Latest Odisha News

BREAKING NEWS

Yearly Archives

2025

ସାବରୀମାଳା ମନ୍ଦିର: ସୁନାରେ ତିଆରି ମୂର୍ତ୍ତିଗୁଡ଼ିକର ଓଜନ ହ୍ରାସ, ହାଇକୋର୍ଟଙ୍କ SIT ତଦନ୍ତ ନିର୍ଦ୍ଦେଶ

ଥିରୁବନନ୍ତପୁରମ୍: ସାବରୀମାଳା ମନ୍ଦିରରେ ଥିବା ଦ୍ୱାରପାଳକ (ରକ୍ଷକ ଦେବତା) ମୂର୍ତ୍ତିଗୁଡିକର ତମ୍ବା ପ୍ଲେଟଗୁଡ଼ିକ ସୁନାର ଲେପ ଚଢାଯାଇଥିଲା। କିନ୍ତୁ ଏହି ସୁନା ଲେପ ଚଢା ମୂର୍ତ୍ତିଗୁଡ଼ିକର ଓଜନ ହ୍ରାସ ପାଇଥିବା ଅଭିଯୋଗ ଆସିଥିଲା। ଏହି ଅଭିଯୋଗ ପରେ କେରଳ ହାଇକୋର୍ଟ ଏକ SIT ଗଠନ କରି…

ଭାରତୀୟ ବାୟୁସେନାର ୯୩ତମ ବାୟୁସେନା ଦିବସ; ଅପରେସନ ସିନ୍ଦୂରର ସାହସୀ ଯୋଦ୍ଧାମାନଙ୍କ ପ୍ରତି ଉତ୍ସର୍ଗ ହେବ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଅକ୍ଟୋବର ୮ ତାରିଖରେ ତାର ୯୩ତମ ବାୟୁସେନା ଦିବସ ପାଳନ କରିବ, ଯାହା ଅପରେସନ ସିନ୍ଦୂରର ବୀର ଯୋଦ୍ଧାମାନଙ୍କ ପ୍ରତି ଉତ୍ସର୍ଗୀକୃତ । ବୀରତ୍ୱର ଏହି ପରମ୍ପରାକୁ ଜାରି ରଖି, ବାୟୁସେନା ତାର ଯୋଦ୍ଧାମାନଙ୍କୁ ସେମାନଙ୍କର ଅତୁଳନୀୟ ସାହସ ଏବଂ ବୀରତ୍ୱ ପାଇଁ ମୋଟ…

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଉପରକୁ ଜୋତା ମାଡ!

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ବି.ଆର.ଗଭାଇଙ୍କୁ ସୋମବାର ଦିନ ଜଣେ ଓକିଲ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ସିଜେଆଇଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ଓକିଲମାନଙ୍କ ଦ୍ୱାରା ଉଲ୍ଲିଖିତ ଏକ ମାମଲାର ଶୁଣାଣି କରୁଥିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିଲା।…

BSNL ଆରମ୍ଭ କଲା VoWiFi ସେବା, ଏବେ ବିନା ନେଟୱାର୍କରେ ମଧ୍ୟ କରିହେବ କଲ୍

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ନିଜର ୟୁଜରଙ୍କ ପାଇଁ ଏକ ଉପହାର ଆଣିଛି । ଗ୍ରାହକମାନେ ଏବେ ମୋବାଇଲ୍ ନେଟୱାର୍କ ବିନା ମଧ୍ୟ ଭଏସ୍ କଲ୍ କରିପାରିବେ। BSNL ନୂତନ VoWiFi (ଭଏସ୍ ଓଭର ୱାଇ-ଫାଇ) ସେବା ଆରମ୍ଭ କରିଛି । ଯାହା…

