ମାତିଛନ୍ତି ବ୍ରାଣ୍ଡେଡ୍ ଫୋନ ଲୁଟେରା, ଟ୍ରକରୁ ଲୁଟି ନେଲେ ୧୫୦୦ଟି ‘ଆଇଫୋନ୍’
ଭୋପାଳ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ମାତିଛନ୍ତି ଆଇଫୋନ୍ ଲୁଟେରା। ଡକାୟତମାନେ ଟ୍ରକ ଡ୍ରାଇଭରକୁ ନିଶା ଦେଇ ୧୧ କୋଟି ଟଙ୍କା ମୂଲ୍ୟର ୧୫୦୦ ଆଇଫୋନ୍ ଲୁଟ୍ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶ ପୋଲିସର ଅବହେଳା ପାଇଁ ଜଣେ ପୋଲିସ…