Latest Odisha News

BREAKING NEWS

Yearly Archives

2025

ଏପ୍ରିଲ ୨୫ରେ ରିଲିଜ ହେବ ଓଡ଼ିଆ ଫିଲ୍ମ ‘ରାକେଟ’

ଭୁବନେଶ୍ବର: ଏପ୍ରିଲ ୨୫ରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ସିନେମା 'ରାକେଟ'। ଶ୍ରୀ ମୋସନ ପିକ୍ଚର୍ସ ନିବେଦିତ ଏହି ଚଳଚ୍ଚିତ୍ରର ପ୍ରଯୋଜକ ଅଛନ୍ତି ଶ୍ରୀଲେଖା ପଣ୍ଡା। ନିର୍ଦ୍ଦେଶନା ଦେଇଛନ୍ତି ଜଣାଶୁଣା ଯୁବ ନିର୍ଦ୍ଦେଶକ ସଂଗ୍ରାମ ମହାନ୍ତି। କାହାଣୀ ରଚନା କରିଛନ୍ତି ହେମନ୍ତ ପାତ୍ର ।…

ଗୋଆରେ ପ୍ରଦର୍ଶିତ ହେବ ଓଡ଼ିଆ ଫିଲ୍ମ ‘ଲଢେଇ’

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ବଡ ଖୁସି ଖବର।ଦେବାଶିଷ ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର 'ଲଢେଇ' ଆଗାମୀ ଦିନରେ ଗୋଆରେ ପ୍ରଦର୍ଶିତ ହେବାକୁ ଯାଉଛି। ଗୋଆ ସରକାର ଏକଥା ସ୍ପଷ୍ଟ କରିଛନ୍ତି। ନିକଟରେ ଗୋଆ ଓଡ଼ିଆ ସମାଜ ଏବଂ ଗୋଆ…

ମାସକ ମଧ୍ୟରେ ସରିବ ପୁରୀ ଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାର ମରାମତି କାମ

ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରର ମରାମତି ଏବଂ ସଂରକ୍ଷଣ ଏକ ମାସ ମଧ୍ୟରେ ସମାପ୍ତ ହେବ। ଏନେଇ ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଶୁକ୍ରବାର ସୂଚନା ଦେଇଛନ୍ତି। "ମନ୍ଦିର ପ୍ରଶାସନ ଏବଂ ଏଏସଆଇ କାର୍ଯ୍ୟର ଶୀଘ୍ର ସମାପ୍ତି ପାଇଁ ସମସ୍ତ ପ୍ରୟାସ କରୁଛନ୍ତି।…

ଖରାଛୁଟିରେ ପିଲାଙ୍କୁ ଦିଆଯିବ ହୋମୱାର୍କ, ହ୍ୱାଟସ୍‌ଆପ୍‌ ଜରିଆରେ ଶିକ୍ଷଣ କାର୍ଯ୍ୟ ପଠାଇବେ ଶିକ୍ଷକ

ଭୁବନେଶ୍ୱର: ଆସନ୍ତା ମେ’ ୬ ତାରିଖରୁ ସମସ୍ତ ସ୍କୁଲ ଖରା ଛୁଟି ହେବା ନେଇ ଘୋଷଣା ହୋଇସାରିଛି। ମେ ୬ ତାରିଖରୁ ଜୁନ ୧୯ ତାରିଖ ଯାଏଁ ଖରା ଛୁଟି ପାଇଁ ବନ୍ଦ ରହିବ ସ୍କୁଲ। ଏନେଇ ଗଣଶିକ୍ଷା ବିଭାଗର କ୍ୟାଲେଣ୍ଡର ପ୍ରକାଶ ପାଇଛି। ହେଲେ ଏହି ସମୟରେ ପିଲାଙ୍କୁ ଦିଆଯିବ ଗୃହକାର୍ଯ୍ୟ (ହୋମୱାର୍କ)।…

ନରମ ପଡିଲା ବିସିସିଆଇ: ଖେଳାଳି ସଫଳତାର ମଉଜ ଭଲ ଭାବେ କରିପାରିବେ

ଲକ୍ଷ୍ନୌ: ଲକ୍ଷ୍ନୌ ସୁପର ଜ୍ୟାଂଟସର ସ୍ପିନର ଦିଗଭେଶ ରାଠୀ ଚଳିତ ଆଇପିଏଲରେ ପ୍ରଭାବୀ ବୋଲିଂ ପ୍ରଦର୍ଶନ ଜାରୀ ରଖିଛନ୍ତି । ତେବେ ସେ ୱିକେଟ ନେବା ପରେ ସଫଳତାର ମଉଜ ନିଜସ୍ୱ ଶୈଳୀରେ କରିଥାନ୍ତି । ଏଥିପାଇଁ ୨ ଥର ଦଣ୍ଡିତ କରାଯାଇଛି । ଏହା ସତ୍ୱେ ରାଠୀ ତାଙ୍କ ଶୈଳୀରେ ସାମାନ୍ୟ ପରିବର୍ତନ…

ଆମେରିକାରେ ଆୟୋଜିତ ହେବ ବିଶ୍ୱର ପ୍ରଥମ ଶୁକ୍ରାଣୁ ରେସ

ଲସ ଆଞ୍ଜେଲ୍ସ: ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ଆମେରିକା ପ୍ରଥମ ଥର ପାଇଁ ପୁରୁଷଙ୍କ ଶୁକ୍ରାଣୁକୁ ନେଇ ଏକ ରେସର ଆୟୋଜିତ କରିବାକୁ ଯାଉଛି । ଲସ ଆଞ୍ଜେଲ୍ସରେ ୨୦ ସେଂଟିମିଟର ଲମ୍ବ ମାଇକ୍ରୋସ୍କୋପିକ ଟ୍ରାକରେ ଏହି ରେସ ଆୟୋଜିତ ହେବ । ଏହାର ସିଧା ପ୍ରସାରଣ ଦର୍ଶକମାନେ ଦେଖିପାରିବେ । ଏହି…

ଆସନ୍ତାକାଲି ନବମ ଥର ପାଇଁ ସଭାପତି ଭାବେ ଦାୟିତ୍ୱ ନେବେ ନବୀନ

ଭୁବନେଶ୍ୱର: ଆସନ୍ତାକାଲି ନବମ ଥର ପାଇଁ ସଭାପତି ଦାୟିତ୍ୱ ନେବେ ନବୀନ। ଏହି ଦାୟିତ୍ଵ ନେବା ପରେ ଦଳକୁ କି ଆହ୍ଵାନ ଦେବେ ତାହା ଉପରେ ସମସ୍ତଙ୍କର ନଜର। ତେବେ ଦଳକୁ କ’ଣ ଉପଦେଶ ଦେବେ ନବୀନ? ନବୀନ ପଟ୍ଟନାୟକ ବିଜେଡି ନେତା ଓ କର୍ମୀଙ୍କୁ କି ବାର୍ତ୍ତା ଦେବେ ତାହା ଉପରେ ଏବେ ସମସ୍ତଙ୍କର ନଜର…

ଭଗବଦ୍ ଗୀତା ଓ ନାଟ୍ୟଶାସ୍ତ୍ରକୁ ମିଳିଲା ୟୁନେସ୍କୋ ସମ୍ମାନ

ନୂଆଦିଲ୍ଲୀ: ଭାରତୀୟ ମାନଙ୍କ ପାଇଁ ଖୁସି ଓ ଗର୍ବର ମୁହୁର୍ତ୍ତ।ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ଭଗବଦ୍ ଗୀତା ଏବଂ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରକୁ ସାମିଲ କରାଯାଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଖୁସି ପ୍ରକାଶ କରିବା ସହ କହିଛନ୍ତି ଯେ ଏହା ବିଶ୍ୱର ପ୍ରତ୍ୟେକ…

ଆଜି ଓଡ଼ିଶାରେ ବ୍ୟାଙ୍କ୍ ବନ୍ଦ ନା ଖୋଲା?

ଭୁବନେଶ୍ୱର: ଚଳିତ ବର୍ଷ ଗୁଡ ଫ୍ରାଇଡେ ୧୮ ଏପ୍ରିଲରେ ପଡୁଅଛି। ତେଣୁ ଏହି ଅବସରରେ ଓଡିଶା ସମେତ ଅନେକ ରାଜ୍ୟର ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କର କ୍ୟାଲେଣ୍ଡରରେ ଗୁଡଫ୍ରାଇଡେକୁ  ଅଧିକାଂଶ ରାଜ୍ୟରେ ଛୁଟିଦିନ ଭାବରେ ସାମିଲ କରାଯାଇଛି। ତେବେ ଏଥିମଧ୍ୟରେ ତ୍ରିପୁରା,…

୩୫ଟି ଫିକ୍ସ ଡୋଜ୍ ଔଷଧ ଉପରେ କଟକଣା ଲଗାଇଲେ ସରକାର 

ନୂଆଦିଲ୍ଲୀ: ଦେଶରେ ୩୫ଟି ଔଷଧର ଉତ୍ପାଦନ, ବିକ୍ରୟ ଏବଂ ବଣ୍ଟନକୁ ନିଷିଦ୍ଧ କରାଯାଇଛି। ଯେଉଁଥିରେ ଏକ ନିଶ୍ଚିତ ପରିମାଣର ଔଷଧ ଉତ୍ପାଦନ ମିଶ୍ରଣ କରାଯାଉଛି। ଏହି ସବୁ ଔଷଧକୁ ବିନା ଅନୁମତିରେ ବିକ୍ରି କରାଯାଉଥିବା ବେଳେ ଏସବୁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଉଛି। ଏପରି…