Latest Odisha News

BREAKING NEWS

Yearly Archives

2025

ସୁଧୁରୁଛି ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା, ଭେଣ୍ଟିଲେଟରରୁ ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତରିତ କରାଗଲା

ଭୁବନେଶ୍ଵର: ଧିରେ ଧିରେ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି । ଆଜି ଭେଣ୍ଟିଲେଟରରୁ ବାହାରି ମେଡିସିନ ୱାର୍ଡକୁ ସ୍ଥାନାନ୍ତର ହୋଇଛନ୍ତି । ଏନେଇ ଭୁବନେଶ୍ଵର ଏମ୍ସ ପକ୍ଷରୁ ହେଲଥ୍ ବୁଲେଟିନ ଜାରି କରି ସୂଚନା ଦିଆଯାଇଛି ।…

ଅଲୋଡ଼ା ଶିଶୁ କନ୍ୟା; ଜଙ୍ଗଲରୁ ଉଦ୍ଧାର କଲେ ପିଇଓ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ବାଗଦେହି ଅଞ୍ଚଳର ଏକ ଜଙ୍ଗଲରୁ ସୋମବାର ଦିନ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ପରିତ୍ୟକ୍ତ ଶିଶୁଟିକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ଦେଖି ଉଦ୍ଧାର କରିଥିଲେ ଏବଂ ପରେ ନବଜାତ ଶିଶୁକୁ ପୋଲିସକୁ ହସ୍ତାନ୍ତର…

ଅନଲାଇନରେ ‘ମହାପ୍ରସାଦ’ ବିକ୍ରି ପାଇଁ ବିଜ୍ଞାପନ; ଜଣେ ଗିରଫ

ଭୁବନେଶ୍ୱର: ଏକ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ଶ୍ରୀଜଗନ୍ନାଥ ମନ୍ଦିର 'ମହାପ୍ରସାଦ' ବେଆଇନ ଭାବରେ ବିକ୍ରୟ କରି ଭକ୍ତମାନଙ୍କୁ ଠକିବା ଅଭିଯୋଗରେ ଭୁବନେଶ୍ୱରର ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଅଭିଯୁକ୍ତ ଜଣକ ଡିସ୍ପୋଜା ପଟ୍ଟନାୟକ (୩୪) ବୋଲି ଜଣାପଡ଼ିଛି। ସେ ଏଠାକାର ଏକ ପ୍ରମୁଖ ମଲ୍…

ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ, ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର: ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ। ତେବେ ବିଧାନସଭାର ଶୀତ ଅଧିବେଶନରେ ମୋହନ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ । ତେବେ ନୂଆପଡ଼ା ଉପନିର୍ବାଚନ ପରେ ବିଧାନସଭାର ଶୀତ ଅଧିବେଶନ ବସିବ ବୋଲି ସୂଚନା ମିଳିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା,…

Terror plot in Faridabad: ଡାକ୍ତରଙ୍କ ଘରୁ ୩୬୦ କିଲୋ ବିସ୍ଫୋରକ, AK-47 ଜବତ; ଆତଙ୍କବାଦୀ କନେକ୍ସନ ସନ୍ଦେହ

ନୂଆଦିଲ୍ଲୀ: ଦେଶରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ ସଂଲଗ୍ନ ଫରିଦାବାଦରେ ଥିବା ଜଣେ ଡାକ୍ତରଙ୍କ ଘରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରାଯାଇଛି। ଜମ୍ମୁ ଏବଂ କାଶ୍ମୀର ପୋଲିସ ଫରିଦାବାଦରେ ଜଣେ ଡାକ୍ତରଙ୍କ ଘରେ ଚଢାଉ କରିଛି। ଚଢାଉ ସମୟରେ ପୋଲିସ ୩୬୦…

ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆ ହତ୍ୟା ଘଟଣା; ଧରାପଡିଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ବର: ଭୁବନେଶ୍ବର ଏମ୍ସ କର୍ମଚାରୀଙ୍କୁ ହତ୍ୟା ଘଟଣାରେ ଶେଷରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ । ଭୁବନେଶ୍ୱରର ଏକ ହୋଟେଲ କଡ଼ରୁ ମୁଖ୍ୟ ଅଭିଯୁକ୍ତ ସଦାଶିବ ପ୍ରଧାନକୁ ଗିରଫ କରିଛି କମିଶନରେଟ୍ ପୋଲିସ । ରାଜ୍ୟ ବାହାରକୁ ଖସିବାଯିବାକୁ ସଦାଶିବ ଉଦ୍ୟମ କରୁଥିବା ପୋଲିସ ପକ୍ଷରୁ ସୂଚନା…

Pakistan 27th Amendment: କାହିଁକି ମୁନିରଙ୍କୁ ବେତାଜ୍ ବାଦଶାହ କରିବାକୁ ଚାହୁଁଛି ପାକିସ୍ତାନ?

