ବର୍ଷା ଦିନେ ଫ୍ରିଜ୍ରେ ରହିଥାଏ ଗୋଟିଏ ସିକ୍ରେଟ ବଟନ, ON ନକଲେ ହୋଇଯିବ ଖରାପ
ନୂଆଦିଲ୍ଲୀ: ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ ଫ୍ରିଜ୍ ରହିଛି । ଖାଦ୍ୟ, ପନିପରିବା ଓ ଫଳକୁ ଦୀର୍ଘ ସମୟ ତାଜା ରଖିବା ପାଇଁ ଫ୍ରିଜ୍ର ବ୍ୟବହାର ଅତ୍ୟନ୍ତ ଜରୁରୀ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ ଫ୍ରିଜ୍କୁ ସଠିକ ଭାବେ ନ ଚଲାଇଲେ ଏହା ଶୀଘ୍ର ଖରାପ ହୋଇପାରେ ଏବଂ ଖାଦ୍ୟ ମଧ୍ୟ ନଷ୍ଟ…