Latest Odisha News

BREAKING NEWS

Yearly Archives

2024

କେବଳ ମସ୍ତିସ୍କ ନୁହେଁ, ବୃକକ୍ ବି ଗଚ୍ଛିତ କରେ ସ୍ମୃତି..

ଭୁବନେଶ୍ବର: ବିଜ୍ଞାନ କୁହେ, ଶରୀରର କମାଣ୍ଡର ବା ନିର୍ଦ୍ଦେଶକ ହେଉଛି ଆମ ମସ୍ତିସ୍କ । ଏହା ଆମ ଇନ୍ଦ୍ରିୟକୁ ପରିଚାଳିତ କରିଥାଏ । ଏଥିସହିତ ଇନ୍ଦ୍ରିୟ ଦ୍ବାରା ହେଉଥିବା କାର୍ଯ୍ୟକୁ ମଧ୍ୟ ମସ୍ତିସ୍କ ଗଚ୍ଛିତ କରି ରଖିଥାଏ । ମସ୍ତିସ୍କ ହିଁ ହେଉଛି ସେହି ଅଙ୍ଗ, ଯେଉଁଥିରେ ସବୁ ମେମୋରିଜ୍…

ଭାରତରେ କିଏ ନିୟନ୍ତ୍ରଣ କରନ୍ତି ପରମାଣୁ ଅସ୍ତ୍ର ?

ନୂଆଦିଲ୍ଲୀ: ଦୁନିଆରେ ଏପର୍ଯ୍ୟନ୍ତ ଗୋଟିଏ ଦେଶ ଅନ୍ୟ ଦେଶ ଉପରେ ଆଣବିକ ଆକ୍ରମଣ କରିଛି। ଏବଂ ସେହି ପରମାଣୁ ଆକ୍ରମଣ ୧୯୪୫ ମସିହାରେ ହୋଇଥିଲା ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଜାପାନର ଦୁଇଟି ସହର ନାଗାସାକି ଏବଂ ହିରୋସିମା ଉପରେ ଲିଟିଲ୍ ବଏ ଏବଂ ଫ୍ୟାଟ୍ ମ୍ୟାନ୍ ନାମକ…

ଅଷ୍ଟ୍ରେଲିଆ ଗଣମାଧ୍ୟମରେ କିଙ୍ଗ ଇଜ ବ୍ୟାକ

ସିଡନୀ: ନଭେମ୍ବର ୨୨ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ଆରମ୍ଭ ହେବ । ଏଥି ପାଇଁ ଭାରତୀୟ ଟିମରେ ଅଷ୍ଟ୍ରେଲିଆରେ ପଂହଚିଛନ୍ତ । ଏହି ସିରିଜରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । କୋହଲି ଏଠାରେ…

ବ୍ୟାପୁଛି ଜଣ୍ଡିସ, ଓୟୁଏଟିରେ ୱାଟକୋ ଟିମ

ଭୁବନେଶ୍ୱର: ଓୟୁଏଟିରେ ଦିନକୁ ଦିନ ବଢ଼ୁଛି ଜଣ୍ଡିସ l ଏହି ପ୍ରସଙ୍ଗରେ ଓୟୁଏଟିକୁ ଟିମ ପଠାଇଛି ୱାଟକୋ l ଏହି ଟିମର ଅଧ୍ୟକ୍ଷତା କରୁଛନ୍ତି ୱାଟକୋର ଜେନେରାଲ ମ୍ୟାନେଜର l କେଉଁ ପାଣି ଦୂଷିତ ହୋଇଛି, ତାହା ଯାଞ୍ଚ କରିବା ସହ ପାଇପଲାଇନ ଦୂଷିତ ହୋଇଛି ନା ନାହଁ ସେନେଇ ବି ନିରୀକ୍ଷଣ କରିବ ଏହି…

ଟି୨୦: ସଞ୍ଜୁଙ୍କ ଅଲୋଡା ରେକର୍ଡ, ତିଳକଙ୍କ କୀର୍ତିମାନ

ସେଂଚୁରିଆନ: ଏଠାରେ ଖେଳାଯାଇଥିବା ତୃତୀୟ ଟି୨୦ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭାରତ ପରାସ୍ତ କରିଛି । ଏଥିସହ ସିରିଜରେ ୨-୧ର ଅଗ୍ରଣୀ ହାସଲ କରିଛି । ତିଳକ ବର୍ମା ୫୬ ବଲରେ ୧୦୭ ରନ କରି ଅପରାଜିତ ରହିବା ସହ ଭାରତୀୟ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ୫୧…

