Latest Odisha News

BREAKING NEWS

Yearly Archives

2025

Cabinet meeting: କ୍ୟାବିନେଟ ବୈଠକରେ ୫ ପ୍ରସ୍ତାବରେ ବାଜିଲା ମୋହର;ଭୁବନେଶ୍ୱର ‘ନ୍ୟୁ ସିଟି’କୁ ଅନୁମୋଦନ

ଭୁବନେଶ୍ବର: ଗତକାଲି (ବୁଧବାର) ରାଜ୍ୟ କ୍ୟାବିନେଟର ୨୬ ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ…

ଐଶ୍ୱର୍ଯ୍ୟାଙ୍କ ପରେ କୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିଷେକ

ମୁମ୍ବାଇ: ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ବୁଧବାର ଦିନ ନିଜର ପବ୍ଲିସିଟୀ ଏବଂ ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ଦାବି କରି ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। AI ମାଧ୍ୟମରେ ତାଙ୍କର ନକଲି ଫୋଟୋ ଏବଂ ଭିଡିଓ ବନାଇବା ସହ ତାଙ୍କ ଫଟୋ-ସାଇନ୍ ର ଅପବ୍ୟବହାର କରାଯାଇଥିବା ଅଭିଯୋଗରେ  …

Pitra Dosh Remedies: କୁଣ୍ଡଳୀରେ ପିତୃଦୋଷ ଅଛି ? ତେବେ ପିତୃପକ୍ଷ ସମୟରେ ଏହି ଉପାୟ କରନ୍ତୁ..

ଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପିତୃ ଦୋଷକୁ ବହୁତ ଗମ୍ଭୀର ବୋଲି ବିବେଚନା କରାଯାଏ। ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ପିତୃ ଦୋଷ ଥାଏ, ତେବେ ସେ ତାଙ୍କ ଜୀବନରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହୁଅନ୍ତି। କୁହାଯାଏ ଯେ ପିତୃ ଦୋଷ ପୂର୍ବ ଜନ୍ମରେ ହୋଇଥିବା ପାପର ଫଳ । ଜ୍ୟୋତିଷ…

୮ ଘଣ୍ଟାରୁ ଅଧିକ ସମୟ ବସି କାମ କରୁଛନ୍ତି ? ତେବେ ଲିଭର ସମସ୍ୟା ନିଶ୍ଚିତ! ଜାଣନ୍ତୁ କଣ କରିବେ ?

ନୂଆଦିଲ୍ଲୀ: ଆଧୁନିକ କର୍ପୋରେଟ୍ କଲ୍‌ଚର୍ ଏବଂ ଡିଜିଟାଲ୍ ଜୀବନଶୈଳୀର ପ୍ରଭାବରେ ଭାରତର ଯୁବକମାନେ ଏବେ ଏକ ନୂଆ ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି – ଫ୍ୟାଟି ଲିଭର ରୋଗ। ସମ୍ପ୍ରତି ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଦୀର୍ଘ ସମୟ ଧରି ବସି କାମ କରିବା, ଅତ୍ୟଧିକ ସ୍କ୍ରିନ୍ ଟାଇମ୍…

ଏହି ରାଶିର ଲୋକଙ୍କ ପାଇଁ ଭାଗ୍ଯ ଫିଟିଲା, ହୋଇଯିବ ମାଲାମାଲ୍

ଭୁବନେଶ୍ୱର: ଆସନ୍ତା ୧୫ ସେପ୍ଟେମ୍ବର ୨୦୨୫, ସକାଳ ୧୧:୧୦ ରେ, ଗ୍ରହର ରାଜକୁମାର ବୁଧ କନ୍ୟା ରାଶିରେ ଗୋଚର କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବୁଧଙ୍କ ଏହି ଗୋଚର ବୁଦ୍ଧି, ଯୋଗାଯୋଗ, ବ୍ୟବସାୟ ଓ ନିଷ୍ପତ୍ତି ଗ୍ରହଣରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ। କନ୍ୟା ରାଶିରେ ବୁଧ ନିଜର ଉଚ୍ଚ…

