Latest Odisha News

BREAKING NEWS

Yearly Archives

2025

ହିନ୍ଦୁଙ୍କଠୁ ଆମେ ସମ୍ପୂର୍ଣ୍ଣ ଭିନ୍ନ: ପାକିସ୍ତାନ ସେନା ମୁଖ୍ୟ 

କରାଚୀ: ଆମର ପୂର୍ବପୁରୁଷମାନେ ଭାବୁଥିଲେ ଯେ ଆମେ ପ୍ରତ୍ୟେକ ଦୃଷ୍ଟିକୋଣରୁ ହିନ୍ଦୁମାନଙ୍କଠାରୁ ଭିନ୍ନ, ଆମର ରୀତି, ଆମର ଧର୍ମ, ଆମର ଚିନ୍ତାଧାରା, ସବୁକିଛି ସେମାନଙ୍କଠାରୁ ଭିନ୍ନ। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ସୟଦ ଅସୀମ ମୁନିର ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଭାରତ ଏବଂ…

କୋଟି କୋଟି ଲୋକଙ୍କୁ ପିଏମ୍ ଏସି ସ୍କିମରେ ମିଳିବ ଫାଇଦା, ପ୍ରତି ମାସରେ ସଞ୍ଚୟ ହେବ ଟଙ୍କା..

ନୂଆଦିଲ୍ଲୀ: ପ୍ରତିବର୍ଷ ଗରମ ମାତ୍ରା ବୃଦ୍ଧି ପାଉଛି ଯାହା ଫଳରେ ଏୟାର କଣ୍ଡିସନର (ଏସି) ର ବିକ୍ରୟ ମଧ୍ୟ ବୃଦ୍ଧି ପାଉଛି । ଏବେ ସଦ୍ୟତମ ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୨୧-୨୨ ମସିହାରେ ୮୪ ଲକ୍ଷ ଏସିର ବିକ୍ରି ହୋଇଥିଲା, ଯାହା ୨୦୨୩-୨୪ ମସିହାରେ ୧.୧ କୋଟିକୁ ବୃଦ୍ଧି ପାଇଛି…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

ଅନୁଗୁଳ: ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ ଗିରଫ। ଗତକାଲି ରାମଚନ୍ଦ୍ର ଶତପଥୀଙ୍କ ବାସଭବନ ଓ କାର୍ଯ୍ୟାଳୟରେ ରେଡ୍ କରିଥିଲା ଭିଜିଲାନ୍ସ। ଏକକାଳୀନ ୮ଟି ସ୍ଥାନରେ ଚଢାଉ କରାଯାଇଥିଲା।…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ଜୁଲାଇରେ ତାଣ୍ଡବ ରଚିବ ଭୟଙ୍କର ସୁନାମି 

ଟୋକିଓ: ଜାପାନର ବାବା ଭେଙ୍ଗା ରିଓ ତାତ୍ସୁକିଙ୍କ ଭବିଷ୍ୟବାଣୀ ଅନୁଯାୟୀ ୨୦୨୫ ମସିହାରେ ଜାପାନ ଭୟଙ୍କର ସୁନାମିର ସାମ୍ନା କରିବ ଦେଶ। ଏହା ପରେ ସମସ୍ତେ ଭୟଭୀତ ହୋଇପଡ଼ିଛନ୍ତି। କାରଣ ଜାପାନ ପୂର୍ବରୁ ମାର୍ଚ୍ଚ ୨୦୧୧ ମସିହାରେ ଏକ ଭୟଙ୍କର ଭୂମିକମ୍ପ ଏବଂ ସୁନାମିକୁ ସାମ୍ନା କରିଛି…

ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ତିନୋଟି ନୂଆ ବାଟାଲିଅନ ଗଠନ କରିଛନ୍ତି। ଏଥିରେ ମୁଖ୍ୟତଃ ପୂର୍ବତନ ଆର୍ମି ଓ ନାଭିର ସୈନିକ ଏବଂ କେନ୍ଦ୍ରୀୟ ସଶକ୍ତ ପୋଲିସ ବାହିନୀର କର୍ମଚାରୀମାନେ ନିଯୁକ୍ତ ହୋଇଥାନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି…

ପୁଣି ବଢ଼ିଲା ସୁନା ଦର, କିଛି ଦିନ ଭିତରେ ଟପିଯିବ ଲକ୍ଷେ!

ଭୁବନେଶ୍ୱର: ହୁ ହୁ ହେଇ ବଢ଼ି ଚାଲିଛି ସୁନା ଦର । ରୋକିବା ନାଁ ଧରୁନି କି ଦର କମିବାରେ ବି କୌଣସି ସଂକେତ ବି ଦେଖାଯାଉନାହିଁ । ଲାଗୁଛି ଆଉ ଦୁଇ କି ୩ ଦିନ ମଧ୍ୟରେ ସୁନା ଦର ଲକ୍ଷେ ପାର୍ କରିବ। ତେଣୁ ଗ୍ରାହକଙ୍କୁ ସୁନା କିଣିବାକୁ ଡର ଲାଗୁଛି। ଆଜି ପୁଣି ସୁନା ଦରରେ ପରିବର୍ତ୍ତନ…

ସୁଧୁରିବ ଟ୍ରାଫିକ୍ ସମସ୍ୟା; ୨ ହଜାର ନୂଆ ପଦବୀ ସୃଷ୍ଟି

ଭୁବନେଶ୍ୱର: ରାଜ୍ୟରେ ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଟ୍ରାଫିକ୍ ଶାଖାରେ ୨ ହଜାର ନୂତନ ପଦବୀ ସୃଷ୍ଟି କରିବା ପାଇଁ ଅନୁମୋଦନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟସ୍ତରୀୟ…

ଜାଭେଲିନ ଥ୍ରୋୟର ନୀରଜ ଜିତିଲେ ପୋଟଚେଫଷ୍ଟ୍ରୁମ ଆମନ୍ତ୍ରଣୀୟ ଟ୍ରାକ ପ୍ରତିଯୋଗିତା

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଦକ୍ଷିଣ ଆଫ୍ରିକାର ପୋଟଚେଫଷ୍ଟ୍ରୁମ ଆମନ୍ତ୍ରଣୀୟ ଟ୍ରାକ ପ୍ରତିଯୋଗିତାରେ ବିଜୟ ହାସଲ କରିଛନ୍ତି । ସେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଏବେ ବି ୯୦ ମିଟର ଦୂରତା ଛୁଇଁ ପାରି ନାହାନ୍ତି । ୨ ଥର ଅଲିମ୍ପିକ ବିଜେତା ନୀରଜ ୱାର୍ଲ୍ଡ…

କୋଚିଂ ଷ୍ଟାଫଙ୍କୁ ହଟାଇଲା ବିସିସିଆଇ: ରିପୋର୍ଟ

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ଖରାପ ପ୍ରଦର୍ଶନ ଏବଂ ଡ୍ରେସିଂ ରୁମ କଥା ଲିକ ହେବା ଘଟଣାରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରିପୋର୍ଟ ମୁତାବକ ବିସିିସିଆଇ ୩ଜଣ ସହାୟକ କୋଚିଂ ଷ୍ଟାଫଙ୍କୁ ହଟେଇ ଦେଇଛି । ସେମାନେ ହେଲେ ଅଭିଷେକ…

ପିତାମାତାଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କଲେ ମିଳିବନି ପୋଲିସ ସୁରକ୍ଷା, ଆହ୍ଲାହାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ : ପିତାମାତାଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କଲେ ମିଳିବନି ପୋଲିସ ସୁରକ୍ଷା। ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଆହ୍ଲାହାବାଦ ହାଇକୋର୍ଟ। କୋର୍ଟ କହିଛନ୍ତି ଯଦି ସେମାନଙ୍କ ଜୀବନ ଓ ସ୍ୱାଧୀନତା ଉପରେ ପ୍ରକୃତ ବିପଦ ରହିଛି, ତେବେ କୋର୍ଟ ସୁରକ୍ଷା ପ୍ରଦାନ କରିପାରିବେ। ଏହି…