Latest Odisha News

BREAKING NEWS

Yearly Archives

2024

ଶୀତ ଦିନେ ଏପରି ନିଅନ୍ତୁ ତ୍ଵଚାର ଯତ୍ନ…

ଭୁବନେଶ୍ଵର: ଚର୍ମ ପାଇଁ ଶୀତ ଋତୁ ଅତ୍ୟନ୍ତ କଷ୍ଟକର ହୋଇଥାଏ । ଏହି ଋତୁରେ, ସ୍କିନ୍ ବହୁତ ଡ୍ରାଏ ହୋଇଯାଏ। ଯେଉଁମାନଙ୍କ ସ୍କିନ୍ ଡ୍ରାଏ ସେମାନଙ୍କ ପାଇଁ ଏହା ଅଧିକ ସମସ୍ୟା ହୋଇଯାଏ । ଏହିପରି ଲୋକଙ୍କୁ ୨୪ ଘଣ୍ଟା ମୁହଁକୁ ମଏଶ୍ଚରାଇଜ୍ କରି ରଖିବାକୁ ପଡେ। ଯଦି ଗାଧୋଇବା ପରେ ଆପଣ ତୁରନ୍ତ…

ଶ୍ରୀମନ୍ଦିରରେ ସେବାୟତଙ୍କୁ ମରଣାନ୍ତଙ୍କ ଆକ୍ରମଣ ଘଟଣା, ଆଉଜଣେ ସେବକ ନିଲମ୍ବିତ

ପୁରୀ: ଶ୍ରୀମନ୍ଦିରର ବରିଷ୍ଠ ସୁପରଭାଇଜର ତଥା ସେବାୟତ ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ । ପୁଣି ଜଣେ ସେବାୟତଙ୍କୁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେବାୟତ ଅମ୍ରିତାଂଶୁ ସାମନ୍ତରାଙ୍କୁ ନିଲମ୍ବନ କଲେ ଶ୍ରୀମନ୍ଦିର…

ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହେବ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’

ଭୁବନେଶ୍ୱର: ରାଜ୍ୟରେ ଖୁବ୍ ଶୀଘ୍ର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରାଯିବ । ଏହି ଯୋଜନା ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ । ସମୁଦାୟ ୬ ହଜାର ୭୯୪ଟି ବିଦ୍ୟାଳୟ ନିର୍ମାଣ…

ରଣଜୀ କ୍ରିକେଟରେ ଇତିହାସ ରଚିଲେ ଜଲଜ ସକ୍ସେନା

ନୂଆଦିଲ୍ଲୀ: ରଣଜୀ ଟ୍ରଫି କ୍ରିକେଟରେ କେରଳର ଜଲଜ ସକ୍ସେନା ଇତିହାସ ରଚିଛନ୍ତି । ସେ ପ୍ରଥମ ଖେଳାଳି ରଣଜୀରେ ୬୦୦୦ ରନ ଓ ୪୦୦ ୱିକେଟ ଅକ୍ତିଆର କରିଛନ୍ତି । ଉତରପ୍ରଦେଶ ବିପକ୍ଷ ମୁକାବିଲାରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ୩୭ ବର୍ଷୀୟ ଜଲଜ ୧୩ତମ ବୋଲର ଭାବେ ୪୦୦ ୱିକେଟ ହାସଲ…

କନ୍ଧମାଳ ଆମ୍ବ ଟାକୁଆ ‘ଅପମୃତ୍ୟୁ’ ଘଟଣା: ଦକ୍ଷିଣାଞ୍ଚଳ ଆରଡିସିଙ୍କ ତଦନ୍ତ ଆରମ୍ଭ 

ଭୁବନେଶ୍ବର: କନ୍ଧମାଳ ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗ୍ରାମର ଗ୍ରାମବାସୀଙ୍କ ଅପମୃତ୍ୟୁ ଓ ଚିକିତ୍ସା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଦକ୍ଷିଣାଂଚଳ ରାଜସ୍ୱ କମିଶନର (ଆରଡିସି) ରୂପା ରୋଶନ ସାହୁ ବୁଧବାର କନ୍ଧମାଳ ଗସ୍ତ…

ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଖୁବ୍ ଶୀଘ୍ର ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’

ଭୁବନେଶ୍ୱର: ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ୨୩ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆମର ଅଧିକାଂଶ ଚାଷୀ କ୍ଷୁଦ୍ର, ମଧ୍ୟମ ଅଥବା ଭୂମିହୀନ ବର୍ଗର ଅଟନ୍ତି । କୃଷକମାନଙ୍କ…

ରଣଜୀ ଟ୍ରଫି: ଆୟାରଙ୍କ ଶତକ, ମୁମ୍ବାଇ ୩୮୫/୩

ମୁମ୍ବାଇ: ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏର ଏକ ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ ବିନିମୟରେ ୩୮୫ ରନ ସଂଗ୍ରହ କରିନେଇଛି । ଓଡିଶା ଅଧିନାୟକ ଗୋବିନ୍ଦ ପୋଦ୍ଦାର ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଶ୍ରେୟାଶ ଆୟାର…

ମୃତ୍ୟୁ ପରେ ବି ନିଜର ଆତ୍ମୀୟଙ୍କ ସହ ହୋଇପାରିବେ କଥା, କରନ୍ତୁ ଏପରି କାମ

ନୂଆଦିଲ୍ଲୀ: ଯଦି ଆମ ନିଜର କେହି ମରିଯାଏ, ତା'ର ଦୁଃଖ ଅନେକ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଲୋକମାନେ ଭାବନ୍ତି ଯେ ଏପରି କିଛି ଘଟୁ ଯେ ସେହି ବ୍ୟକ୍ତି ଆମ ପାଖକୁ ଫେରି ଆସୁ କିମ୍ବା ଆମେ ତାଙ୍କୁ ପୁଣି ଦେଖିପାରିବା… ଯଦି ଆପଣ ମଧ୍ୟ ଏହିପରି ଭାବନାକୁ ଆପଣଙ୍କ ମଧ୍ୟରେ ରଖିଛନ୍ତି ତେବେ ଆପଣଙ୍କ…

କଲେଜରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ, ୫ ସିନିୟର ନିଲମ୍ବିତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଏକ ସରକାରୀ ଇଞ୍ଜିନିୟରିଂ କଲେଜରେ ଜୁନିୟରଙ୍କୁ ରାଗିଂ କରିବା ଅଭିଯୋଗରେ ପାଞ୍ଚ ଜଣ ଛାତ୍ରଙ୍କୁ ଏକ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। ଇଞ୍ଜିନିୟରିଂ କଲେଜର ଜଣେ ଦ୍ୱିତୀୟ ବର୍ଷର ଛାତ୍ର ତାଙ୍କ ସିନିୟରଙ୍କ ବିରୋଧରେ ରାଗିଂ ଅଭିଯୋଗ କରିବା ପରେ କଲେଜ…

ଦୁନିଆର ପ୍ରଥମ କାଠ ସାଟେଲାଇଟ୍ ଲଞ୍ଚ କଲା ଜାପାନ

ଟୋକିଓ: ଜାପାନର ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ଉପଗ୍ରହ ଲଞ୍ଚ କରିଛି ଯାହାକି କାଠରେ ତିଆରି ହୋଇଛି। ଲିଗ୍ନୋସାଟ ନାମକ ଏହି ଉପଗ୍ରହକୁ ସ୍ପେସ୍ ଏକ୍ସ ରକେଟରେ ରଖାଯାଇ ମହାକାଶକୁ ପଠାଯାଇଥିଲା। ଏହି ଉପଗ୍ରହ କାଇଟୋ ବିଶ୍ୱବିଦ୍ୟାଳୟ ଏବଂ ଗୃହ ନିର୍ମାଣକାରୀ କମ୍ପାନୀ ସୁମିତୋମୋ Sumitomo…