Latest Odisha News

BREAKING NEWS

Yearly Archives

2025

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କାଲି ହେବ ରମାକାନ୍ତ ରଥଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ଆଉ ନାହାନ୍ତି ଶ୍ରୀରାଧା’ର ସ୍ରଷ୍ଟା ତଥା ପ୍ରଖ୍ୟାତ ସାହିତ୍ୟିକ ରମାକାନ୍ତ ରଥ। ୯୧ ବର୍ଷ ବୟସରେ ତାଙ୍କର ଭୁବନେଶ୍ୱର ଖାରବେଳନଗର ସ୍ଥିତ ବାସଭବନରେ ଦେହାନ୍ତ ହୋଇଛି। ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଏନେଇ…

ତାମିଲନାଡୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ମୃତ୍ୟୁ ମୁହଁରେ ଓଡିଆ ଯୁବକ

କୋଏମ୍ବାଟୁର: କାମ ଖୋଜିବା ପାଇଁ ଯାଇଥିଲେ ତାମିଲନାଡୁ । କିନ୍ତୁ ସେ କଣ ଜାଣିଥିଲେ ସେଠାକୁ ଯିବା ମାତ୍ରେ ତାଙ୍କର ଏପରି ଅବସ୍ଥା ହେବ । ତାମିଲନାଡୁରେ ଓଡିଆ ଯୁବକଙ୍କ ଦୟନୀୟ ଦୁର୍ଘଟଣା । ବାଇକ ସହ ଜଳିଗଲେ ଓଡିଆ ଯୁବକ । ଯୁବକ ଜଣଙ୍କ ହେଉଛନ୍ତି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ବ୍ଲକ…

ସଫା ହେଲା ଭାରତର ଶତ୍ରୁ ଆତଙ୍କୀ ଅବୁ କତାଲ; ତୀର୍ଥଯାତ୍ରୀ ବସ ଉପରେ କରିଥିଲା ଆକ୍ରମଣ

ନୂଆଦିଲ୍ଲୀ: ଲସ୍କର-ଏ-ତୈବା ଆତଙ୍କବାଦୀ ଅବୁ କତାଲ ସିଂଘି କୁ ହତ୍ୟା । ଗତ ଶନିବାର ବିଳମ୍ବିତ ରାତିରେ ପାକିସ୍ତାନରେ ହତ୍ୟା ହୋଇଥିବା ସୂଚନା ମିଳିଛି । ୨୬/୧୧ ମୁମ୍ବାଇ ଆଟାକ୍ ମାଷ୍ଟରମାଇଣ୍ଡ ହାଫିଜ୍ ସଇଦର ଘନିଷ୍ଠ ଅବୁ କତାଲ ଏନଆଇଏର ମୋଷ୍ଟ୍ ଓ୍ବାଣ୍ଟେଡ୍ ଥିଲା । ଜମ୍ମୁ-କଶ୍ମୀରରେ…

ସୁନସୁନିଆ ଶାଗ ଖାଇଲେ ବଢେ ଦୃଷ୍ଟିଶକ୍ତି !

ଭୁବନେଶ୍ବର:ଓଡିଆ ଲୋକଙ୍କୁ ଶାଗ ଭାରି ପ୍ରିୟ । ଏଥିସହ ଡାକ୍ତର ମଧ୍ୟ ଶାଗ ଖାଇବାକୁ ପରାମର୍ଶ ଦେଇଥାନ୍ତି । ତେବେ ଅତି ସାଧାରଣ ଲାଗୁଥିବା ଛୋଟଛୋଟ ସୁନସୁନିଆ ଶାଗ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଏହା ପୋଷକତତ୍ତ୍ବରେ ଭରପୂର ଅଟେ । ସୁନସୁନିଆ ଶାଗ ଖାଇଲେ ଶରୀରକୁ ବିଟାମିନ ବି ୧୨ ମିଳେ…

ଆରପାରିରେ ‘ଶ୍ରୀରାଧା’ର ସ୍ରଷ୍ଟା ପଦ୍ମଭୂଷଣ ରମାକାନ୍ତ ରଥ

ଭୁବନେଶ୍ବର: ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ। ୯୦ ବର୍ଷ ବୟସରେ ରମାକାନ୍ତ ରଥ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ଭୋରୁ ଭୁବନେଶ୍ବର ଖାରବେଳନଗର ବାସଭବନରେ ତାଙ୍କର ପରଲୋକ ଘଟିଛି ।୨୦୦୬ରେ ରମାକାନ୍ତ ରଥଙ୍କୁ ଭାରତ ସରକାର ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ସନ୍ଦିଗ୍ଧ…

ସକାଳେ ପ୍ରତିଦିନ ଖାଆନ୍ତୁ ୨ଟି ଗୁଜୁରାତି; ଦେଖିବେ ଚମତ୍କାର..

