ଏନଆଇଟି ଗବେଷକଙ୍କ ସଫଳତା; ଫୁଲର ଅଳିଆରୁ ବାୟୋଡିଗ୍ରେଡେବଲ୍ ପ୍ୟାକେଜିଂର ବିକଳ୍ପ ବିକଶିତ
ରାଉରକେଲା: ରାଉରକେଲା ଏନ୍ଆଇଟି ଅନୁଷ୍ଠାନର ଏକ ଗବେଷକ ଦଳ ଫୁଲ ଅଳିଆରୁ ବାୟୋଡିଗ୍ରେଡେବଲ୍ ପ୍ୟାକେଜିଂର ବିକଳ୍ପ ବିକଶିତ କରିଛନ୍ତି। ଗବେଷଣା କ୍ଷେତ୍ରରେ ରାଉରକେଲା ଏନ୍ଆଇଟିକୁ ଆଉ ଏକ ଉପଲବ୍ଧି । ରସାୟନ ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ରାଜ କିଶୋର ପଟେଲଙ୍କ ମାର୍ଗଦର୍ଶନରେ…