ନେପାଳର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଜଷ୍ଟିସ ସୁଶୀଳା କାର୍କି…

କାଠମାଣ୍ଡୁ: ନେପାଳରେ ଜେନ-ଜେଡ ବିରୋଧ ପ୍ରଦର୍ଶନ ଚାଲିଥିବା ସମୟରେ ସୁଶୀଳା କାର୍କି ନେପାଳର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ହେବା ନେଇ ଆଶଙ୍କା କରାଯାଉଛି। କେପି ଶର୍ମା ଓଲି ଇସ୍ତଫା ପରେ ନୂତନ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେବା ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ…

ଭାରତର ୧୦୦ ଟଙ୍କା ନେପାଳରେ କେତେ ? ଜାଣିଲେ ତାଜୁବ ହୋଇଯିବେ…

କାଠମାଣ୍ଡୁ: ନେପାଳରେ ଚାଲିଥିବା ତୀବ୍ର ବିକ୍ଷୋଭ ଏବଂ ରାଜନୈତିକ ସଙ୍କଟ ଏବେ ଦେଶର ଅର୍ଥନୀତି ଓ ପର୍ଯ୍ୟଟନ କ୍ଷେତ୍ରକୁ ଗଭୀର ପ୍ରଭାବିତ କରୁଛି। Gen Z ବିପ୍ଳବ ନାମରେ ପରିଚିତ ଏହି ଆନ୍ଦୋଳନରେ ଦୁର୍ନୀତି ବିରୋଧରେ ଯୁବକମାନେ ରାସ୍ତାକୁ ଓହ୍ଲାଇଛନ୍ତି, ଯାହା ଫଳରେ କାଠମାଣ୍ଡୁରେ ଭୟଙ୍କର…

ନେପାଳ ହିଂସାକୁ ନେଇ ଏପରି କହିଲା ଚୀନ…

ବେଜିଂ: Gen-Z ଆନ୍ଦୋଳନ ପରେ ନେପାଳରେ ଅରାଜକତା ଦେଖାଦେଇଛି। ହିଂସା ଏବଂ ପୋଡ଼ାଜଳା ପରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ପଡ଼ିଥିଲା, ଯାହା ପରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଚୀନ୍ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ଆସିଛି। ଚୀନ୍…

ପୁଣି ଏକାଠି ହେବେ ମୋଦି-ଟ୍ରମ୍ପ, ଆମେରିକାରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ: ସୁଧୁରିବକି ଭାରତ-ଆମେରିକା ସମ୍ପର୍କ । ଭାରତ ଓ ଚୀନ୍‌ ଉପରେ ୧୦୦ ପ୍ରତିଶତ ଟାରିଫ୍‌ ଲାଗୁ କରିବାକୁ ୟୁରୋପୀୟ ସଂଘକୁ କହିବା ଭିତରେ ପୁଣି ଭାରତ ପ୍ରତି ନରମ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌...ଆଉ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା ।…

ନେପାଳ ପରେ ଜଳୁଛି ଫ୍ରାନ୍ସ; ୨୦୦ ବିକ୍ଷୋଭକାରୀ ଗିରଫ

ନୂଆଦିଲ୍ଲୀ: ନେପାଳ ପରେ ଫ୍ରାନ୍ସରେ ମଧ୍ୟ ସରକାରଙ୍କୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି। ସେଠାକାର ନାଗରିକ ମାକ୍ରୋନ୍ ସରକାରଙ୍କ ବିରୋଧରେ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇ ବିରୋଧ କରିବା ସହ ପୋଡ଼ାଜଳା ମଧ୍ୟ କରିଛନ୍ତି। ଏଥିସହିତ ପ୍ୟାରିସରେ ଫ୍ରାନ୍ସ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ…