Latest Odisha News

BREAKING NEWS

Monthly Archives

July 2025

ଇଏଲଆଇ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ, ଏହି ସ୍କିମରୁ ଉପକୃତ ହେବେ ୩.୫ କୋଟି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଜୁଲାଇ ୧ ତାରିଖ ଦିନ ନିଯୁକ୍ତି-ସଂଯୁକ୍ତ ପ୍ରୋତ୍ସାହନ ଯୋଜନା (ଏମ୍ପ୍ଲୋଏମେଣ୍ଟ ଲିଙ୍କ୍ ଇନସେନଟିଭ୍ ସ୍କିମ୍) ଅନୁମୋଦନ କରିଛି। ଏହି ଯୋଜନାର ଲକ୍ଷ୍ୟ ହେଉଛି ନିଯୁକ୍ତି ସୃଷ୍ଟି, ନିଯୁକ୍ତି ସୁଯୋଗ ଏବଂ ସାମାଜିକ ସୁରକ୍ଷା…

୧୩ ମାସ ଘୁଂଚିଲା ଭାରତୀୟ କ୍ରିକେଟ ଟିମର ବାଂଲାଦେଶ ଗସ୍ତ

ନୂଆଦିଲ୍ଲୀ: ବିଭିନ୍ନ କଳ୍ପନା ଜଳ୍ପନା ପରେ ଭାରତୀୟ କ୍ରିକେଟ ଟିମର ବାଂଲାଦେଶ ଗସ୍ତ ୧୩ମାସ ଘୁଂଚାଇ ଦିଆଯାଇଛି । ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଏହି ସୂଚନା ଦିଆଯାଇଛି । ଉଭୟ ବୋର୍ଡ ଆଲୋଚନା କରିବା ପରେ ଏହି ନିଷ୍ପତି ନିଆଯାଇଛି । ଭାରତ ଏହି ଗସ୍ତରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ…

ବିହାରରେ ଭୋଟର ତାଲିକା ଯାଞ୍ଚ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଏଡିଆର୍

ନୂଆଦିଲ୍ଲୀ: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ କରିଛି। ଏହି ଆବେଦନ ଭାରତୀୟ ନିର୍ବାଚନ କମିଶନ (ECI)ଙ୍କ ନିଷ୍ପତ୍ତି ବିରୁଦ୍ଧରେ। ବିହାରରେ ଭୋଟର ତାଲିକା ପୁନଃଯାଞ୍ଚର କାମ ECI କରୁଛି। ଆବେଦନରେ କୁହାଯାଇଛି ଯେ ECIର ଏହି ନିର୍ଦ୍ଦେଶ…

ନଭି ମୁମ୍ବାଇର ଖାରଘର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ଆୟୋଜନ

ମୁମ୍ବାଇ: ନଭି ମୁମ୍ବାଇର ଖାରଘରଠାରେ ଅବସ୍ଥିତ ଏକମାତ୍ର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ପବିତ୍ର ବାହୁଡ଼ା ଯାତ୍ରା ପାଳନ କରାଯାଇଛି। ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘ (ମୋୱା)ଦ୍ୱାରା ଆୟୋଜିତ ଏହି ଭବ୍ୟ ଉତ୍ସବ ଉପଲକ୍ଷେ ବଢିଭୋରରୁ ହରିହର ପୀଠ ଠାରେ ଥିବା ଗୁଣ୍ଡିଚା ମନ୍ଦିରର ଆଡ଼ପ…

ତଥ୍ୟ ୨୨ ବର୍ଷ ପୁରୁଣା…ତଥାପି, ବିହାରର ଭୋଟର ତାଲିକାରେ ପରିବର୍ତ୍ତନ କାହିଁକି ଜରୁରୀ?

ନୂଆଦିଲ୍ଲୀ: ବିହାରର ଭୋଟର ତାଲିକାରେ ପରିବର୍ତ୍ତନ କାହିଁକି ଜରୁରୀ? ଏନେଇ ଜ୍ଞାନେଶ କୁମାର କହିଛନ୍ତି ଯେ ବିହାରରେ ଭୋଟର ତାଲିକାର ଶେଷ ପୁଙ୍ଖାନୁପୁଙ୍ଖ ସଂଶୋଧନ ଜାନୁଆରୀ ୧, ୨୦୦୩ରେ କରାଯାଇଥିଲା। ଏହାର ଅର୍ଥ ହେଉଛି ଯେ ଭୋଟଦାନ ୨୨ ବର୍ଷ ପୁରୁଣା ତଥ୍ୟ ଆଧାରରେ କରାଯାଉଛି, ଯାହାକୁ…

