Latest Odisha News

BREAKING NEWS

Monthly Archives

July 2025

ବରିଷ୍ଠ ନେତା ସଂଗ୍ରାମ କେଶରୀ ମହାନ୍ତିଙ୍କ ପରଲୋକ, ରାଜ୍ୟ ବିଜେପିର ଶୋକ ପ୍ରକାଶ

ଭୁବନେଶ୍ୱର: ବରିଷ୍ଠ ନେତା ତଥା ଅବିଭକ୍ତ କଟକ ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ସଂଗ୍ରାମ କେଶରୀ ମହାନ୍ତିଙ୍କ ନିଜ ପୈତୃକ ଗ୍ରାମ ଜଗତସିଂହପୁରରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ତାଙ୍କ ପରଲୋକରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଅନେକ ବରିଷ୍ଠ…

ପହଞ୍ଚିଲେ ୟୁକେ ଟେକ୍ନିକାଲ ଏକ୍ସପର୍ଟ, ଏମଆରଓକୁ ସିଫ୍ଟ ହେଲା ବ୍ରିଟିଶ ନେଭିର F-35 ଯୁଦ୍ଧ ବିମାନ

କେରଳ: ପ୍ରାୟ ଏକ ମାସ ଧରି ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଛିଡା ହୋଇଥିବା ବ୍ରିଟିଶ ରୟାଲ ନୌସେନାର ହାଇ-ଟେକ୍ ଲଢ଼ୁଆ ବିମାନ F-35B ଶେଷରେ ରବିବାର ସ୍ଥାନାନ୍ତରିତ ହୋଇଛି। ବ୍ରିଟେନ ରୟାଲ ଏୟାରଫୋର୍ସର ଟେକ୍ନିକାଲ ଟିମ୍ ଏହାକୁ ମରାମତି କରି ଫେରସ୍ତ ନେଇଯିବାକୁ ଉଦ୍ୟମ…

ଏନ୍‌ଏଚ୍‌-୧୬ରେ ଓଲଟିଲା ବସ୍‌; ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ଯାଜପୁର:ଏନ୍‌ଏଚ୍‌-୧୬ରେ ଯାଜପୁର କୁଆଖିଆ ଥାନା ମୂଳାପାଳ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବସ୍‌ । ରବିବାର ରାତି ପ୍ରାୟ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ବସ୍‌ଟି କଟକରୁ ବରୀ ଯିବା ବାଟରେ ଓଲଟି ପଡ଼ିଲା । ବସ୍‌ରେ ୪୫ରୁ…

ନିଆଁ ଲାଗିବା ଗୁଜବ ଶୁଣି ବିମାନରୁ ଡେଇଁ ପଡ଼ିଲେ ଯାତ୍ରୀ, ୧୮ ଆହତ

ନୂଆଦିଲ୍ଲୀ: ସ୍ପେନରୁ ମଞ୍ଚେଷ୍ଟର ଯାଉଥିବା ରୟାନ ଏୟାର ଫ୍ଲାଇଟରେ ନିଆଁ ଗୁଜବ ଯୋଗୁଁ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି । ବିମାନ ଟେକଅଫ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ନିଆଁ ଲାଗିବା ଆଲର୍ଟ ମିଳିଥିଲା ।   ଏହାପରେ ପ୍ଲେନକୁ ରନୱେରେ ଅଟକାଇ ଦିଆଯାଇଥିଲା । କର୍ମଚାରୀ…

ଏହି ବ୍ଲଡ୍ ଗ୍ରୁପ୍ ଲୋକ ହୋଇଯାନ୍ତୁ ସାବଧାନ ! ନହେଲେ ହୋଇପାରେ ହାର୍ଟ ଆଟାକ୍

ଭୁବନେଶ୍ୱର: ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ବ୍ଲଡ୍ ଗ୍ରୁପ୍ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏକ ବଡ଼ ପ୍ରଭାବ ପକାଇପାରେ? ନିକଟରେ ହୋଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଅଧ୍ୟୟନରୁ ଜଣାପଡ଼ିଛି ଯେ A, B କିମ୍ବା AB ବ୍ଲଡ୍ ଗ୍ରୁପ୍ ଥିବା ଲୋକଙ୍କୁ ହୃଦଘାତ ଏବଂ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା…

