ନ୍ୟୁମେରୋଲଜି ବଦଳାଇଦେଲା ଜୀବନ: ମୁସଲମାନ ହୋଇ ମଧ୍ୟ ନୁଶରତ କରନ୍ତି ମାଆ ସନ୍ତୋଷୀଙ୍କ ବ୍ରତ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ନୁସରତ ଭରୁଚା ନ୍ୟୁମେରୋଲଜିକୁ ଅଧିକ ବିଶ୍ୱାସ କରନ୍ତି। ସେଥିପାଇଁ ସେ ତାଙ୍କ ନାମର ବନାନ ପରିବର୍ତ୍ତନ କରିଛନ୍ତି। ସେ ତାଙ୍କ ନାମ ନୁସରତ ଭରୁଚା ଠାରୁ ନୁଶ୍ରତ ଭରୁଚା ନାମରେ ପରିବର୍ତ୍ତନ କରିଛନ୍ତି। ଆଉ ଏହା ପରେ ତାଙ୍କର ଜୀବନରେ ବଡ଼ ପରିବର୍ତ୍ତନ ଆସିଛି।…