Latest Odisha News

BREAKING NEWS

Yearly Archives

2025

କିମ୍ସରେ ଅତି ବିରଳ ସ୍ନାୟୁ ରୋଗ ‘ନୋଡୋପାଥି’ର ସଫଳ ଚିକିତ୍ସା

ଭୁବନେଶ୍ୱର: କିମ୍ସ ଡାକ୍ତରମାନେ ନୋଡୋପାଥି ଓ ପାରାନୋଡୋପାଥି ଭଳି ନୂତନ ଆବିଷ୍କୃତ ଅତି ବିରଳ ସ୍ନାୟୁ ରୋଗରେ ସଫଳ ଚିକିତ୍ସା କରି ଉଦାହରଣ ସୃଷ୍ଟି କରିଛନ୍ତି। ଜଣେ ୩୪ ବର୍ଷୀୟ ମହିଳା ପକ୍ଷାଘାତଗ୍ରସ୍ତ ରୋଗରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ମୁଣ୍ଡ ବ୍ୟତୀତ ଶରୀରର ଅନ୍ୟ କୌଣସି ଅଂଶ କାମ…

Supreme Court: ଦିଲ୍ଲୀ NCRରେ ସବୁଜ ବାଣକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ଦିଲ୍ଲୀ NCRରେ ସବୁଜ ବାଣକୁ ସୁପ୍ରିମକୋର୍ଟଙ୍କ ଅନୁମତି। ଆସନ୍ତା ୨୧ ତାରିଖ ଯାଏଁ ସବୁଜ ବାଣକୁ ମିଳିଛି ଅନୁମତି। ଅସ୍ଥାୟୀ ଭାବେ ସବୁଜ ବାଣ ବିକ୍ରିକୁ ଅନୁମତି ଦେଲେ ସୁପ୍ରିମକୋର୍ଟ। ନିର୍ଦ୍ଧାରିତ ସ୍ଥାନରେ ହିଁ ବିକ୍ରି, ରାତି ୮ରୁ ୧୦ ଯାଏଁ ବାଣ ଫୁଟାଇ ପାରିବେ। ନିୟମ…

ଚିରନିଦ୍ରାରେ ପଙ୍କଜ ଧୀର; ମହାଭାରତରେ ‘କର୍ଣ୍ଣ’ ଭୂମିକା ନିଭାଇଥିଲେ…

ମୁମ୍ବାଇ: ଲୋକପ୍ରିୟ ଅଭିନେତା ପଙ୍କଜ ଧୀରଙ୍କ ନିଧନ ହୋଇଯାଇଛି। ସେ ବି.ଆର. ଚୋପ୍ରାଙ୍କ ମହାଭାରତରେ କର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ, ପଙ୍କଜ କର୍କଟ ରୋଗ ସହ ଲଢ଼ି ସଫଳତା ପାଇଥିଲେ। କିନ୍ତୁ ଗତ କିଛି ମାସ ମଧ୍ୟରେ…

ରେକର୍ଡ ଭାଙ୍ଗିଲା ରୂପା;୨ ଲକ୍ଷ ଟପିଲା ଦର

ଭୁବନେଶ୍ବର: ପର୍ବପର୍ବାଣୀ ସମୟରେ ସୁନା ଏବଂ ରୂପା କିଣିଥାନ୍ତି ଗ୍ରାହକ । କିନ୍ତୁ ଏବେ ଭୁବନେଶ୍ବରରେ ରୂପାର କିଲୋପିଛା ଦାମ ୨ ଲକ୍ଷ ଟଙ୍କାରୁ ଅଧିକ ହୋଇଯାଇଛି । ଗତକାଲି କେଜି ପିଛା ୯ ହଜାର ଟଙ୍କା ବୃଦ୍ଧି ପାଇ ରେକର୍ଡ କରିଛି ରୂପା । ତେବେ ଆଜି ରୂପା କିଲୋପିଛା ଦାମ ୨ ଲକ୍ଷ…

Bihar Election: ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ଜେଡିୟୁ

ପାଟନା: ବିହାର ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ଜେଡିୟୁ। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୭ ଜଣଙ୍କ ନାଁ ଘୋଷଣା। ଚିରାଗ ପାଶୱାନ ଦାବି କରୁଥିବା ୪ଟି ସିଟ୍‌ରେ ପ୍ରାର୍ଥୀ ଦେଲା ଜେଡିୟୁ। ମୋଟ୍ ୧୦୧ ଆସନରେ ନିର୍ବାଚନ ଲଢ଼ିବ ଜେଡିୟୁ। ଜେଡିୟୁର ପ୍ରଥମ ତାଲିକାରେ…

