Latest Odisha News

BREAKING NEWS

Monthly Archives

June 2025

ଏୟାର ଇଣ୍ଡିଆର ୩ ଅନ୍ତର୍ଜାତୀୟ ଉଡ଼ାଣ ବାତିଲ

ନୂଆଦିଲ୍ଲୀ: ଜୁନ୍ ୧୮ ତାରିଖରେ ଏୟାର ଇଣ୍ଡିଆ ଏହାର ତିନୋଟି ଅନ୍ତର୍ଜାତୀୟ ଉଡ଼ାଣ ବାତିଲ କରିଛି। ଏହି ଉଡ଼ାଣ ବାତିଲ ହେବାର କାରଣ ହେଉଛି ଯାନ୍ତ୍ରିକ ତ୍ରୁଟି, ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା। ସୂଚନା ଅନୁଯାୟୀ, ଏହି ଦୁଇଟି ଉଡ଼ାଣରେ ଯାତ୍ରୀମାନେ ପୂର୍ବରୁ ବିମାନରେ ଉଡାଣ ଭରିଥିଲେ…

ଶ୍ରୀକ୍ଷେତ୍ରରୁ ବିଜେଡ଼ି ଆରମ୍ଭ କଲା ଜନ ଜାଗରଣ ଅଭିଯାନ

ପୁରୀ: ରାଜ୍ୟରେ ବିଜେପି ସରକାରକୁ ପୂରିଛି ବର୍ଷେ । ଏହି ଅବସରରେ ବିଭିନ୍ନ ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀରେ ବିଜେପି ତା'ର ଏକବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛି । ତେବେ ବିଜେପିର ଏଭଳି ପୂର୍ତ୍ତି ଉତ୍ସବକୁ କାଉଣ୍ଟର ଆଟାକ କରିଛି ବିଜେଡ଼ି । ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଗତ…

ତୁମେ ବେଷ୍ଟ; ମୋଦି ଓ ମେଲୋନୀଙ୍କୁ ନେଇ ପୁଣି ଚର୍ଚ୍ଚା

ନୂଆଦିଲ୍ଲୀ: କାନାଡାର କାନାନାସ୍କିସରେ ମଙ୍ଗଳବାର ଦିନ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀ ସମୟରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ସେମାନଙ୍କ ସାକ୍ଷାତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ…

କଟକ ମାର୍କେଟ କମ୍ପ୍ଲେକ୍ସରୁ ମୃତଦେହ ଉଦ୍ଧାର, ବେକ କାଟି ନିର୍ମମ ହତ୍ୟା

କଟକ: କଟକ ବକ୍ସି ବଜାର ଅଞ୍ଚଳରେ ଚାଞ୍ଚଲ୍ୟ । ସିଡିଏ ମାର୍କେଟ କମ୍ପ୍ଲେକ୍ସ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଜଣେ ଦୋକାନର କର୍ମଚାରୀ ଆଶୋକ ବାରିକ (୫୪) । ତାଙ୍କ ଘର ବାଦାମବାଡ଼ି ଶଙ୍କରପୁର ମଙ୍ଗଳା ଲେନ୍‌ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଦୁର୍ବୃତ୍ତମାନେ ବେକ କାଟି ହତ୍ୟା…

ଅଭାବନୀୟ ଘଟଣା: ବିଷ ପିଇଲେ ଗୋଟିଏ ପରିବାରର ୩ ସଦସ୍ୟ, ଶାଶୁ-ବୋହୂ ମୃତ

କଟକ:ପାରିବାରିକ କଳହରୁ ବିଷ ପିଇଲେ ଗୋଟିଏ ପରିବାରର ୩ ସଦସ୍ୟ । କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ବଡ଼ବାରସିଂ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏକା ସଙ୍ଗେ ଗୋଟିଏ ପରିବାରର ଶାଶୁ, ବୋହୂ ଓ ପୁଅ ବିଷ ପିଇଦେଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ବଡ଼ମ୍ବା ଗୋଷ୍ଠୀ…

ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ, ନିଜେ ‘ଏକ୍ସ’ରେ ଦେଲେ ସୂଚନା

ଭୁବନେଶ୍ବର: ସ୍ବାସ୍ଥ୍ୟଜନିତ ସମସ୍ୟା ପାଇଁ ମୁମ୍ବାଇ ଯିବେ ବି‌ରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଜୁନ୍ ୨୨ରେ ସେ ମୁମ୍ବାଇର ପ୍ରଖ୍ୟାତ କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଇବେ ବୋଲି ସୂଚନା ରହିଛି । ଏନେଇ ନବୀନ ପଟ୍ଟନାୟକ ନିଜେ ସୂଚନା…

