୟ ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବ । ତେବେ  ଶନିବାର ରାଜି ପ୍ରାୟ ୧୧ ଟା ବେଳକୁ ପୁଡୁଚେରୀ ଉପକୂଳରେ ଲ୍ୟଣ୍ଡଫଲ୍‌ କରିଥିଲା ବାତ୍ୟା ଫେଙ୍ଗଲ । ପାଣିପାଗ ବିଭାଗର ସୂଚନା ଅନୁସାରେ, ଲ୍ୟାଣ୍ଡଫଲ୍‌…