କର୍ମଚାରୀଙ୍କ ପାଇଁ ଆସୁଛି ବଡ଼ ଖୁସି ଖବର, ବଢ଼ିଯିବ ଏତେ ଦରମା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ମନରେ ଦୀର୍ଘ ଦିନ ଧରି ଗୋଟିଏ ପ୍ରଶ୍ନ ଘୁରି ବୁଲୁଛି – ଅଷ୍ଟମ ବେତନ କମିଶନ କେବେ ଲାଗୁ ହେବ? ସୂଚନା ଅନୁସାରେ, ମୋଦି ସରକାର ଚଳିତ ବର୍ଷ ଜାନୁଆରୀ ୧୬, ୨୦୨୫ରେ ଅଷ୍ଟମ ବେତନ କମିଶନ ଗଠନକୁ ଅନୁମୋଦନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ…

WhatsAppରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ! ଜାଣନ୍ତୁ ଉପାୟ

ଭୁବନେଶ୍ୱର :ଆଜିର ଡିଜିଟାଲ ଯୁଗରେ ହ୍ୱାଟ୍ସଆପ୍‌ କେବଳ ଚାଟିଂ କିମ୍ବା ଭିଡିଓ କଲିଂର ମାଧ୍ୟମ ନୁହେଁ, ବରଂ ଏହା ଏକ ଏପରି ପ୍ଲାଟଫର୍ମ ହୋଇ ଉଠିଛି, ଯେଉଁଥିରୁ ଆପଣ ମାସିକ ହଜାର ହଜାର ଟଙ୍କା ରୋଜଗାର କରିପାରନ୍ତି। ଯଦି ଆପଣ ଭାବୁଛନ୍ତି ଯେ ହ୍ୱାଟ୍ସଆପ୍‌ରେ କେବଳ ଚାଟିଂ ହୋଇପାରେ, ତେବେ ଏବେ…

ଆମେରିକାରେ ଭୟଙ୍କର ବନ୍ୟା, ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆମେରିକାର ଟେକ୍ସାସରେ ଭୟଙ୍କର ବନ୍ୟା । ଗ୍ବାଡାଲୁପ ନଦୀରେ ଆସିଥିବା ଭୀଷଣ ବନ୍ୟାରେ ଛାରଖାର ହୋଇୟାଇଛି ସହର । ଘର ସବୁ ବୁଡ଼ି ଯାଇଛି । ଲୋକେ କେଉଁଠି ଗଛରେ ତ ଆଉ କେଉଁଛି ଛାତ ଉପରେ ଆଶ୍ରୟ ନେଇଛନ୍ତି । ଯୁଆଡେ ଦେଖିଲେ ସବୁଆଡ଼େ ବନ୍ୟା ବିଭୀଷିକାର ଚିତ୍ର । ପ୍ରକୃତିର…

ଆମ୍ବୁଲାନ୍ସ ପରିଚାଳନାରେ ସ୍ୱାସ୍ଥ୍ୟ ବିଭାଗର ଚରମ ଦାୟିତ୍ୱହୀନତା,ଜୀବନର ମୂଲ୍ୟ ୪ ଲକ୍ଷ ନୁହେଁ: ବିଜେଡି

ଭୁବନେଶ୍ୱର: ୧୦୮ ଆମ୍ବୁଲାନ୍ସ ସେବା କ୍ଷେତ୍ରରେ ଚରମ ଅବ୍ୟବସ୍ଥା ଲାଗି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଇତପୁର ଗ୍ରାମର ଶଙ୍କର ମହାରଣା ନାମକ ଏକ ଯୁବକର ମୃତ୍ୟୁ ଘଟଣାରେ ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ସରକାରଙ୍କ ଚରମ ଅପରାଧିକ ଅବହେଳାକୁ ନେଇ ଉଦବେଗ ପ୍ରକାଶ କରିବା…

ଗିଲ, ଆକାଶଦୀପ ଧ୍ୱଂସ କଲେ ଇଂଲଣ୍ଡର ବେଜବଲ ରଣନୀତି: ଏଜବାଷ୍ଟନରେ ଭାରତର ପ୍ରଥମ ବିଜୟ

ବର୍ମିଂହାମ: ଅଧିନାୟକ ଶୁଭମନ ଗିଲଙ୍କ ସ୍ମରଣୀୟ ବ୍ୟାଟିଂ ପରେ ଆକାଶଦୀପଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ..... ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଜବାଷ୍ଟନରେ ଭାରତର ଏହା ପ୍ରଥମ ବିଜୟ । ଅନ୍ତିମ ଦିବସରେ ଇଂଲଣ୍ଡ ନିକଟରେ ମ୍ୟାଚ ଡ୍ର କରିବା ସୁଯୋଗ ରହିଥିଲେ ମଧ୍ୟ ବେଜବଲ ରଣନୀତି…