Latest Odisha News

BREAKING NEWS

Yearly Archives

2024

ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ଦୁନିଆର ସବୁଠୁ ଲମ୍ବା କୁର୍ତ୍ତା, ଜାଣନ୍ତୁ ଏହାର ବିଶେଷତା

ନୂଆଦିଲ୍ଲୀ: କୌଣସି ପର୍ରବପାର୍ବଣୀରେ ଲୋକମାନେ ନିଶ୍ଚିତ ଭାବରେ କୁର୍ତ୍ତା ପିନ୍ଧନ୍ତି। କିନ୍ତୁ, ଆମେ ଆଜି ଯେଉଁ କୁର୍ତ୍ତା ବିଷୟରେ କହୁଛୁ ୧୦ ଜଣଙ୍କୁ ଏକାଠି ଛାଡିଦେଲେ ମଧ୍ୟ ଜଣେ ବ୍ୟକ୍ତି ପିନ୍ଧି ପାରିବେ ନାହିଁ। ଯଦି ଗ୍ରେଟ୍ ଖାଲିଙ୍କୁ ଏହି କୁର୍ତ୍ତା ପିନ୍ଧିବାକୁ ଦିଆଯାଏ, ତେବେ…

‘ଲିଜରେ ଚାଲିଥିଲା ବିଜେଡି: ଏବେ ଆଇସିୟୁରେ, ସାଲାଇନ ଲାଗିଛି’

ଭୁବନେଶ୍ବର: ବିଜେଡିର ଆୟୁଷ ବହୁତ କମ୍ । ଏବେ ତ ବିଜେଡି ଆଇସିୟୁରେ ଅଛି । ସାଲାଇନ୍ ଲାଗିଛି । ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେବା ନେଇ ବରିଷ୍ଠ ବିଜେଡି ନେତା ଅତନୁଙ୍କ ବୟାନଙ୍କୁ କଡା ସମାଲୋଚନା କରି ଆଜି ଏପରି କିଛି ଜବାବ ରଖିଛନ୍ତି ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା…

ଫ୍ରିଜ ହୋଇଯାଇଛି କି ଆପଣଙ୍କ ଏନପିଏସ ଆକାଉଣ୍ଟ, କରନ୍ତୁ ଏହି ଉପାୟ

ଭୁବନେଶ୍ୱର: ସରକାରଙ୍କ ଦ୍ୱାରା ଅନେକ ପେନସନ ଯୋଜନା ପରିଚାଳିତ ହେଉଛି। ଏଥି ମଧ୍ୟରୁ ଗୋଟିଏ ହେଉଛି ନ୍ୟାସନାଲ ପେନସନ୍ ସିଷ୍ଟମ୍ । ଯେକୌଣସି ନାଗରିକ ଏହି ଯୋଜନା ଅଧୀନରେ ବିନିଯୋଗ କରିପାରିବେ। ଏନପିଏସ ବା ନ୍ୟାସନାଲ ପେନସନ ସିଷ୍ଟମ୍ ହେଉଛି ଏକ ଏପରି ଯୋଜନା ଯାହା ବୟସ୍କ ଲୋକମାନଙ୍କୁ…

ଗୋଆର ଭ୍ରମ ସୃଷ୍ଟି କରିବ ଚନ୍ଦ୍ରଭାଗା: ପାଇବ ଅତ୍ୟାଧୁନିକ ସ୍ପର୍ଶ

ପୁରୀ: ଗୋଆ ଏବଂ ପଣ୍ଡିଚେରୀ ବେଳାଭୂମି ପରି ଚନ୍ଦ୍ରଭାଗାକୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ । ଅତ୍ୟାଧୁନିକ ସ୍ପର୍ଶରେ ନୂଆ ରୂପ ନେବାକୁ ଯାଉଛି ଚନ୍ଦ୍ରଭାଗା । ଚନ୍ଦ୍ରଭାଗା ବେଳାଭୂମି ଠାରୁ ଇକୋରିଟ୍ରିଟ୍ ପର୍ଯ୍ୟନ୍ତ ନବୀକରଣ କାର୍ଯ୍ୟ ହେବା ସହ ଏହା ଗୋଆ ବିଚ୍ ଭ୍ରମ ସୃଷ୍ଟି କରିବ । ଏଥିପାଇଁ…

ଏହି ୪ କାର୍ଯ୍ୟକଳାପରେ ସାମିଲ ଥିଲେ ଏନଜିଓଗୁଡିକର ଲାଇସେନ୍ସ ବାତିଲ ହେବ

ନୂଆଦିଲ୍ଲୀ: ବିଦେଶୀ ଫଣ୍ଡିଂ ନେଉଥିବା ଅଣ-ସରକାରୀ ସଂଗଠନ (ଏନଜିଓ) ଉପରେ ସରକାର ନଜର ରଖିବା ଆରମ୍ଭ କରିଛନ୍ତି । ଗୋଟିଏ ପଟେ ବିଦେଶରୁ ବିପୁଳ ଅର୍ଥ ନେଉଥିବା ବେଳେ ଅନ୍ୟ ପଟେ ବେଆଇନ କାର୍ଯ୍ୟ କରୁଥିବା ସରକାର ମଧ୍ୟ ଏଭଳି ଏନଜିଓ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି ।…