ବହୁଚର୍ଚ୍ଚିତ ବିଜେଡି ନେତାଙ୍କ ହତ୍ୟା ମାମଲା: ୪ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ନପୁର: ଗଞ୍ଜାମ ଜିଲ୍ଲାର ବହୁ ଚର୍ଚ୍ଚିତ ଦିଗପହଣ୍ଡି ଡବଲ ମର୍ଡର ମାମଲାରେ ୪ ଜଣଙ୍କୁ ଆଜୀବନ ଦଣ୍ଡାଦେଶ । ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପାଳଝାଢ଼ି ଗ୍ରାମର ବିଜେଡି ନେତା ସୁଦର୍ଶନ ସୁଆର ଓ ସୁଧୀର ପାତ୍ର ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ ହୋଇଛି। ଏହି ମାମଲାରେ ଆଜି ବ୍ରହ୍ମପୁର…

ପୁଣି ଆଉ ଏକ ଏୟାର ଇଣ୍ଡିଆକୁ ଫେରିବାକୁ ପଡିଲା ଦିଲ୍ଲୀ: ଇଣ୍ଡୋନେସିଆକୁ ଉଡାଣ ଭରିଥିଲା…..

ନୂଆଦିଲ୍ଲୀ: ଗତ ୧୨ ତାରିଖରେ ଏୟାର ଇଣ୍ଡିଆ ଫ୍ଲାଇଟ୍ ୧୭୧ ଦୁର୍ଘଟଣା ଗ୍ରସ୍ତ ହେବା ପରେ, ଏବେ ବିମାନ ସେବା ନେଇ ଅନେକ ଦୁର୍ଘଟଣା ସାମ୍ନାକୁ ଆସୁଛି । କେତେବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ବାତିଲ୍ ହେଲାଣି ତ, ଆଉ କେଉଁଠି ଉଡାଣ ଭରିବା ପରେ ଗନ୍ତବ୍ୟସ୍ଥଳକୁ ନଯାଇ ପୁଣି, ପୂର୍ବ…

ଯାତ୍ରା ସ୍ୱର୍ଣ୍ଣ ମନ୍ଦିରରୁ ବିଦାୟ ନେଲେ ରାଣୀ ପଣ୍ଡା, ତିଆରି କଲେ ନୂଆ ଯାତ୍ରାପାର୍ଟି

ଭୁବନେଶ୍ୱର: ଅଭିନେତ୍ରୀ ରାଣୀପଣ୍ଡା ତିଆରି କଲେ ନୂଆ ଯାତ୍ରାପାର୍ଟି। ଆଜି ଏନେଇ ପ୍ରେସ୍ ମିଟ୍ କରି କହିଛନ୍ତି ରାଣୀ। ଯାତ୍ରାପାର୍ଟି କରି ରାଣୀପଣ୍ଡା ଅନେକ କଳାକାର ଓ ଟେକ୍ନିସିଆନ୍ସଙ୍କୁ ପୋଷିବ ବୋଲି ରୋକ୍ ଠୋକ୍ ଜଣାଇଛନ୍ତି ରାଣୀ। ଓଡ଼ିଆ ଅଭିନେତ୍ରୀ ରାଣୀ ପଣ୍ଡା କହିଛନ୍ତି,…

ବିଶ୍ୱର ୯ଟି ଦେଶ ପାଖରେ ଅଛି ୧୨ ହଜାର ପରମାଣୁ ଅସ୍ତ୍ର, ଗୋଟିଏ ବର୍ଷ ଭିତରେ କେତେ ବୃଦ୍ଧି କଲା ଭାରତ ?

ନୂଆଦିଲ୍ଲୀ: ଯେଉଁ ଦେଶରେ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି, ସେହି ଦେଶ ଅଧିକ ଶକ୍ତିଶାଳୀ। ନିକଟରେ ଦି ଷ୍ଟକ୍‌ହୋମ ଇଣ୍ଟରନ୍ୟାସନାଲ୍‌ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଏସ୍‌ଆଇପିଆରଆଇ) ତରଫରୁ ଜାରି ହୋଇଥିବା ଏକ ରିପୋର୍ଟରୁ ଜଣାପଡିଛି ଯେ ବିଶ୍ବର ୯ଟି ଦେଶ ନିକଟରେ ୧୨ ହଜାରରୁ ଅଧିକ…