ଜେଲରେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି ଲରେନ୍ସ, କିଏ ଦେଉଛି ଟଙ୍କା?
ନୂଆଦିଲ୍ଲୀ: ବାବା ସିଦ୍ଦିକିଙ୍କ ହତ୍ୟା ପରଠାରୁ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇର ନାମ ଚର୍ଚ୍ଚାରେ ରହିଆସୁଛି । ଅପରାଧ ଦୁନିଆରେ ଲରେନ୍ସ ବିଷ୍ଣୋଇ ନିଜର ଏକ ସ୍ବତନ୍ତ୍ର ନାଁ କରିଛି । ଯଦିଓ ସେ ବର୍ତ୍ତମାନ ଜେଲରେ ଅଛି, ତଥାପି ସେ ମହଙ୍ଗା ପୋଷାକ ଏବଂ ଜୋତା ପିନ୍ଧୁଛି । ସେ ଜେଲରେ ରହିବା…