୪୦୦ କୋଟି କ୍ଲବରେ ‘ଭୁଲଭୁଲେୟା ୩’
ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଚଳଚ୍ଚିତ୍ର ''ଭୁଲ ଭୁଲେୟା ୩'ର ସଫଳତା ପରେ ଖୁବ୍ ଚର୍ଚ୍ଚାରେ। ଏକ ଶାନଦାର କାହାଣୀ ଭିତ୍ତିକ ଏହି ଚଳଚ୍ଚିତ୍ରଟି ଲୋକଙ୍କ ହୃଦୟକୁ ଛୁଇଁ ପାରିଛି।
ରୋଜଗାର ଦୃଷ୍ଟିରୁ ''ଭୁଲ ଭୁଲେୟା ୩'ର 'ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି। ତେବେ…