Latest Odisha News

BREAKING NEWS

Yearly Archives

2025

ଜେଡି ଭାନ୍ସଙ୍କ ଭାରତ କନେକ୍ସନ୍…ମିଳିବ ଟାରିଫ୍ ଆଶ୍ବସ୍ତି !

ନୂଆଦିଲ୍ଲୀ: ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଟାରିଫ୍ ଛାଟକୁ ନେଇ ସାରା ବିଶ୍ବରେ ବାଣିଜ୍ୟ ଯୁଦ୍ଧ ଆଶଙ୍କା ମଧ୍ୟରେ ଜେଡି ଭାନ୍ସ ଭାରତ ଗସ୍ତ କରିଛନ୍ତି । ତେବେ ଉଭୟ ରାଜନୈତିକ ଓ ବ୍ୟକ୍ତିଗତ ଦୃଷ୍ଟିରୁ ଗସ୍ତକୁ ଗୁରୁତ୍ବପୂର୍ଣ୍ଣ…

ଭୁବନେଶ୍ୱରରେ ଡାଇରିଆ ଆତଙ୍କ; ୬ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଥରେ ଡାଇରିଆ ଭଳି ଲକ୍ଷଣ ଦେଖାଯାଇଛି। ସୂଚନା ଅନୁଯାୟୀ, ଗାନ୍ଧୀ ବିଦ୍ୟାପୀଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛଅ ଜଣ ଛାତ୍ରଛାତ୍ରୀ ପ୍ରବଳ ବାନ୍ତି ଏବଂ ଝାଡା ନେଇ ଅଭିଯୋଗ କରିବା ପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥିତି ଉପରେ…

ସମ୍ବଲପୁରରେ ଲୋକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଜନଶୁଣାଣି ପାଇଁ ଲୋକାରଣ୍ୟ ହୋଇ ଉଠିଥିଲା ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସର। କାରଣ ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିବା ପାଇଁ କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି ତାଙ୍କ ସହିତ ଥିଲେ ୧୦ ଜଣ ମନ୍ତ୍ରୀ ଓ ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ…

ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ରୋହିତ ଓ ବିରାଟଙ୍କ ସହ ଏହି ଖେଳାଳି ସାମିଲ 

ନୂଆଦିଲ୍ଲୀ: ବିସିସିଆଇ ଏପ୍ରିଲ ୨୧ରେ ନୂତନ ସେଣ୍ଟ୍ରାଲ କଣ୍ଟ୍ରାକ୍ଟର ତାଲିକା ପ୍ରକାଶ କରିଛି। ଯେଉଁଥିରେ ମୋଟ ୩୪ ଜଣ ଖେଳାଳି ସାମିଲ ରହିଛନ୍ତି। ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା ଏବଂ ବୁମରା ଚୁକ୍ତିନାମାର ଏ+ ଗ୍ରେଡରେ ରହିଛନ୍ତି। ସେହିପରି ମୋଟ ୬ ଜଣ ଖେଳାଳିଙ୍କୁ ଏ…

ପୂଜା ଖେଡକରଙ୍କ ସର୍ତ୍ତମୂଳକ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତିକୁ ବୃଦ୍ଧି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବହିଷ୍କୃତ ତାଲିମପ୍ରାପ୍ତ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ମାମଲାରେ ସର୍ତ୍ତମୂଳକ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତିକୁ ବୃଦ୍ଧି କରିଛନ୍ତି । ବର୍ତ୍ତମାନ, ପୂଜା ଖେଡକରଙ୍କ ଗିରଫଦାରୀ ଉପରେ ପ୍ରତିବନ୍ଧକ ଜାରି ରହିବ । ସୁପ୍ରିମକୋର୍ଟ କହିଛନ୍ତି ଯେ ପୂଜା…

ପୁଣି ବଡ଼ ଧରଣର ଏନକାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ମାଓବାଦୀ ନିପାତ

ବୋକାରୋ: ଝାଡ଼ଖଣ୍ଡର ବୋକାରୋର ଲାଲପାନିଆ ଅଞ୍ଚଳର ଲୁଗୁ ପାହାଡରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ମାଓବାଦୀଙ୍କ ଉପରେ ହୋଇଛି ଆଉ ଏକ ପ୍ରହାର। ଛତିଶଗଡ଼ ପରେ ଝାଡଖଣ୍ଡରେ ମଧ୍ୟ ଜୋରଦାର ହୋଇଛି ମାଓ ଅପରେସନ। ଆଜିର ଏନକାଉଣ୍ଟରରେ ୮ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ଙ୍କ ଦେହାନ୍ତ। ୮୮ ବର୍ଷ ବୟସରେ ତାଙ୍କର ପରଲୋକ ହେବା ନେଇ ଭାଟିକାନ ସିଟି ପକ୍ଷରୁ ସୂଚନା ମିଳିଛି। ନିମୋନିଆରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ପ୍ରାୟ ୫ ସପ୍ତାହ ହେଲା ଚିକିତ୍ସାଧୀନ ଥିଲେ। ସକାଳ ୭ଟା ୩୫ ମିନି୍‌ରେ…

ଏଣିକି ମୁହଁ ଆଧାରିତ ଉପସ୍ଥାନ ଦେବା ବାଧ୍ୟତାମୂଳକ, ମେଡିକାଲ କଲେଜକୁ ଏନ୍‌ଏମ୍‌ସିର ନୋଟିସ୍‌

ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ ମେଡିକାଲ କଲେଜରେ ମୁହଁ ଆଧାରିତ ଉପସ୍ଥାନ ଦେବା ବାଧ୍ୟତାମୂଳକ। ଆଉ ବାୟୋମେଟ୍ରିକ୍‌ରେ ଟିପ୍‌ ଚିହ୍ନ ଦେଇ ଖସି ପାରିବେ ନାହିଁ କୌଣସି ଅଧ୍ୟାପକ। ମେଡିକାଲ କଲେଜରେ ଅଧ୍ୟାପକ ମୁହଁ ଆଧାରିତ ଉପସ୍ଥାନ ଦେବେ। ସରକାରୀ ହେଉ ବା ଘରୋଇ ମେଡିକାଲ କଲେଜରେ…

ମାନସିକ ସ୍ବାସ୍ଥ୍ୟ ଉପରେ ସୋସିଆଲ ମିଡିଆର କ’ଣ ପଡୁଛ ପ୍ରଭାବ? ଭବିଷ୍ୟତ ପିଢି ପାଇଁ ସାଜୁଛି ବିପଦପୂର୍ଣ୍ଣ..

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଦୁନିଆରେ, ସୋସିଆଲ ମିଡିଆ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି । ରାତିରେ ଶୋଇବା ପୂର୍ବରୁ ଏବଂ ସକାଳେ ଉଠିବା ପରେ, ଆମେ ପ୍ରଥମେ ଆମର ଫୋନକୁ ହାତରେ ଧରିଥାଉ । ହ୍ୱାଟସଆପରୁ ଇନଷ୍ଟାଗ୍ରାମ ପର୍ଯ୍ୟନ୍ତ, ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼ିକୁ ଯାଞ୍ଚ…

କାହିଁକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପୁଣି ହେଲା ମହାସ୍ନାନ?

ପୁରୀ: ମହାପ୍ରଭୁଙ୍କ ମହାସ୍ନାନ। ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ ମହାସ୍ନାନ ହୋଇଛି। ସକାଳେ ଶ୍ରୀବିଗ୍ରହଙ୍କ ଅବକାଶ ନୀତି ପରେ ବେଶ ହେଉଥିବାବେଳେ ଭିତରକାଠ ନିକଟରେ ଜଣେ ବ୍ୟକ୍ତିଙ୍କ ଗୋଡରେ କାଚ ପଶି ଯାଇଥିଲା। କର୍ମଚାରୀଙ୍କ ପାଦରେ କାଚ ପଶି ଯିବାରୁ ରକ୍ତ ପଡ଼ି ମହାସ୍ନାନ…