Latest Odisha News

BREAKING NEWS

Yearly Archives

2025

ଟ୍ରାକ୍ଟର ଧକ୍କାରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ: ମୁଖ୍ୟମନ୍ତ୍ରୀ ପ୍ରଦାନ କଲେ ୪ଲକ୍ଷ ଅନୁକମ୍ପା ରାଶି

ଭୁବନେଶ୍ବର: ସମ୍ବଲପୁରରେ ସଡ଼କ ଦୁର୍ଘଟଣାରେ ଜଣେ ନବମ ଶ୍ରେଣୀର ଛାତ୍ର ପ୍ରାଣ ହରାଇଥିବା ବିଷୟରେ ଜାଣି ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ବର୍ଗଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ…

ଦେଶର ସବୁଠାରୁ ଦୀର୍ଘ ରେଳ ସୁଡ଼ଙ୍ଗ ନିର୍ମାଣ; ୨ଘଣ୍ଟାରେ ଋଷିକେଶରୁ କର୍ଣ୍ଣପ୍ରୟାଗ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ପାହାଡ଼ି ଅଞ୍ଚଳରେ ଏହି ପ୍ରକଳ୍ପରେ TBM(Tunnel Boring Machine)ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଛି । ଯୋଗ ସହର ଋଷିକେଶରୁ ତପୋ ସହର କର୍ଣ୍ଣପ୍ରୟାଗ ଯାତ୍ରା ଏବେ ମାତ୍ର ଦୁଇ ଘଣ୍ଟାରେ ସମାପ୍ତ ହେବାକୁ ଯାଉଛି । ଦେବଭୂମିରେ ଭାରତୀୟ ରେଳବାଇ ଦେଶର…

ପ୍ରଜନନ ପାଇଁ ଓଡିଶାରୁ ୪୫୦୦ କିଲୋମିଟର ଯାତ୍ରା କଲା କଇଁଛ

ଭୁବନେଶ୍ୱର: କଇଁଛଙ୍କ ପ୍ରଜନନକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସମ୍ମୁଖକୁ ଆସିଛି । ଗୋଟିଏ କଇଁଛ ପ୍ରଜନନ ପାଇଁ ୪୫୦୦ କିଲୋମିଟର ଯାତ୍ରା କରିଛି । ମହାରାଷ୍ଟ୍ରର ବନ ବିଭାଗ କର୍ମଚାରୀ ରତ୍ନଗିରି ନିକଟ ସମୂଦ୍ରକୂଳରେ ଗୋଟିଏ କଇଁଛ ୧୨୫ ଅଣ୍ଡା ଦେଇଥିବା ଦେଖିବାକୁ ପାଇଥିଲେ । ଏହି ଅଲିଭ ରିଡଲେ…

ଏଥର ଚନ୍ଦନ ଯାତ୍ରାରେ ଫୁଟିବନି ବାଣ, ରହିବ ଇନ୍‌ସୁରାନ୍ସ ବ୍ୟବସ୍ଥା

ପୁରୀ: ଏପ୍ରିଲ ୩୦ ତାରିଖ ଦିନ ପାଳନ ହେବ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ  ହେବ , ଏଥିସହ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଗତବର୍ଷ ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣକୁ…

ପୁଅ ଦେଖିଲା ମା’ର ବିବାହ, ସାରା ଦେଶରେ ଚହଳ ପକାଇଲା ବିଜେପି ନେତାଙ୍କ ବିବାହ!

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ। ହଠାତ ମୁର୍ଶିଦାବାଦ ହିଂସା ଖବର ବଦଳରେ ବିଜେପି ନେତାଙ୍କ ବିବାହ ଖବର ଏବେ ଚର୍ଚ୍ଚାରେ । ବିଜେପିର ଜଣାଶୁଣା ନେତା ତଥା ପୂର୍ବତନ ସାଂସଦ ଦିଲୀପ ଘୋଷ (୬୦)ଙ୍କ ବାହାଘର ଖବର ବୁଧବାର ଦିନ ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା…

ବାବୁଙ୍କ ହୋଲି ପାର୍ଟିର ବିଲ୍ ଲକ୍ଷେ ପାର୍, ଅଡ଼ୁଆରେ କଂଗ୍ରେସ ସରକାର!

ଧର୍ମଶାଳା: ବାବୁଙ୍କ ହୋଲି ପାର୍ଟି । ତା' ପୁଣି ସରକାରୀ ପଇସାରେ । ଯାହାର ବିଲ୍ ଦେଖିଲେ ଆପଣ ବି ହେବେ ତାଜୁବ । ହିମାଚଳ ପ୍ରଦେଶର ମୁଖ୍ୟ ସଚିବ ପ୍ରବୋଧ ସାକ୍ସେନାଙ୍କ ଦ୍ୱାରା ଆୟୋଜିତ ଏକ ହୋଲି ଉତ୍ସବ ଏବେ ରାଜ୍ୟରେ ବିବାଦର କେନ୍ଦ୍ରବିନ୍ଦୁ ହୋଇଛି। ଶିମଲାର ହିମାଚଳ ଟୁରିଜମ ପରିଚାଳିତ…

ମେ’୧ରୁ ବନ୍ଦ ହେବ ଫାସ୍‌ଟ୍ୟାଗ୍, ଜାଣନ୍ତୁ କଣ ରହିଛି ନୂଆ ନିୟମ..

ନୂଆଦିଲ୍ଲୀ: ଆସନ୍ତା ମାସ ଅର୍ଥାତ୍‌ ମେ ’ ୧ରୁ ସାରା ଦେଶରେ ରାଜପଥରେ ଟୋଲ୍ ଆଦାୟ ପଦ୍ଧତିରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ସାଟେଲାଇଟ-ଆଧାରିତ ଟୋଲିଂ ସିଷ୍ଟମ ୧ ମଇ, ୨୦୨୫ ରୁ ଆରମ୍ଭ ହେବ। ଏହି ସିଷ୍ଟମ ପୂର୍ବରୁ ଥିବା FASTag-ଆଧାରିତ ଟୋଲ ସଂଗ୍ରହ ସିଷ୍ଟମକୁ ବଦଳାଇବ। ଏଥିରେ…

ଫରଚ୍ୟୁନର ଭଳି ଦୌଡିବ ଟିଭିଏସର ଏହି ଗାଡ଼ି…

ନୂଆଦିଲ୍ଲୀ: ଟିଭିଏସ ମୋଟର କମ୍ପାନୀ  ଏହାର ସୁପର ପ୍ରିମିୟମ୍ ମୋଟରସାଇକେଲ୍ ଆପାଚି RR310 ର 2025 ସଂସ୍କରଣ ଲଞ୍ଚ କରିଛି। ନୂତନ ସଂସ୍କରଣର ପ୍ରାରମ୍ଭିକ ଏକ୍ସ-ଶୋ’ରୁମ୍ ମୂଲ୍ୟ ₹୨,୭୭,୯୯୯ ଲକ୍ଷ। ଏହି ବାଇକ୍‌ ଏସିଆ ରୋଡ୍‌ ରେସିଂ ଚାମ୍ପିଅନସିପ୍‌ (ARRC)ରେ 1:49.742 ସେକେଣ୍ଡ ଲାପ୍‌…

ରାଷ୍ଟ୍ରପତିଙ୍କ ଅଧିକାର ନେଇ ସୁପ୍ରିମକୋର୍ଟଙ୍କ ରାୟ: ଉପରାଷ୍ଟ୍ରପତିଙ୍କ ନାପସନ୍ଦ, ପ୍ରଶ୍ନ କଲେ କପିଲ ଶିବଲ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସୁୁପ୍ରିମକୋର୍ଟଙ୍କ ଦ୍ୱାରା ରାଷ୍ଟ୍ରପତିଙ୍କ କ୍ଷମତାକୁ ନେଇ ଦିଆଯାଇଥିବା ରାୟକୁ ବିରୋଧ ପ୍ରକାଶ କରିଛନ୍ତି। ଏବେ ବରିଷ୍ଠ ଆଇନଜୀବୀ ତଥା ସାଂସଦ କପିଲ ଶିବଲ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି। ଯଦି…

ବେଆଇନ୍ ଖଣି ଖନନ: ଘଟଣାସ୍ଥଳରେ ମନ୍ତ୍ରୀ, ବିଭାଗୀୟ ଅଧିକାରୀଙ୍କ ଉପରେ ସନ୍ଦେହ!

ସୁନ୍ଦରଗଡ଼: ଜିଲ୍ଲାରେ ଅବୈଧ କୋଇଲା ଖଣି ଖନନ ଅଭିଯୋଗକୁ ନେଇ ଓଡ଼ିଶା ସରକାର ଏକ କଡ଼ା ତଦନ୍ତ ଆରମ୍ଭ କରିଛନ୍ତି। ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଶୁକ୍ରବାର ହେମଗିରି ବ୍ଲକର ଗୋପାଳପୁର ଅଞ୍ଚଳ ପରିଦର୍ଶନ…