ନୂଆଦିଲ୍ଲୀ: ପାକିସ୍ତାନର ବେତାଜ୍ ବାଦଶାହ ହେବେ ମୁନିର...ସବୁ ପ୍ରସ୍ତୁତି କରିସାରିଲାଣି ପାକିସ୍ତାନ...ସିଧା ସମ୍ବିଧାନରେ କଲା ସଂଶୋଧନ...ଶେଷ ହେବ କି ବାସାମରିକ ଶାସନ? ଭାରତର ଅପରେସନ ସିନ୍ଦୂରରୁ ଶିକ୍ଷା ନେଇ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ସରକାର ଏକ ନୂତନ…

ଅନ୍ୟ କୌଣସି ଜିଲ୍ଲାରୁ ଇଭିଏମ୍‌ ଆସିନାହିଁ: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଜିଲ୍ଲାପାଳ ଇଭିଏମ୍ ଲୁଚାଇବା ଘଟଣା ମିଛ। ବିଜେଡିର ଅଭିଯୋଗ ଖଣ୍ଡନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ୍ ଗୋପାଳନ। କହିଲେ ନୂଆପଡ଼ାକୁ ଗଞ୍ଜାମରୁ ଗୋଟେ ଟ୍ରକ୍ ଇଭିଏମ ଆସିବା ଅସମ୍ଭବ। ଷ୍ଟ୍ରଙ୍ଗରୁମ୍‌ରେ ସୁରକ୍ଷିତ ଅଛି ଇଭିଏମ୍। ମିଛ ଅଭିଯୋଗ ଆଣିଥିଲା ବିଜେଡି। ସିସିଟିଭି…

ଆଜିଠୁ ୨୦୨୭ ପାଇଁ ପରୀକ୍ଷାମୂଳକ ଭାବେ ହେବ ଡିଜିଟାଲ ଜନଗଣନା

ଭୁବନେଶ୍ବର: ୨୦୨୭ ଜନଗଣନା ପାଇଁ ଆଜିଠୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ ଡିଜିଟାଲ ଜନଗଣନା । ସର୍ବଭାରତୀୟ ସ୍ତରରେ ୩୪ ଲକ୍ଷ ଶିକ୍ଷକ କରିବେ ଏହି ଡିଜିଟାଲ ଜନଗଣନା । ଡିଜିଟାଲ ପ୍ରକ୍ରିୟାରେ ପେପର ନୁହେଁ ମୋବାଇଲ ଆପରେ ହେବ ଜନ ଗଣନା । ଭୁବନେଶ୍ୱର ମହାନଗର ନିଗମର ୨୨ ନମ୍ବର ୱାର୍ଡ,…

Cold Wave: ଧିରେ ଧିରେ ଖସୁଛି ପାରଦ, ୪ ଦିନରେ ୪.୬ ଡିଗ୍ରୀ ଖସିଲା ରାଜଧାନୀର ତାପମାତ୍ରା

ଭୁବନେଶ୍ବର: ନଭେମ୍ବର ମାସ ଅଧା ହେବାକୁ ବସିଥିବା ବେଳେ ବି ଏବେ ରାଜ୍ୟରେ ଶୀତର ଲହରି ସେତେଟା ଦେଖିବାକୁ ମିଳୁନାହିଁ । ଏଥର ରାଜ୍ୟରେ ଶୀତ ବିଳମ୍ବରେ ଆସି ଜଲଦି ଚାଲିଯିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ବିଳମ୍ବରେ ଶୀତର ପ୍ରଭାବ ଜାରି ହେବ । ଏପଟେ ରାଜଧାନୀ ଭୁବନେଶ୍ବରରେ…