ଟ୍ରମ୍ପଙ୍କୁ ମୋଦିଙ୍କ ଫୋନ୍: ସିଧା କହିଦେଲେ, ‘ନା ମଧ୍ୟସ୍ଥତା ଗ୍ରହଣ କରିଥିଲା, ନା କେବେ କରିବ….’
ନୂଆଦିଲ୍ଲୀ: ଭାରତ-ପାକ୍ ଅସ୍ତ୍ରବିରତିରେ ନା ଆମେରିକା ମଧ୍ୟସ୍ଥି କରିଥିଲା, ନା କୌଣସି ବାଣିଜ୍ୟ ଆଲୋଚନା ହୋଇଥିଲା । ଡୋନାଲ୍ଡ ଟ୍ରମ୍ପଙ୍କ ଅନୁରୋଧରେ, ଆଜି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସହ ଫୋନ୍ କଲରେ ସିଧାସଳଖ କଥା ହୋଇଥିବା ବେଳେ, ଭାରତ ପାକିସ୍ତାନ ଅସ୍ତ୍ରବିରତିରେ ଆମେରିକାର…