କେଉଁ ଆପ୍ ଅଧିକ ସୁରକ୍ଷିତ ଏବଂ ଗୋପନୀୟ ?
ସମଗ୍ର ବିଶ୍ୱରେ ମେସେଜିଂ ଆପ୍ ଦୃଷ୍ଟିରୁ ହ୍ୱାଟସ୍ ଆପ୍ ଏକ ବଡ଼ ସ୍ଥିତି ହାସଲ କରିଛି। ସମଗ୍ର ବିଶ୍ୱରେ ପ୍ରାୟ ୨.୯ ବିଲିୟନ ଲୋକ ଏହା ମାଧ୍ୟମରେ ଯୋଗାଯୋଗ କରନ୍ତି। ଏହାର ସହଜ-ବ୍ୟବହାର ଇଣ୍ଟରଫେସ୍, ଗ୍ରୁପ୍ ଚାଟ୍ ଏବଂ ମିଡିଆ ଅଂଶୀଦାର ସୁବିଧା ଏହାକୁ ଲୋକମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ…