ବର୍ଷାରେ ଭିଜୁଛି ଟୁଇନସିଟି ଭୁବନେଶ୍ବର-କଟକ
ଭୁବନେଶ୍ୱର: ସକାଳୁ ସକାଳୁ ହଠାତ୍ ଘୋଟିଆସିଲା କଳାହାଣ୍ଡିଆ ମେଘ। ବର୍ଷାରେ ଭିଜୁଛି ଟୁଇନସିଟି ଭୁବନେଶ୍ବର-କଟକ। ସୃଷ୍ଟି ହେଲା ସନ୍ଧ୍ୟାର ଭ୍ରମ । କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହୁଛି ।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)…