ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ନିଖୋଜ ଘଟଣା: ହେବ ଡିଏନ୍ଏ ଟେଷ୍ଟ
ୱାୟନାଡ୍: ୱାୟନାଡ୍ ଭୂସ୍ଖଳନରେ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ନିଖୋଜ ଘଟଣା l ଡିଏନ୍ଏ ଟେଷ୍ଟ ପାଇଁ ନମୁନା ଦେଲେ ସ୍ୱାଧୀନଙ୍କ ଭଉଣୀ ସୋମାଲି l ୪୮ ଘଣ୍ଟା ମଧ୍ୟରେ ଆସିବ ଡିଏନ୍ଏ ଟେଷ୍ଟ ରିପୋର୍ଟ l ଅନ୍ୟପଟେ ଆହତ ଡାକ୍ତର ସ୍ୱୀକୃତି ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ସୁଧାର ଆସିଛି l…