Latest Odisha News

BREAKING NEWS

Yearly Archives

2025

ମହାକୁମ୍ଭ ୨୦୨୫: ଛୋଟୁ ବାବାଙ୍କ ପରେ ଏବେ ଧ୍ୟାନ ଆକର୍ଷଣ କରୁଛନ୍ତି ‘ଇ-ରିକ୍ସା ବାବା’

ପ୍ରୟାଗରାଜ: ଆସନ୍ତା ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ପ୍ରୟାଗରାଜ ମହାକୁମ୍ଭ । ସେଥିପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । କାହିଁ କେତେ ଦୁରରୁ ସାଧୁ, ସନ୍ଥ ନାଗା ବାବା ସବୁ ପ୍ରୟାଗରାଜରେ ପହଞ୍ଚିଲେଣି । ପ୍ରୟାଗରାଜରେ ଯୋଗ ଦେବା ପାଇଁ ଦୂରଦୂରାନ୍ତରୁ ଆସି ପହଞ୍ଚୁଛନ୍ତି ଅନେକ…

ଆଉ ନାହାନ୍ତି ବିଶ୍ବର ସବୁଠୁ ବୟସ୍କା ମହିଳା: ୧୧୬ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ: ଆଉ ନାହାନ୍ତି ବିଶ୍ୱର ସବୁଠାରୁ ବୟସ୍କା ବ୍ୟକ୍ତି ତୋମିକୋ ଇତୁକା । ୧୧୬ ବର୍ଷ ବୟସରେ ତାଙ୍କର ଡିସେମ୍ବର ୨୯ରେ ମୃତ୍ୟୁ ଘଟିଛି । ତେବେ ବିଶ୍ବର ସବୁଠୁ ବୟସ୍କା ବ୍ୟକ୍ତି ଭାବରେ ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଥିଲେ ଜାପାନୀ ମହିଳା ତୋମିକୋ । ଜାପାନୀ ଅଧିକାରୀଙ୍କ ସୂଚନା…

କରନ୍ତୁ ପଶ୍ଚିମୋତାଶନ ଆସନ, ପେଟର ଚର୍ବି ହେବ କମ୍

ଭୁବନେଶ୍ବର: ପଶ୍ଚିମୋତାଶନର ନାମ ପଶ୍ଚିମ ଏବଂ ଉତ୍ତାନ ଶବ୍ଦ ମିଶିକି ହୋଇଛି । ପଶ୍ଚିମ ଅର୍ଥାତ୍ ପଶ୍ଚିମ ଦିଗ କିମ୍ବା ଶରୀରର ପଛ ଭାଗ ଏବଂ ଉତ୍ତାନର ଅର୍ଥ ଟାଣି ହେବା । ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବାକୁ, ପ୍ରତ୍ୟେକ ବ୍ୟକ୍ତି ପଶ୍ଚିମୋତାଶନ କରିବାର ପଦ୍ଧତି, ଏହାର ଉପକାର ଏବଂ ସତର୍କତା…

୧୦ ଡିଗ୍ରୀ ତଳେ ୯ ସହର; ସବୁଠୁ ଥଣ୍ଡା ଜି.ଉଦୟଗିରି

ଭୁବନେଶ୍ବର: ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରି। ବିଭିନ୍ନ ସହରମାନଙ୍କରେ ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଖସୁଛି ରାତି ତାପମାତ୍ରା । ଏବେ ପ୍ରବଳ ଜାଡ଼ରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ୧୦ ଡିଗ୍ରୀ ତଳେ ରହିଛି ୯ ସହରର ତାପମାତ୍ରା । ୫ ଡିଗ୍ରୀ ତାପମାତ୍ରା ସହ…

ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍: ହେବ କଠୋର କାର୍ଯ୍ୟନୁଷ୍ଠାନ, ଏଣିକି ପୋଲିସ୍ ଜଗିବେ..

ପୁରୀ: ଶ୍ରୀମନ୍ଦିର କେମିତି ଉଡିଲା ଡ୍ରୋନ୍ ? କ’ଣ କରୁଥିଲେ ସୁରକ୍ଷା କର୍ମୀ? ଶ୍ରୀମନ୍ଦିର ନୋ ଫ୍ଲାଇଙ୍ଗ ଜୋନରେ କିପରି ଡ୍ରୋନ୍ ଉଡିଲା ସେନେଇ ଏବେ ତନାଘନା ଚାଲିଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏନେଇ ମନ୍ତ୍ରୀ କହିଛନ୍ତି,…

ଦୁର୍ଘଟଣାରେ ୨ ବିଜେପି କର୍ମୀ ମୃତ: ଦୁର୍ଘଟଣା ନା ପ୍ରାୟୋଜିତ ହତ୍ୟା

କାର୍‌-ହାଇୱା ଧକ୍କାରେ ୨ ବିଜେପି କର୍ମୀଙ୍କ ମୃତ୍ୟୁ। ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥ କଣ୍ଟାପାଲି ଓଭରବ୍ରିଜ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ବିଜେପି ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକଙ୍କ ସହ ଜଣେ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆ ଙ୍କର…