୧ ଲକ୍ଷ କ୍ରୀତଦାସ ନୁହେଁ..ଏମାନେ କରିଥିଲେ ଗୀଜାର ବିଶ୍ୱପ୍ରସିଦ୍ଧ ପିରାମିଡ

କାହିରା: ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ଗୀଜାର ପିରାମିଡ ଅନ୍ୟତମ । ୪୫୦୦ ବର୍ଷ ତଳେ ଏହା କିପରି ଭାବେ ନିର୍ମିତ ହୋଇଥିଲା ତାହା ଏବେ ବି ଏକ ରହସ୍ୟ ହୋଇ ରହିଛି । କେତେକ ରିପୋର୍ଟ ଅନୁସାରେ ୧ ଲକ୍ଷ କ୍ରୀତଦାସଙ୍କୁ ଦିନ ରାତି ଖଟାଯାଇ ଏହାକୁ ନିର୍ମାଣ କରାଯାଇଥିଲା । ଦୀର୍ଘ ଦିନ ପରେ…

୫୦% ଟୋଲ୍ ଟ୍ୟାକ୍ସ ହ୍ରାସ କଲେ ସରକାର… 

ନୂଆଦିଲ୍ଲୀ: ୫୦% ଟୋଲ୍ ଟ୍ୟାକ୍ସ ହ୍ରାସ କଲେ ସରକାର।ଜାତୀୟ ରାଜପଥ ଫି ନିୟମ ୨୦୦୮ ଅନୁଯାୟୀ  ଜାତୀୟ ରାଜପଥ ମାନଙ୍କରେ ସମସ୍ତ ଯାନବାହାନ ଠାରୁ ଟୋଲ୍ ଆଦାୟ କରାଯାଇଥାଏ।ତେବେ ବର୍ତ୍ତମାନ୍ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏହି ନିୟମଗୁଡ଼ିକୁ ପରିବର୍ତନ କରି ବୁଧବାର ଏକ ନୂତନ…

ମରାଠୀ ଭାଷା ପାଇଁ ଏକାଠି…ବଦଳିବ ମହାରାଷ୍ଟ୍ର ରାଜନୀତି !

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ବଡ଼ ଟୁଇଷ୍ଟ ! ୨୦ବର୍ଷ ପରେ ଗୋଟିଏ ମଞ୍ଚରେ ଠାକରେ ଭାଇ। ମୁମ୍ବାଇ ଓ୍ବର୍ଲିରେ ଶିବସେନା ୟୁବିଟି ଓ ମହାରାଷ୍ଟ୍ର ନବନିର୍ମାଣ ସେନାର ମିଳିତ ରାଲି କରାଯାଇଛି । ରାଲିର ନାଁ ଥିଲା ମରାଠୀ ବିଜୟ ରାଲି । ଏଥିରେ ଉଦ୍ଧବ ଠାକରେ ଓ ରାଜ ଠାକରେଙ୍କୁ ଏକାଠି…

ଏମିତି ହୁଏ ଦଲାଇ ଲାମାଙ୍କ ପୁନର୍ଜନ୍ମ !

ନୂଆଦିଲ୍ଲୀ: ଦଲାଇ ଲାମାଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା ଚାଲିଛି । ଦଲାଇ ଲାମାଙ୍କ ପୁନର୍ଜନ୍ମ ପ୍ରସଙ୍ଗରେ ଚୀନର ହସ୍ତକ୍ଷେପକୁ କଡା ବିରୋଧ କରିଛନ୍ତି ତିବ୍ବତର ନିର୍ବାସିତ ସରକାରର ମୁଖ୍ୟ ପେନପା ତ୍ସେରିଙ୍ଗ । ପୁନର୍ଜନ୍ମ ଏକ ଆଧ୍ୟାତ୍ମିକ ପ୍ରକ୍ରିୟା । ତେଣୁ ପରବର୍ତ୍ତୀ ଦଲାଇ ଲାମା…

ବର୍ଷା ଋତୁରେ ହଠାତ୍ କେଶ ଝଡ଼ିବା ଆରମ୍ଭ ହେଉଛି କି? ଏହାର କାରଣ…

ଭୁବନେଶ୍ବର: ଯଦି ଆପଣଙ୍କ କେଶ ହଠାତ୍ ଝଡ଼ିବାକୁ ଆରମ୍ଭ କରେ ଏବଂ ଆପଣ କୌଣସି ନିର୍ଦ୍ଦିଷ୍ଟ କାରଣ ବୁଝିପାରୁନାହାଁନ୍ତି, ତେବେ ଏହା ସ୍କଲ୍ପ ସଂକ୍ରମଣ( (Scalp Infection) ) ଯୋଗୁଁ ହୋଇପାରେ। ଆଜିକାଲି କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ହୋଇଗଲାଣି । କିନ୍ତୁ ଯେତେବେଳେ କେଶ ଶୀଘ୍ର…