ମସ୍କଙ୍କ ‘ଏକ୍ସ’କୁ ବଏକଟ୍ କଲା ବିଦେଶୀ ଖବରକାଗଜ 

ନୂଆଦିଲ୍ଲୀ: ବ୍ରିଟିଶ ଖବରକାଗଜ ଦି ଗାର୍ଡିଆନ ଘୃଣା ବିସ୍ତାର କରୁଥିବା ଅଭିଯୋଗ କରି ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ବ୍ୟବହାର କରିବାକୁ ମନା କରିଦେଇଛି। ଖବରକାଗଜ ପକ୍ଷରୁ କୁହାଯାଇଛି ଯେ ଜାତିବାଦ ଏବଂ କନସ୍ପିରେସି ଥିଓରୀ ସହ ଆପତ୍ତିଜନକ ବିଷୟବସ୍ତୁ 'ଏକ୍ସ'ରେ ବୃଦ୍ଧି ପାଉଛି।…

ମହିଳା ପୋଲିସଙ୍କୁ ମାଡ ଘଟଣା: ଖାରଜ ହେଲା ଜୟନାରାୟଣଙ୍କ ଆଗୁଆ ଜାମିନ୍

ଭୁବନେଶ୍ବର: ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ୍ ଖାରଜ କରିଛନ୍ତି ସୁପ୍ରିକକୋର୍ଟ । ମହିଳା ଆଇଆଇସିଙ୍କୁ ମାଡ଼ ଘଟଣାରେ ଆଗୁଆ ଜାମିନ ହାଇକୋର୍ଟରେ ଖାରଜ ହେବା ପରେ ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଜୟନାରାୟଣ । ଆରେଷ୍ଟ…

କେବଳ ସ୍ୱିଜରଲ୍ୟାଣ୍ଡ ନୁହେଁ ଏହି ଦେଶ ମାନଙ୍କରେ ବି ମନା ବୁର୍ଖା …

ନୂଆଦିଲ୍ଲୀ: ନିକଟରେ ସ୍ୱିଜରଲ୍ୟାଣ୍ଡରେ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର l ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି l ମହିଳାମାନଙ୍କ ବୁର୍ଖାକୁ ନେଇ ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ଏଭଳି ନିଷ୍ପତି ପାଇଁ ଏବେ ଦେଶ ବିଷୟରେ ସବୁଠି ଆଲୋଚନା କରାଯାଉଛି l ବୁର୍ଖାକୁ ନେଇ ଲାଗିଥିବା ଏହି…

ବଢିଚାଲିଛି ମଧୁମେହ: ଜାଣନ୍ତୁ କିପରି ନିଜ ପିଲାଙ୍କୁ ଏଥିରୁ ବଞ୍ଚିତ ରଖିବେ? ପୂର୍ବ ସଙ୍କେତ ଦେଇଥାଏ ଏହି ସବୁ ଲକ୍ଷଣ….

ଭୁବନେଶ୍ବର: ଦିନକୁ ଦିନ ଅନିୟନ୍ତ୍ରିତ ହେବାରେ ଲାଗିଛି ମଧୁମେହ । ଗତ କିଛି ବର୍ଷ ହେଲା ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ଉପରମୁହାଁ ରହିଥିବା ବେଳେ ୨୦୨୩ ସୁଦ୍ଧା ୧୧.୪ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ୨୦୨୧ ଅପେକ୍ଷା ୩୬ ପ୍ରତିଶତ ଅଧିକ । ଏପରିକି ଭାରତକୁ ଏବେ ଡାଏବେଟିକ୍ କ୍ୟାପିଟାଲ…

ପ୍ରଚାର କରୁଥିବା ବେଳେ ମଞ୍ଚ ଉପରେ ଓୱେସିଙ୍କୁ ନୋଟିସ୍‌ ଧରାଇଲା ପୋଲିସ

ମୁମ୍ବାଇ: ଆଉ ମାତ୍ର କିଛି ଦିନ ବାକି। ଆସନ୍ତା ୨୦ ତାରିଖରେ ମହାରାଷ୍ଟ୍ରରେ ହେବାକୁ ଯାଉଛି ନିର୍ବାଚନ। ମହାରାଷ୍ଟ୍ରରେ ସମସ୍ତ ରାଜନୈତିକ ଦଳ ଏହି ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏ ନିର୍ବାଚନ ପ୍ରଚାର ସମୟରେ ଅଲ ଇଣ୍ଡିଆର ମଜଲିସ-ଇ-ଇସ୍ତେହାଦୁଲ ମୁସଲିମନ (ଏଆଇଏମଆଇଏମ) ଏବଂ…