ଭୁବନେଶ୍ବର: ଗୁଜୁରାତି ଖାଦ୍ୟର ସ୍ବାଦକୁ ବଢେଇ ଦେଇଥାଏ । ତେବେ ଜାଣିଛନ୍ତି କି ଗୁଜୁରାତି ମଧ୍ୟ ଔଷଧୀୟ ଗୁଣରେ ଭରପୂର ଅଟେ । ପ୍ରତିଦିନ ସକାନେ ୨ଟି ଗୁଜୁରାତି ଖାଇଲେ ଅନେକ ଲାଭ ମିଳେ .. -ଏହା ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ । -ପାଣିପାଗର ପରିବର୍ତ୍ତନ କିମ୍ବା ଭୁଲ ଖାଇବା…

ଆଉ ୨ଦିନ ଦିନ ତାତି ପରେ ଆସୁଛି ବର୍ଷା

ଭୁବନେଶ୍ବର: ମାର୍ଚ୍ଚରେ ଟାଇଁ ଟାଇଁ ଖରା । ୪୨ ଟପିଛି ପାରଦ । ୧୮ ତାରିଖ ଯାଏଁ ଏଭଳି ସ୍ଥିତିରୁ ନିସ୍ତାର ମିଳିବ ନାହିଁ । ଏହି ପରିପ୍ରେକ୍ଷୀରେ ଶନିବାରଠାରୁ ୩ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲାରେ ହିଟ୍‌ୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ହେଲେ ଆସନ୍ତା ୧୯, ୨୦ ଓ ୨୧…

ଏହି ବାସ୍ତୁ ଦୋଷ ଥିଲେ ବିଳମ୍ବ ହୁଏ ବିବାହ..

ଭୁବନେଶ୍ବର: ବାସ୍ତୁଶାସ୍ତ୍ରରେ ଘରର ସଠିକ୍‌ ଦିଗ, ସ୍ଥାନ ପ୍ରତି ବିଶେଷ ଧ୍ୟାନ ଦିଆଯାଏ । ଭୁଲ୍‌ ଦିଗରେ ଭୁଲ୍‌ ଜିନିଷ ରଖିଲେ ବାସ୍ତୁ ସମସ୍ୟା ସୃଷ୍ଟି ହେବା ସହ ଜୀବନରେ ବିଭିନ୍ନ ସମସ୍ୟା ଦେଖାଦିଏ । ଘରର ପ୍ରତ୍ୟେକ କୋଣ ଓ ବାସ୍ତୁ ସ୍ଥାନ ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ । ଆହୁରି…

କେଉଁ ପାତ୍ରରେ ମା’ବୃନ୍ଦାବତୀଙ୍କୁ ଜଳ ଅର୍ପଣ କଲେ ମିଳେ ଶୁଭଫଳ..

ଭୁବନେଶ୍ବର: ଆମେ ପ୍ରତିଦିନ ମା'ବୃନ୍ଦାବତୀଙ୍କୁ ଜଳ ଅର୍ପଣ କରିଥାଉ । ମା'ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ସହ ଜଡ଼ିତ ଦେବୀ ତୁଳସୀ । ତେବେ ଜାଣିଛନ୍ତି କି, ସକାଳୁ ସକାଳୁ ତୁଳସୀ ଗଛରେ କେଉଁ ପାତ୍ରରେ ଜଳ ଅର୍ପଣ କରିବା ଉଚିତ୍ । ତମ୍ବା ଧାତୁରେ ନିର୍ମିତ ପାତ୍ରରୁ ତୁଳସୀ ଗଛରେ ଜଳ…

ବିଶ୍ୱର ସବୁଠାରୁ ଛୋଟ ଜେଲ, ରହୁଛନ୍ତି ଦୁଇ କଏଦୀ

ଜେଲ କେତେ ଛୋଟ ହୋଇପାରେ ? ଆଉ ଏଥିରେ କେତେ ଜଣ କଏଦୀ ରହିପାରିବେ । ବିଶ୍ୱରେ ଏମିତି ଏକ ଜେଲ ରହିଛି ଯେଉଁଠି ମାତ୍ର ଦୁଇ ଜଣ କଏଦୀ ସଜା କାଟୁଛନ୍ତି । ଯେତେବେଳେ ବିଭିନ୍ନ ଜେଲ ବିଷୟରେ ଆଲୋଚନା ହୁଏ ସେତେବେଳେ ଦିଲ୍ଲୀର ତିହାର ଜେଲ ଏବଂ ପୁଣେର ୟେରୱାଡ଼ା ଜେଲ କଥା ମନକୁ ଆସିଥାଏ। ଭାରତର ଏହି…