Nuapada By-Election: ନୂଆପଡ଼ା ଉପ-ନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ

ନୂଆପଡ଼ା: ନୂଆପଡ଼ା ଉପ-ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ଘାସିରାମ। ୨୦୨୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ଦ୍ବିତୀୟ ସ୍ଥାନରେ ଥିଲେ ସେ। ଗତ ନିର୍ବାଚନ…

ହ୍ୟାଣ୍ଡଶେକ ବିବାଦ: ଭାରତୀୟ ଖେଳାଳିଙ୍କୁ ଥଟ୍ଟା କଲେ ଅଷ୍ଟ୍ରେଲିଆ ପ୍ଲେୟାର

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ୨୦୨୫ ଅବସରରେ ଭାରତ ଓ ପାକିସ୍ତାନ ଖେଳାଳି ମୁହାଁମୁହିଁ ହୋଇଥିଲେ । ଉଭୟ ଟିମର ଖେଳାଳି ହ୍ୟାଣ୍ଡଶେକ କରି ନ ଥିଲେ । ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନର ସଲମାନ ଅଲୀଙ୍କ ସହ ହାତ ମିଳାଇବାକୁ ମନା କରିଦେଇଥିଲେ । ଏହାକୁ ନେଇ ବିବାଦୀୟ…

Nuapada By-Election: ନୂଆପଡ଼ା ଉପନିର୍ବାଚନ: ନବୀନ ନିବାସରେ ଟିକେଟ କସରତ

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ ନବୀନ ନିବାସରେ ଟିକେଟ କସରତ। ନବୀନ ନିବାସରେ ବରିଷ୍ଠ ବିଜେଡି ନେତୃତ୍ବ ଉପସ୍ଥିତ। ବବି ଦାସ, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତ ଅଛନ୍ତି। ଟିକେଟ୍ ଆଶାୟୀ ମନୋଜ ମିଶ୍ର ମଧ୍ୟ ଉପସ୍ଥିତ ଅଛନ୍ତି। ଆଉ ୨ ଆଶାୟୀ ଭାନୁପ୍ରତାପ ମାଝୀ…

ଦୀପାବଳି ତାରିଖ ଦ୍ୱନ୍ଦ୍ୱ ଦୂର କଲା ମୁକ୍ତି ପଣ୍ଡିତ ମହାସଭା;ଏହି ଦିନ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିବେ

ପୁରୀ: ଦୀପାବଳି ଦ୍ବନ୍ଦ୍ବ ହେଲା ଦୂର । ୨୦ ତାରିଖରେ କାଳୀ ପୂଜା , ପୟାଶ୍ରାଦ୍ଧ ବା ବଡ଼ବଡୁଆ ଓ ଦୀପାବଳି ପାଳନ ହେବ । ପ୍ରେସମିଟ୍‌ରେ ସ୍ପଷ୍ଟ କଲେ ମୁକ୍ତି ପଣ୍ଡିତ ମହାସଭା । ତେବେ ୨୦ତାରିଖ ଦିନ ୩ଟା ୨୩ରୁ ଠାରୁ ଆରମ୍ଭ ହେବ ପୟା ଶ୍ରାଦ୍ଧ । ୨୧ରେ ପାଳନ କରନ୍ତୁ ନାହିଁ, ଏହା ଶାସ୍ତ୍ର…

Bihar Polls: ବଡ ଘୋଷଣା କଲେ ପ୍ରଶାନ୍ତ କିଶୋର, କହିଲେ, “ଲଢିବେନି ବିଧାନସଭା ନିର୍ବାଚନ”

ପାଟନା: ବିହାରରେ ନିର୍ବାଚନ ଆଗକୁ ଥିବା ବେଳେ ମଇଦାନରେ ଗଡିକୁ ଘୋଡା ଛୁଟୁଛି । ଏହାରି ଭିତରେ ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବଡ ଘୋଷଣା କରିଛନ୍ତି । ସେ ବିହାର ବିଧାନସଭା ନିର୍ବାଚନରେ ​​ଲଢ଼ିବେ ନାହିଁ ବୋଲି କହିଛନ୍ତି । ପିଟିଆଇ ସହିତ ଏକ ସ୍ୱତନ୍ତ୍ର…