Latest Odisha News

BREAKING NEWS

Yearly Archives

2025

ଶରଧାବାଲି ଦଳାଚଟକା ଘଟଣା: ୪ଘଣ୍ଟା ଧରି ସାକ୍ଷ୍ୟ ଗ୍ରହଣ କଲେ ଉନ୍ନୟନ କମିସନର

ପୁରୀ: ଶରଧାବାଲି ଦଳାଚଟକା ଘଟଣାରେ ୪ଘଣ୍ଟା ଧରି ସାକ୍ଷ୍ୟ ଗ୍ରହଣ କଲେ ଉନ୍ନୟନ କମିସନର ଅନୁ ଗର୍ଗ। ଘଟଣା ସଂପର୍କରେ ବରିଷ୍ଠ ସେବାୟତଙ୍କ ଠାରୁ ପଚାରି ବୁଝିଲେ ଉନ୍ନୟନ କମିସନର। ପୁରୀରେ ସାକ୍ଷ୍ୟ ରଖିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର, ଅନାଥ ଦାସ ମହାପାତ୍ର ଓ ଭବାନୀ ଦାସ…

ବୁକ୍ ମାଇ ଶୋ, ପିଭିଆରକୁ ବଡ଼ ଆଶ୍ୱସ୍ତି: ଅନଲାଇନ୍ ଟିକେଟ୍ ବୁକିଂ ସୁବିଧା ଫି ଉପରୁ ହଟିଲା ପ୍ରତିବନ୍ଧକ

ମୁମ୍ବାଇ: ଥିଏଟର ଯାଇ ସିନେମା ଦେଖିବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ଆଜିକାଲି ସବୁ ଅନଲାଇନ ସିଷ୍ଟମ ହୋଇଥିବାରୁ ସିନେମା ଦେଖିବା ପାଇଁ ପ୍ରାୟ ସମସ୍ତେ ଅନଲାଇନରେ ଟିକେଟ୍ ବୁକ୍ କରନ୍ତି। ଅନଲାଇନରେ ଟିକେଟ୍ ବୁକ୍ କରିବା ଆପଣଙ୍କୁ ଅଧିକ ସୁବିଧାଜନକ ଲାଗିପାରେ, କିନ୍ତୁ ଏଥିପାଇଁ…

ଜିଓକୁ ଟକ୍କର ଦେବ ଏୟାରଟେଲର ସବୁଠାରୁ ଏହି ଶସ୍ତା ପ୍ଲାନ୍, ମୂଲ୍ୟ ମାତ୍ର…

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏବଂ ଭୋଡାଫୋନ ଆଇଡିଆ ସହିତ ପ୍ରତିଯୋଗିତା କରିବା ପାଇଁ ଏୟାରଟେଲ ଏକ ନୂତନ ଶସ୍ତା ପ୍ରିପେଡ ପ୍ଲାନ୍ ଲଞ୍ଚ କରିଛି। ଏୟାରଟେଲର ନୂତନ ରିଚାର୍ଜ ପ୍ଲାନର ମୂଲ୍ୟ ୧୮୯ ଟଙ୍କା, ଏହି ପ୍ଲାନ୍ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ଏବଂ ଆପ୍ ରେ ତାଲିକାଭୁକ୍ତ କରାଯାଇଛି।…

ରାଜ୍ୟରେ ୧୫ ପରେ କମିବ ବର୍ଷା ପରିମାଣ, ୨୩ରେ ପୁଣି ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ୧୬ ତାରିଖ ଭିତରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଅନ୍ୟପଟେ ରାଜ୍ୟରେ ଏବେ ବର୍ଷା କମିଛି। ଆସନ୍ତା ଦୁଇ ଦିନ ରାଜ୍ୟରେ କାଁ ଭାଁ ସ୍ୱଳ୍ପ ବର୍ଷା ହୋଇପାରେ। ୧୩ ଓ ୧୪ରେ ଅଧିକାଂଶ ସ୍ଥାନରେ ଲଘୁଚାପ ଜନିତ ବର୍ଷା ହୋଇପାରେ।…

ଡ୍ରାଇଭର ମହାସଂଘର ଆନ୍ଦୋଳନ ଜାରି: କଂଗ୍ରେସ ଗାଡିକୁ ବାଟ ଛାଡିବା ନେଇ ପରିବହନ ମନ୍ତ୍ରୀ ଦେଲେ ପ୍ରତିକ୍ରିୟା

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି ଯେ, ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ। ତେବେ ଆଜି ଭୁବନେଶ୍ବରରେ କଂଗ୍ରେସର ସମାବେଶକୁ ଆସୁଥିବା ଗାଡ଼ିକୁ ଅଟକାଇବ…

