Latest Odisha News

BREAKING NEWS

Yearly Archives

2025

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ; ୨୪ ଘଣ୍ଟାରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ତାତିରୁ ଆଶ୍ୱସ୍ତି ଆଣିଲା କାଳବୈଶାଖୀ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି ।…

୨୭ବର୍ଷ ପରେ ଶନିଦେବ ନିଜ ନକ୍ଷତ୍ରରେ କରୁଛନ୍ତି ପ୍ରବେଶ; ୩ ଅକ୍ଚୋବର ଯାଏଁ ରହିବ ପ୍ରଭାବ

ଭୁବନେଶ୍ବର:ରାଶି ମାନଙ୍କ ଉପରେ ନ୍ୟାୟର ଦେବତା ଶନିଙ୍କ ଚଳନ ବେଶ ପ୍ରଭାବ ପକାଏ । ଏପଟେ ଗତ ୨୭ ବର୍ଷ ପରେ ଶନିଦେବ ନିଜ ନକ୍ଷତ୍ର ଉତ୍ତରାଭାଦ୍ରପଦରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହି ପରିବର୍ତ୍ତନ ୨୮ ଏପ୍ରିଲ ୨୦୨୫ ସକାଳ ୭ଟା୫୨ ମିନିଟରେ ହେବ ଓ ଏହାର ପ୍ରଭାବ ୩ ଅକ୍ଚୋବର ୨୦୨୫…

ଶ୍ରୀ ଭାଗବତ ସାର ୧୧: ଭଗବତ ଭାବ ବର୍ଜିତ ହେଲେ ନିଷ୍କାମ କର୍ମର ମଧ୍ୟ ମୂଲ୍ୟ ନଥାଏ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ସ୍ୱୟଂ ନାରାୟଣଙ୍କ ଠାରୁ ବା ଦ୍ୱାରା ସୄଷ୍ଟ ବୋଲି ଆମେ ଅବଗତ ହେଲେ, ଏହା ମଧ୍ୟ ଜାଣିଲେ ଯେ ଏହା ବ୍ରହ୍ମା ଓ ନାରଦଙ୍କ ଦ୍ୱାରା ସଂସାରର କଲ୍ୟାଣ ଉଦ୍ୟେଶରେ ବିସ୍ତାରିତ ଓ ପ୍ରସାରିତ ହେବା ଉଦ୍ୟେଶରେ…

ଓଡ଼ିଶାରେ ଗୋଟିଏ ଦିନ ହେଲିକପ୍ଟର ବୁକିଂ କେତେ ଟଙ୍କା ପଡ଼ିବ? ଭୁବନେଶ୍ୱରରୁ ପୁରୀକୁ ଏତେ….

ଗୋଟିଏ ଦିନ ପାଇଁ ହେଲିକପ୍ଟର ବୁକିଂ କରିବାର ମୂଲ୍ୟ ବିଭିନ୍ନ କାରଣ ଉପରେ ନିର୍ଭର କରେ, ଯେପରିକି ହେଲିକପ୍ଟରର ପ୍ରକାର, ଯାତ୍ରାର ଦୂରତା, ସମୟ, ଗନ୍ତବ୍ୟ ସ୍ଥାନ, ଏବଂ ସେବା ପ୍ରଦାନକାରୀ କମ୍ପାନୀ। ଓଡ଼ିଶା ତଥା ଭାରତର ପ୍ରେକ୍ଷାପଟରେ, ହେଲିକପ୍ଟର ବୁକିଂର ମୂଲ୍ୟ ସାଧାରଣତଃ ଘଣ୍ଟା…

୫୦% ଡିସକାଉଣ୍ଟରେ କେମତି ଜମାଟୋରୁ ଖାଦ୍ୟ ଅର୍ଡର କରିବେ? ଜାଣନ୍ତୁ ଟ୍ରିକ୍

ଜମାଟୋରେ ଡିସକାଉଣ୍ଟ ସହିତ ଖାଦ୍ୟ ଅର୍ଡର କରିବା ପାଇଁ ବିଭିନ୍ନ ଉପାୟ ରହିଛି। ଏହି ପ୍ଲାଟଫର୍ମ ଗ୍ରାହକମାନଙ୍କୁ ଆକର୍ଷଣୀୟ ଅଫର ଏବଂ ରିହାତି ପ୍ରଦାନ କରେ, ଯାହା ଆପଣଙ୍କ ଅର୍ଡରକୁ ଆହୁରି ସୁଲଭ କରିପାରେ। ନିମ୍ନରେ ଜମାଟୋରେ ଡିସକାଉଣ୍ଟ ପାଇବାର କିଛି ସହଜ ଏବଂ ଲାଭଦାୟକ ପଦ୍ଧତି ବିଷୟରେ…

ୟୁପିଆଇ ପେମେଣ୍ଟକୁ ନେଇ ବଡ଼ ଖବର, ଲାଗିବ ଜିଏସଟି ?

ନୂଆଦିଲ୍ଲୀ: ଭାରତରେ ଡିଜିଟାଲ ପେମେଣ୍ଟର ମେରୁଦଣ୍ଡ ଭାବେ ୟୁପିଆଇ (UPI) ଉପରେ ସାମଗ୍ରୀ ଏବଂ ସେବା କର (GST) ଲାଗୁ ହେବ ବୋଲି ପ୍ରଥମେ କୁହାଯାଉଥିଲା । ହେଲେ ଏହି ଗୁଜବକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ । ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର UPI କାରବାର ଉପରେ GST ଲଗାଇବା…

ଭାରତର ଶୁଭାଂଶୁ ଶୁକ୍ଳା ମେ’ରେ କରିବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଆସନ୍ତା ମାସରେ ଆକ୍ସିଅମ୍-୪ ମିଶନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଯାତ୍ରା କରିବେ।  କେନ୍ଦ୍ରୀୟ ମହାକାଶ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂହ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି…

ସବୁଠୁ ଶସ୍ତା ବିମାନ ଭଡ଼ା : ଭୁବନେଶ୍ୱରରୁ ନୂଆ ଦିଲ୍ଲୀ ମାତ୍ର ଏତିକି ଟଙ୍କା

ବିମାନ ଯାତ୍ରା ଆଜିକାଲି ଅନେକଙ୍କ ପାଇଁ ଏକ ସୁବିଧାଜନକ ଓ ଜନପ୍ରିୟ ମାଧ୍ୟମ ହୋଇଛି। କିନ୍ତୁ ଟିକେଟର ମୂଲ୍ୟ ଅନେକ ସମୟରେ ଯାତ୍ରୀଙ୍କ ବଜେଟକୁ ପ୍ରଭାବିତ କରିଥାଏ। ତେବେ କେଉଁ ବିମାନ ସେବା ଶସ୍ତା ଟିକେଟ ପ୍ରଦାନ କରେ ଏବଂ କିପରି ଆପଣ ସୁଲଭ ମୂଲ୍ୟରେ ଟିକେଟ ପାଇପାରିବେ, ଆସନ୍ତୁ ଜାଣିବା।…

ଏଇଠି ମିଳୁଛି ୬୦ ହଜାର ଟଙ୍କାରେ ୨୪ କ୍ୟାରେଟ୍ ସୁନା, ଜାଣନ୍ତୁ କାହିଁକି ?

ସୁନା ଏକ ମୂଲ୍ୟବାନ ଧାତୁ, ଯାହା ଆଭୂଷଣ, ବିନିଯୋଗ ଓ ଅର୍ଥନୈତିକ ସୁରକ୍ଷା ପାଇଁ ବ୍ୟବହୃତ ହୁଏ। କିନ୍ତୁ ସୁନାର ମୂଲ୍ୟ ସବୁ ଦେଶରେ ସମାନ ନଥାଏ । ଏହାର ମୂଲ୍ୟ ନିର୍ଭର କରେ ଆମଦାନୀ ଶୁଳ୍କ, ଟିକସ, ଶ୍ରମ ଖର୍ଚ୍ଚ, ମୁଦ୍ରାର ମୂଲ୍ୟ ଓ ସ୍ଥାନୀୟ ବଜାର ନୀତି ଉପରେ। ୨୦୨୫ ମସିହା ଅନୁସାରେ,…

ଶ୍ରମିକଙ୍କ ଉପରେ ଖସିପଡ଼ିଲା ଲୁହା ପ୍ଲେଟ;୨ ମୃତ,୩ ଗୁରୁତର

ଢେଙ୍କାନାଳ: ଝାଡ଼ବନ୍ଧ ରୁରୁଙ୍ଗଟା ଷ୍ଟିଲ ଆଣ୍ଡ ମାଇନ୍ସ କାରଖାନାରେ ବଡ ଅଘଟଣ। ରୁଙ୍ଗଟା ମାଇନ୍ସ କମ୍ପାନୀର ୯ ନଂ କିଲନରେ ଆଇନରନ ପ୍ଲେଟ ପଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ୩ଜଣ ଗୁରୁତର ଥିବା ସୂଚନା ମିଳିଛି। ମୃତ ଦୁଇ ଶ୍ରମିକ ହେଲେ ସ୍ଥାନୀୟ ମହାଲୁଣ୍ଡା ପଞ୍ଚାୟତ ଅନ୍ତର୍ଗତ…