Latest Odisha News

BREAKING NEWS

Yearly Archives

2025

ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା, ଟପ ମାଓନେତା ହିଡ଼ମାର ବଙ୍କର ଠାବ

ବିଜାପୁର: ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା। ଛତିଶଗଡ଼ର ବିଜାପୁରରେ ଟପ୍ ମାଓନେତା ହିଡ଼ମାର ବଙ୍କର ଠାବ। ବିଜାପୁରରେ ଟପ ମାଓନେତା ହିଡ଼ମାର କଂକ୍ରିଟ ଓ ଇଟାରେ ନିର୍ମିତ ବଙ୍କରକୁ ଖୋଜି ବାହାର କରିଛନ୍ତି ସୁରକ୍ଷାବାହିନୀ। ପ୍ରଥମଥର ପାଇଁ ଏଭଳି କଂକ୍ରିଟରେ ନିର୍ମିତ ମାଓ ବଙ୍କର ଠାବ…

ଆଇପିଏଲ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିବେ କି ପ୍ୟାଟ କୁମିନ୍ସ

ହାଇଦ୍ରାବାଦ: ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦର ଷ୍ଟାର ଖେଳାଳି ପ୍ୟାଟ କୁମିନ୍ସ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିବେ ବୋଲି ଖବର ପ୍ରକାଶ ପାଇଛି । ଅବଶ୍ୟ କୁମିନ୍ସ କିମ୍ବା ହାଇଦ୍ରାବାଦ ଫ୍ରାଂଚାଇଜ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ । କୁମିନ୍ସଙ୍କ ପତ୍ନୀ ବେକୀ…

ଗାଡିର ବେଗ ନିୟନ୍ତ୍ରଣ ସାଙ୍ଗକୁ ଦୁର୍ଘଟଣା ରୋକିବାକୁ କେନ୍ଦ୍ର ସରକାରଙ୍କ ନୂଆ ପଦକ୍ଷେପ

ନୂଆଦିଲ୍ଲୀ: ସଡ଼କ ସୁରକ୍ଷାକୁ ମଜବୁତ କରିବା ଓ ଟ୍ରାଫିକ ନିୟମ ପାଳନକୁ ବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ଗାଡ଼ିର ବେଗ ମାପିବା ପାଇଁ ରାଡାର ଉପକରଣ ସମ୍ପର୍କିତ ନୂତନ ନିୟମାବଳୀ ଜାରି କରିଛନ୍ତି। ଏହି ନିୟମ ଅନୁଯାୟୀ, ସମସ୍ତ ରାଡାର-ଆଧାରିତ ବେଗ ମାପ ଉପକରଣକୁ ଲିଗାଲ…

ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ! କୋରାପୁଟ ଜିଲ୍ଲାପାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ହାତରୁ ମିଳିବ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ! କୋରାପୁଟ ଜିଲ୍ଲା ୨୦୨୪ ବର୍ଷ ପାଇଁ ପ୍ରଧାନମନ୍ତ୍ରୀଙ୍କଠାରୁ ପ୍ରଦାନ କରାଯାଉଥିବା ‘ଉତ୍କର୍ଷତା ପୁରସ୍କାର’ ପାଇଁ ମନୋନୀତ ହୋଇଛି। ‘ଜିଲ୍ଲାଗୁଡ଼ିକର ସାମଗ୍ରିକ ବିକାଶ’ ଶ୍ରେଣୀରେ ଏହି ସମ୍ମାନ ମିଳିଥିବା ବେଳେ, ଜିଲ୍ଲାର ପ୍ରଶାସନିକ…

ପୁରୀ ରଥଯାତ୍ରା ଶୃଙ୍ଖଳିତ କରିବାକୁ ଗୁରୁତ୍ବପୂର୍ଣ୍ଣ ବୈଠକ: ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ ଉପରେ ଅଧିକ ଫୋକସ୍

ଭୁବନେଶ୍ୱର: ଚଳିତ ବର୍ଷ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା…

ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ

ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରେ ଗଲେ ବରିଷ୍ଠ ପ୍ରଶାସକ ନିକୁଞ୍ଜ ବିହାରୀ ଧଳ । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ଧଳଙ୍କୁ ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତି ମିଳିଛି । ୧୯୯୩ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଶ୍ରୀ ଧଳ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ। ସେ…

ଛୋଟ ପିଲା ଛାତିରେ ପଶିଗଲା ରଡ, ଜୀବନ ସହ କରୁଛି ସଂଘର୍ଷ

ଭୁବନେଶ୍ୱର: ରାଜଧାନୀସ୍ଥିତ ଆଇଆରସି ଭିଲେଜ ଅଞ୍ଚଳରେ ଶୁକ୍ରବାର ଏକ ହୃଦୟବିଦାରକ ଘଟଣା ଘଟିଛି। ମାତ୍ର ୧୩ ବର୍ଷ ବୟସର ସୋହନ ଦିଗଲ ନାମକ ଜଣେ ନାବାଳକ ଛାତରୁ ଖସି ଏକ ଲୁହା ଗ୍ରିଲ ଉପରେ ପଡ଼ିଯିବାରୁ ଗୁରୁତର ଆହତ ହୋଇଛି। ସେ ଛାତ ଉପରେ ନିଜ ସ୍କୁଲ ୟୁନିଫର୍ମ ଆଣିବାକୁ ଚେଷ୍ଟା କରୁଥିବା…

ପୁଣି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ, ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ

ରାଉରକେଲା: ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ। ବାଇକ୍‌ରେ ୨ CRPF ଯବାନ ଆସୁଥିବା ବେଳେ ବିସ୍ଫୋରଣ ହୋଇଛି। IED ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ୨ ଯବାନ। ସୂଚନା ଅନୁସାରେ ଝାଡ଼ଖଣ୍ଡର ସିଆରପିଏଫ କ୍ୟାମ୍ପରେ ମହୁମାଛି ଆକ୍ରମଣରେ ଯବାନ ଆହତ ହୋଇଥିଲେ। ଯବାନଙ୍କୁ ଚିକିତ୍ସା ପାଇଁ…

କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର। ଓଡ଼ିଶା ସରକାର ଆଗାମୀ ପାଞ୍ଚ ବର୍ଷରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ୪,୧୨୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର କେନ୍ଦୁଝରର…

ଥମୁନି ଯାତ୍ରା କଳି: ବାପି ପଣ୍ଡାଙ୍କୁ କ୍ଷମା ମାଗିବାକୁ ଦାବି କଲେ ଯାତ୍ରା ମାଲିକ

ଭୁବନେଶ୍ୱର: ଓଡ଼ିଶାରେ ଯାତ୍ରା କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। କଳାକାର ଓ ଯାତ୍ରା ପାର୍ଟି ମାଲିକମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ଯାତ୍ରା ମାଲିକମାନେ କଳାକାରମାନଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଶୁକ୍ରବାର ସୁଦ୍ଧା କ୍ଷମା ନ ମାଗିଲେ…