ଓଡିଶା ଗସ୍ତରେ ରାହୁଲ ଗାନ୍ଧୀ, ବିମାନବନ୍ଦର ଛକରୁ ଜୟଦେବବିହାର ଛକ ଯାଏଁ କରିବେ ରୋଡ୍ ସୋ’

ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ। ଭୁବନେଶ୍ବରରେ କଂଗ୍ରେସର ମହାସମାବେଶରେ ଯୋଗ ଦେବେ। ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ କାର୍ଯ୍ୟକ୍ରମରେ ସାମିଲ୍ ହେବେ ରାହୁଲ ଗାନ୍ଧୀ। ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେଉଛି କଂଗ୍ରେସର ମହାସମାବେଶ। ରାହୁଲ ଗାନ୍ଧୀଙ୍କୁ ସ୍ବାଗତ…

ଶ୍ରାବଣରେ ଗ୍ରହଙ୍କ ଦୁର୍ଲ୍ଲଭ ଯୋଗ, ମହାଦେବଙ୍କ କୃପାରୁ ଏହି ରାଶିର ଖୋଲିବ ଭାଗ୍ୟ …

ଭୁବନେଶ୍ବର: ଆଜିଠୁ (୧୧ ଜୁଲାଇ)ରୁ ଚଳିତ ବର୍ଷର ଶ୍ରାବଣ ମାସ ଆରମ୍ଭ ହୋଇଛି । ଶ୍ରାବଣ ମାସରେ ସୂର୍ଯ୍ୟ,ମଙ୍ଗଳ, ଶୁକ୍ର, ଶନି ଓ ବୁଧ ଗ୍ରହ ଚଳନ କରିବା ସହ ଦୁର୍ଲ୍ଲଭ ସଂଯୋଗ ସୃଷ୍ଟି ହେବ । ଓଲଟା ଚଳନ କରିବେ ଶନି ଓ ବୁଧ । ଯାହାଦ୍ବାରା ଶ୍ରାବଣ ମାସରେ ପ୍ରୀତି ଯୋଗ, ଆୟୁଷ୍ମାନ ଯୋଗ,…

ଶ୍ରୀ ଭାଗବତ ସାର ୯୪: ଶ୍ରୀମଦ ଭାଗବତଙ୍କ ଅନନ୍ୟ ବକ୍ତା ଶ୍ରୀସୂତ ବା ଉଗ୍ରଶ୍ରବା ଅଟନ୍ତି

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ଅନନ୍ୟ ବକ୍ତା ଶ୍ରୀସୂତ ବା ଉଗ୍ରଶ୍ରବା ଅଟନ୍ତି, କିନ୍ତୁ ଏହି ଶ୍ରୀସୂତ ନାମକରଣର ଯଥାର୍ଥତା ବିଷୟରେ ଅନୁଶୀଳନ କଲେ ଜଣାଯାଏ ଯେ ମୁନି ଲୋମହର୍ଷଣ ସୂତଜାତୀୟ ଥିଲେ। ଅର୍ଥାତ ବର୍ଣଶଙ୍କର ଥିଲେ ଯଥା ମା ବ୍ରହ୍ମଣୀ ଓ…

ଆସନ୍ତାବର୍ଷ ପୁରୀରେ ହେବ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ

ଭୁବନେଶ୍ବର: ରାଞ୍ଚିରେ ଅନୁଷ୍ଠିତ ୨୭ତମ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଫେରି ଆସିଛନ୍ତି । ଭୁବନେଶ୍ୱର ଫେରିବା ପରେ ବିମାନ ବନ୍ଦର ଠାରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ବର୍ଷ…

ଦୁଇ ବାଇକ୍ ଧକ୍କାରେ ଚାଲିଗଲା ୩ ଜୀବନ,ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଦୁଇ ବୁଲେଟ୍ ମୁହାଁମୁହିଁ ଧକ୍କା। ବାପପୁଅ ସମେତ ୩ ମୃତ । ଜରଡ଼ା ଥାନା ଠଣ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାପପୁଅ ଗାଁକୁ ଫେରିବା ବେଳେ ବିପରୀତ ପଟରୁ ଧକ୍କା ଦେଲା ଆଉ ଏକ ବୁଲେଟ୍ । ବୁଧବାର ଅପରାହ୍ନରେ ବାପ ପୁଅ ବାଇକ୍ ଯୋଗେ ଜରଡ଼ାରୁ ନିଜ ଗ୍ରାମ ସାମନ୍ତରାପୁର…