SC on CJP Protest: ବ୍ୟାରିକେଡ୍ ହଟାଅ, ଇଣ୍ଟରନେଟ୍ ଚାଲୁ କର…CJP ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼…
ନୂଆଦିଲ୍ଲୀ: ଦିଲ୍ଲୀରେ CJP ଆନ୍ଦୋଳନକୁ ନେଇ ପୋଲିସର କଟକଣା ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ସାଧାରଣ ଲୋକଙ୍କ ଯାତାୟାତ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଅଦାଲତ ଗୁରୁତ୍ୱ ଦେଇଛନ୍ତି। ଯେଉଁ ସ୍ଥାନରେ ଆଇନଶୃଙ୍ଖଳା ନେଇ ପ୍ରକୃତ ଆଶଙ୍କା ରହିଛି, କେବଳ ସେଠାରେ ଆବଶ୍ୟକ ଅନୁଯାୟୀ…