SI ପରୀକ୍ଷା ଅନିୟମିତତା, ମାଷ୍ଟର କ୍ୟାଣ୍ଟିନରେ ବିଜେଡିର ହାଲ୍ଲା ବୋଲ୍‌

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ପରିଚାଳନାରେ ଅନିୟମିତତା ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଛି ବିଜେଡି । ଦୁର୍ନୀତି ଘଟଣାର ସିବିଆଇ ତଦନ୍ତ ଦାବି କରି ଯୁବ,ଛାତ୍ର ବିଜେଡି ତରଫରୁ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଘଟଣାରେ ଯିଏ ବି ସମ୍ପୃକ୍ତ ଅଛନ୍ତି ତାଙ୍କ ବିରୋଧରେ…

ନୂଆପଡାବାସୀଙ୍କୁ ୧୧୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ନୂଆପଡା ଜିଲ୍ଲାରେ ୧୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏନେଇ ସେ 'ଏକ୍ସ'ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। "ଆଜି ମୁଁ ନୂଆପଡ଼ା ଜିଲ୍ଲା ପାଇଁ ମୋଟ୍ ୧,୧୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲି।…

କଟକ ବିଶୃଙ୍ଖଳା: ମିଛ ଓ ଉତ୍ତେଜନାମୂଳକ ପୋଷ୍ଟ କରିବାରୁ ବିରତ ରହନ୍ତୁ: ମୁଖ୍ୟମନ୍ତ୍ରୀ

କଟକ: ଦଶହରା ସମୟରେ ଦୁର୍ଗାପୂଜା ମେଢ଼ ଭସାଣ ବେଳେ କଟକ ସହରରେ ଆରମ୍ଭ ହୋଇଥିବା ଉତ୍ତେଜନା ବିଷୟରେ ସୋସିଆଲ ମିଡ଼ିଆରେ କୌଣସି ଖବର ପୋଷ୍ଟ କରିବା ପୂର୍ବରୁ ସତ୍ୟତା ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅପିଲ କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ମିଛ ଓ…

ସୋନମ ୱାଙ୍ଗଚୁକଙ୍କୁ ଅଟକ ଘଟଣାରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଡକ୍ଟର ଗୀତାଞ୍ଜଳି ଜେ. ଆଙ୍ଗମୋଙ୍କ ଦ୍ୱାରା ଦାୟର ହୋଇଥିବା ଏକ ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ଲଦାଖ ପ୍ରଶାସନ ଏବଂ ରାଜସ୍ଥାନ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ସୋନମ ୱାଙ୍ଗଚୁକଙ୍କୁ କେଉଁ କାରଣରୁ ଅଟକ…

ଟ୍ବିନସିଟି ସହ ଏସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ଓଡ଼ିଶାର ଟ୍ବିନସିଟି ଭୁବନେଶ୍ୱର ଏବଂ କଟକ ସମେତ ପାଞ୍ଚଟି ଜିଲ୍ଲା ପାଇଁ ଏକ ଅରେଞ୍ଜ ଆଲର୍ଟ ଜାରି କରିଛି। କଟକ, ଗଞ୍ଜାମ, ଯାଜପୁର, କନ୍ଧମାଳ ଏବଂ ଖୋର୍ଦ୍ଧା (ଭୁବନେଶ୍ୱର) ଜିଲ୍ଲାର କିଛି ସ୍ଥାନରେ ଆଗାମୀ ୩ ଘଣ୍ଟା ମଧ୍ୟରେ ମଧ୍ୟମ ଧରଣର ଝଡ଼ବର୍ଷା…

ଏହି ରାଜ୍ୟକୁ ମିଳିଲା ପ୍ରଥମ ମେଟ୍ରୋ…ଦେଶର ୨୪ତମ ମେଟ୍ରୋ ସହର ପାଲଟିଲା

ପାଟନା: ବିହାରର ରାଜଧାନୀ ପାଟନାରେ ରହୁଥିବା ଲକ୍ଷ ଲକ୍ଷ ଲୋକଙ୍କ ସ୍ୱପ୍ନ ଆଜି ପୂରା ହୋଇଛି । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ବିହାରର ରାଜଧାନୀ ପାଟନାରେ ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିଛନ୍ତି । ପାଟନା ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଦଘାଟନ ପରେ…