ଏଥର ଭାରତୀୟ ୱେଟଲିଫ୍ଟରଙ୍କ ସମସ୍ତ ଭାର ଏକାକୀ ଉଠାଇବେ ମୀରବାଇ ଚାନୁ
ନୂଆଦିଲ୍ଲୀ: ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ୱେଟଲିଫ୍ଟିଂରେ ଭାରତର ଏକମାତ୍ର ଆଥଲେଟ ପାଇଁ ମୀରାବାଇ ଚାନୁ ଯୋଗ୍ୟତା ହାସଲ କରିଛନ୍ତି । ମହିଳା ୪୯ କିଗ୍ରା ୱେଟ କିଗ୍ରାରେ ସେ କ୍ୱାଲିଫାଇ କରିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଥିବା ମୀରାବାଇ ଏଥର…