Taliban visit India: ନୂଆଦିଲ୍ଲୀରେ ପହଞ୍ଚିଲେ ତାଲିବାନ ବୈଦେଶିକ ମନ୍ତ୍ରୀ, ଭାରତ-ଆଫଗାନିସ୍ତାନ ସମ୍ପର୍କକୁ ମିଳିବ…
ନୂଆଦିଲ୍ଲୀ: ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତାକି ଭାରତ ଗସ୍ତରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଗସ୍ତକୁ ଆଶରଫ ଗନି ସରକାରଙ୍କ ପତନର ଚାରି ବର୍ଷ ପରେ ଭାରତ ଏବଂ ଆଫଗାନିସ୍ତାନରେ ତାଲିବାନ ଶାସନ ମଧ୍ୟରେ ଉଚ୍ଚସ୍ତରୀୟ ଯୋଗାଯୋଗର ସବୁଠାରୁ ବଡ଼ ସଙ୍କେତ ବୋଲି ବିବେଚନା…