ବଡ ଆଶ୍ବସ୍ତି, ଶସ୍ତା ହେଲା ଏଲପିଜି ସିଲିଣ୍ଡର….
ନୂଆଦିଲ୍ଲୀ: ଆଜିଠୁ ଶସ୍ତା ହେଲା ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର । ତୈଳ ବିପଣନ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୮.୫୦ ଟଙ୍କା ହ୍ରାସ କରିଛନ୍ତି, ଯାହା ୧ ଜୁଲାଇରୁ ଅର୍ଥାତ୍ ଆଜିଠାରୁ ଲାଗୁ ହୋଇଛି । ଯାହା ବାଣିଜ୍ୟିକ ବ୍ୟବହାରକାରୀଙ୍କୁ…