Latest Odisha News

BREAKING NEWS

Yearly Archives

2025

ପାରାଦ୍ବୀପରେ ପ୍ରତିଷ୍ଠା ହେବ ଜାହାଜ ପୁନଃପ୍ରକ୍ରିୟାକରଣ କେନ୍ଦ୍ର

ଭୁବନେଶ୍ବର: ପାରାଦ୍ବୀପ ବନ୍ଦର ନିକଟରେ ପ୍ରତିଷ୍ଠା ହେବ ଜାହାଜ ଭଙ୍ଗା କେନ୍ଦ୍ର। ଜାହାଜ ପୁନଃପ୍ରକ୍ରିୟାକରଣ କେନ୍ଦ୍ର ୪ ହଜାର କୋଟି ଟଙ୍କା ବିନିଯୋଗ କରାଯିବ। ଏହାଦ୍ବାରା ଓଡ଼ିଶାର ସାମୁଦ୍ରିକ ଓ ଶିଳ୍ପ ପରିଦୃଶ୍ୟରେ ପରିବର୍ତ୍ତନ ଆସିବ। ବ୍ୟାପକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ।…

ଆଖି ବୁଜିଲା ଶିମିଳିପାଳର କୁମକି ହାତୀ ‘ମହେନ୍ଦ୍ର’

ବାରିପଦା: ଆଖି ବୁଜିଲା ଶିମିଳିପାଳର କୁମକି ହାତୀ ‘ମହେନ୍ଦ୍ର’ । ୬୬ ବର୍ଷ ବୟସରେ ଚହଲାରେ ‘ମହେନ୍ଦ୍ର’ର ମୃତ୍ୟୁ ହୋଇଛି । ଦୀର୍ଘଦିନ ହେବ ଅସୁସ୍ଥ ଥିଲା ‘ମହେନ୍ଦ୍ର’ । ଅନେକ ଦିନ ଧରି ‘ମହେନ୍ଦ୍ର’ର ଚିକିତ୍ସା ଚାଲିଥିଲା । ଶେଷରେ ଚିକିତ୍ସାଧିନ ଅବସ୍ଥାରେ ମହେନ୍ଦ୍ରର ମୃତ୍ୟୁ ଘଟିଛି ।…

ବ୍ୟାପୁଛ ଲସ୍ ଏଞ୍ଜେଲସ୍ ନିଆଁ, ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି

ୱାସିଂଟନ୍: ବ୍ୟାପୁଛ ଲସ୍ ଏଞ୍ଜେଲସ୍ ନିଆଁ । ଆମେରିକା କାଲିଫର୍ଣ୍ଣିଆରେ ଭୟଙ୍କର ଭାବେ ବ୍ୟାପୁଛି ଜଙ୍ଗଲ ନିଆଁ । ଗୋଟେପଟେ ଲସ୍ ଏଞ୍ଜେଲସ୍‌ର ୨ଟି ଜଙ୍ଗଲରୁ ନିଆଁ ଲିଭାଯାଇଥିବା ବେଳେ ସେପଟେ ଆଉ ୨ଟି ଜଙ୍ଗଲକୁ ବ୍ୟାପିଛି ନିଆଁ । ଜଙ୍ଗଲ ନିଆଁରେ ପୋଡ଼ି ହୋଇ ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି…

ଏସବୁ ଖାଦ୍ୟ ଖାଇବା ପରେ ପାଣି ପିଅନ୍ତୁ ନାହିଁ..

ଭୁବନେଶ୍ବର: ଏମିତି କିଛି ଖାଦ୍ୟ ରହିଛି, ଯାହାକୁ ଖାଇ ସାରିବା ପରେ ପାଣି ପିଇବା କଥା ନୁହେଁ । ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ପ୍ରତିଦିନ ୬ରୁ ୧୦ ଗ୍ଲାସ ପାଣି ପିଇବା ଆବଶ୍ୟକ। କିନ୍ତୁ କିଛି ଖାଇବା ଅଛି ଏହା ପରେ ପାଣି ପିଇଲେ ସ୍ବାସ୍ଥ୍ୟ ପାଇଁ ହାନିକାରକ । - ଜଳୀୟ ଅଂଶ ଥିବା ଫଳ ଯେପରିକି…

ଆରମ୍ଭ ହେଲା ମହାକୁମ୍ଭ, ବୁଡ ପକାଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

ପ୍ରୟାଗରାଜ: ଆଜିଠାରୁ ସଙ୍ଗମ୍ ନଗରୀ ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳା । ୧୪୪ ବର୍ଷ ପରେ ଏହି ଅନନ୍ୟ ଓ ଦିବ୍ୟ ତିଥି ପଡ଼ିଥିବାରୁ ଏହାର ମାହାତ୍ମ ବଢ଼ି ଯାଇଛି। ପୌଷ ପୂର୍ଣ୍ଣିମା ତଥା ଆଜି ଠାରୁ ଆରମ୍ଭ ହୋଇଥିବା ଏହି ମହାକୁମ୍ଭ ଆସନ୍ତା ଫେବୃଆରୀ ୨୬ରେ ସରିବ । ମେଳା ଆରମ୍ଭର ପ୍ରଥମ…

