ଛତିଶଗଡରେ ଏନକାଉଣ୍ଟର: ୫ ମାଓବାଦୀ ନିହତ
ନୂଆଦିଲ୍ଲୀ : ଛତିଶଗଡ଼ରେ ନକ୍ସଲଙ୍କୁ ଏନକାଉଣ୍ଟର। ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ ଓ ଲାଲବାହିନୀ। ଏନକଉଣ୍ଟରରେ ୫ ନକ୍ସଲ ନିହତ ହୋଇଛନ୍ତି। ଏହାପରେ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିବାର ସୂଚନା ମିଳିଛି। ଛତିଶଗଡ଼ କାଙ୍କେର ଜିଲ୍ଲା ଓ ନାରାୟଣପୁର ଜିଲ୍ଲା ସୀମାନ୍ତରେ ଥିବା…