ହୀରା ପାଇଁ କାଠଗଡାରେ ରାଜ ପରିବାରର ଦୁଇ ସଦସ୍ୟ

ନୂଆଦିଲ୍ଲୀ: ହୀରା ପାଇଁ କାଠଗଡାରେ ରାଜ ପରିବାରର ଦୁଇ ସଦସ୍ୟ l ଲଣ୍ଡନ ହାଇକୋର୍ଟରେ ମାମଲା ରୁଜୁ l କତାରର ରାଜ ପରିବାରର ଦୁଇଜଣ ସଦସ୍ୟ ଲକ୍ଷ ଲକ୍ଷ ଡଲାର ମୂଲ୍ୟର ହୀରା ବିବାଦକୁ ନେଇ ଏବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି l ଉଭୟ ପକ୍ଷ ପରସ୍ପରକୁ ଦାୟୀ କରୁଥିବା ବେଳେ ମାମଲାର ଶୁଣାଣି…

ଚୁଲି ନିଆଁରେ ପୋଡିଗଲା ୭ ଦିନର ଶିଶୁ କନ୍ଯା

ଉନ୍ନାଓ: କାୟାମପୁର ନିବରୱାରା ଗାଁରେ ଏକ ୭ ଦିନର ଶିଶୁ କନ୍ଯା ଚୁଲିରେ ପଡିଯିବା ଫଳରେ ଗୁରୁତର ଭାବେ ଜଳି ଯାଇଛି। ଏପଟେ ଶିଶୁର ବାପା ତାଙ୍କ ପତ୍ନୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କାୟାମପୁର ନିବରୱାରା ଗାଁର ବାସିନ୍ଦା ସୋନୁ ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି। ତାଙ୍କର…

କେଉଁ ବୟସର ଲୋକେ ଅଧିକ ଟାଣନ୍ତି ସିଗାରେଟ୍?

ଧୂମପାନ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଜୀବନ ନିଏ। ଏହା କେବଳ ବ୍ୟକ୍ତିର ସ୍ୱାସ୍ଥ୍ୟ ଉପରେ ନୁହେଁ ବରଂ ସମାଜ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଧୂମପାନ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ବୋଲି ଜାଣିବା ସତ୍ତ୍ୱେ ଅନେକ ଲୋକ ସିଗାରେଟ ଟାଣନ୍ତି। ଏପରି ପରିସ୍ଥିତିରେ, ଆପଣ ଜାଣନ୍ତି କି କେଉଁ…

ବିଜେପିକୁ କଡା ନିଶାନା କଲେ ନାନା, କହିଲେ ‘କୁକୁର ଅବସ୍ଥା କରିବୁ’

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା । ଏଥିପାଇଁ ନିର୍ବାଚନ ପ୍ରଚାର ମଇଦାନରେ ଅଙ୍କ କଷୁଛନ୍ତି ବିଭିନ୍ନ ଦଳ । ଏହାରି ଭିତରେ କଂଗ୍ରେସ ନେତାଙ୍କ ଏକ ବୟାନ ଏବେ ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଛି । ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟୋଲେ ଏବେ ବିଜେପିକୁ…

ପରିବର୍ତ୍ତନ ହୁଏ କି ତାଜମହଲ ରଙ୍ଗ? ଜାଣନ୍ତୁ କିଛି ଜଣାଅଜଣା କଥା..

ନୂଆଦିଲ୍ଲୀ: ବିଶ୍ବର ଆଶ୍ଚର୍ଯ୍ୟ କିର୍ତ୍ତି ମଧ୍ୟରୁ ଅନ୍ୟତମ ତାଜମହଲ। ଧଳା ପଥରରେ ନିର୍ମିତ ତାଜମହଲର ଅପରୂପ ସୌନ୍ଦର୍ଯ୍ୟ ବିଭୋର କରିଦିଏ ଦେଖଣାହାରୀଙ୍କ ମନ। ମୋଗଲ ବାଦଶାହା ଶାହାଜାହାନ ପତ୍ନୀ ମୁମତାଜଙ୍କ ସ୍ମୃତିରେ ବନାଇଛନ୍ତି ତାଜମହଲ। ଯମୁନା ନଦୀ କୂଳରେ ଥିବା ତାଜମହଲକୁ ନେଇ ଆପଣ ବହୁତ…