କେଶ ଓ ତ୍ବଚା ପାଇଁ ବେଶ୍ ଲାଭଦାୟକ ଫିଟିକିରି

ଭୁବନେଶ୍ବର: ଫିଟିକିରିରେ ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଫଙ୍ଗଲ୍ ଏବଂ ଆଣ୍ଟି-ବାୟୋଟିକ୍ ଗୁଣ ରହିଛି । ସ୍କିନ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର କରିବାରେ ଫିଟିକିରି ବେଶ୍ ଲାଭଦାୟକ । ଫିଟିକିରି ସହ ଲେମ୍ବୁ ରସ ମିଶିଗଲେ ଏହା ଅନେକ ଉପକାର ଦିଏ । - ଫିଟିକିରି ଏବଂ…

ତାମିଲନାଡୁ ଉପନିର୍ବାଚନ ଲଢିବନି ବିଜେପି: ଅନ୍ନାମଲାଇ

ଚେନ୍ନାଇ: ତାମିଲନାଡୁରେ ଆସନ୍ତା ବର୍ଷ ପ୍ରସ୍ତାବିତ ବିଧାନସଭା ନିର୍ବାଚନ ପୂର୍ବରୁ ଆସନ୍ତା ମାସରେ ହେବାକୁ ଯାଉଥିବା ପୂର୍ବ ଇରୋଡ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବନି ବିଜେପି। ରବିବାର ଏନଡିଏ ତରଫରୁ ଏହି ଘୋଷଣା କରିଛନ୍ତି ବିଜେପି ପ୍ରଦେଶ ସଭାପତି  ଅନ୍ନାମଲାଇ। ରାଜ୍ୟର ମୁଖ୍ୟ…

ସୀମାରେ ଅନୁପ୍ରବେଶକାରୀଙ୍କୁ ମାଡ଼ି ବସିଲେ ଯବାନ, ହାଉସକିପିଂ କାମ ପାଇଁ ଆସୁଥିଲେ ଭାରତ

ନୂଆଦିଲ୍ଲୀ : ବାଂଲାଦେଶରୁ ଭାରତକୁ ପଶିଆସୁଥିଲେ ଅନୁପ୍ରବେଶକାରୀ । ଏହି ସମୟରେ ସୀମାରେ ମୁତୟନ ଥିବା ସୀମା ସୁରକ୍ଷା ବଳ (ବିଏସଏଫ) ମାଡ଼ି ବସିଥିଲେ । ମୋଟ ୨୪ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଧରିଥିଲେ ବିଏସଏଫ ଯବାନ । ଏହାପରେ ସେମାନଙ୍କୁ ପୁଣି ବାଂଲାଦେଶକୁ ଫେରାଇ ଦେଇଥିଲେ ବିଏସଏଫ…

ମହାକୁମ୍ଭ ଯାଉଥିବା ଟ୍ରେନ ଉପରକୁ ପଥରମାଡ଼

ଜଳଗାଓଁ: ଗୁଜରାଟର ପ୍ରୟାଗରାଜ ଯାଉଥିବା ଏକ ଟ୍ରେନରେ ପଥର ମାଡ଼ ହୋଇଛି। ସୁରତରୁ ଯାଉଥିବା ଏହି ଟ୍ରେନରେ ଅଧିକାଂଶ ଯାତ୍ରୀ ମହାକୁମ୍ଭ ଯାତ୍ରାକୁ ଯାଉଥିଲେ। ଟ୍ରେନଟି ମହାରାଷ୍ଟ୍ରର ଜଳଗାଓଁ ଦେଇ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ଏହି ସମୟରେ ହଠାତ ଟ୍ରେନ କାଚ ଉପରକୁ ପଥର ମାଡ଼ ହୋଇଥିଲା।…

ମାଛ ମାଫିଆଙ୍କ ଗୁଣ୍ଡାରାଜ; ବନ ବିଭାଗ ଉପରେ କଲେ ଗୁଳିମାଡ

କେନ୍ଦ୍ରାପଡା: ରାଜନଗର ଗହୀରମଥାରେ ମାଛ ମାଫିଆ ସମୁଦ୍ର ଭିତରେ ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରେ ଗୁଳି ଚାଳନା କରିଛନ୍ତି । ବାବୁବାଲି ସମୁଦ୍ର କୂଳରୁ ୫ କିମି ଭିତରେ ଟ୍ରଲରରେ ମାଛ ମାଫିଆ ବେଆଇନ ମାଛ ମାରୁଥିଲେ। ବେଆଇନ ଭାବେ ମାଛ ମାରୁଥିବା ସମୟରେ ୩ଟି ଟ୍ରଲର ସହ ୯ ଜଣ ମତ୍ସ୍ୟଜୀବୀଙ୍କୁ…