୨୨ ନକ୍ସଲ ଗିରଫ; ବିସ୍ଫୋରକ ଜବତ
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରୁ ୨୨ ଜଣ ନକ୍ସଲ ଗିରଫ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ୪ ଲକ୍ଷର ପୁରସ୍କାର ମଧ୍ୟ ରହିଥିଲା। ନକ୍ସଲଙ୍କ ଠାରୁ ଟିଫିନ ବୋମା, ଡିଟୋନେଟର, ଜିଲୋଟିନ, ବିଦ୍ୟୁତ ତାର ଇତ୍ୟାଦି ଜବତ କରାଯାଇଛି।
ଗିରଫ ହୋଇଥିବା ନକ୍ସଲମାନଙ୍କ ମଧ୍ୟରେ…