ଭାରତ-ବାଂଲାଦେଶ ସମ୍ପର୍କରେ ଉନ୍ନତି: ଦୁଇ ଦେଶ ମଧ୍ଯରେ ୧୮୫ ମତ୍ସ୍ୟଜୀବୀ ଅଦଳବଦଳ

ନୂଆଦିଲ୍ଲୀ: ବାଂଲାଦେଶ ହିଂସା ଓ ସେଠାରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନେଇ ଭାରତ ସହ ସମ୍ପର୍କ ବିଗିଡିଛି। କିନ୍ତୁ ବର୍ତ୍ତମାନ ବିଶ୍ୱାସ କରାଯାଉଛି ଯେ ଦୁଇ ଦେଶ ମଧ୍ୟରେ ନୂଆ ସମ୍ପର୍କ ଆରମ୍ଭ ହେବାକୁ ଯାଉଛି। କାରଣ ଆଜି ଦୁଇ ଦେଶ ମଧ୍ଯରେ ୧୮୫ ଜଣ ମତ୍ସ୍ୟଜୀବୀଙ୍କୁ ଅଦଳବଦଳ…

କଣ୍ଠଶିଳ୍ପୀ ଅଭିଜିତ୍ ଭଟ୍ଟାଚାର୍ଯ୍ୟଙ୍କୁ ଲିଗାଲ୍ ନୋଟିସ୍, ଲିଖିତ କ୍ଷମା ମାଗିବାକୁ ଦାବି

ପୁନେ: ପ୍ରସିଦ୍ଧ କଣ୍ଠଶିଳ୍ପୀ ଅଭିଜିତ୍ ଭଟ୍ଟାଚାର୍ଯ୍ୟ ବିବାଦୀୟ ବୟାନ ଯୋଗୁଁ ଅଡୁଆ ପଡିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ମହାତ୍ମା ଗାନ୍ଧୀଙ୍କୁ 'ପାକିସ୍ତାନର ଜାତିର ପିତା' ବୋଲି କହିଥିଲେ। ଏହି କାରଣରୁ ତାଙ୍କୁ ଏକ ଆଇନଗତ ନୋଟିସ ମିଳିଛି। ଅଭିଜିତ୍ କହିଥିଲେ ଯେ ମହାତ୍ମା ଗାନ୍ଧୀ…

ବ୍ରହ୍ମପୁତ୍ର ନଦୀ ଉପରେ ଡ୍ୟାମ ତିଆରିକୁ ନେଇ ଚିନ୍ତାରେ ଭାରତ, ଚୀନ କହିଲା ପଡିବନି ନକାରାତ୍ମକ ପ୍ରଭାବ

ନୂଆଦିଲ୍ଲୀ: ବ୍ରହ୍ମପୁତ୍ର ନଦୀ ଉପରେ ତିବ୍ଦତରେ ବିଶ୍ୱର ସର୍ବବୃହତ ଡ୍ୟାମ୍ ନିର୍ମାଣକୁ ଚୀନ ଅନୁମୋଦନ କରିଛି। ଏଥିପାଇଁ ୧୩୭ ବିଲିୟନ ଡଲାର ବ୍ୟୟବରାଦ କରାଯାଇଛି। ଏହି ପ୍ରକଳ୍ପ ଚୀନର ଚତୁର୍ଦ୍ଦଶ ପଞ୍ଚବାର୍ଷିକ ଯୋଜନା ଏବଂ ୨୦୩୫ ପର୍ଯ୍ୟନ୍ତ ଏହାର ଦୀର୍ଘମିଆଦୀ ବିକାଶ ରଣନୀତିର ଏକ ଅଂଶ।…

ଏନକାଉଣ୍ଟରରେ ଟଳିଲେ ୪ ମାଓବାଦୀ, ଜଣେ କନଷ୍ଟେବଳ ସହିଦ

ରାୟପୁର: ମାଲକାନଗିରି ସୀମାନ୍ତ ଛତିଶଗଡ଼ ଅବୁଝମାଡ଼ରେ ଏନ୍‌କାଉଣ୍ଟର ହୋଇଛି। ଏନକାଉଣ୍ଟରରେ ଟଳିଲେ ୪ ମାଓବାଦୀଷ ମାଓବାଦୀଙ୍କ ପାଲଟା ଗୁଳିରେ ଜଣେ କନଷ୍ଟେବଳ ସହିଦ ହୋଇଥିବା ସୂଚନା ରହିଛି। ତାଙ୍କ ନାମ ସାନୁ କରାମ ବୋଲି ଜଣାପଡିଛି। । ଏକେ ୪୭ ସହ ବିପୁଳ ମାଓ ବିସ୍ଫୋରକ ଜବତ ହୋଇଥିବା ବେଳେ…